1. କୃଷି ଖବର

ପ୍ରକାଶ ପାଇଲା CBSE ରେଜଲ୍ଟ, ଦେଖନ୍ତୁ...

ଆସିଲା ଖୁସି ଖବର । ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ ।

Sudesna Nayak
Sudesna Nayak
CBSE announces class 12 results

CBSE announces class 12 results

ଆସିଲା ଖୁସି ଖବର (GOOD NEWS)। ପ୍ରକାଶ ପାଇଲା CBSE ଦ୍ୱାଦଶ ରେଜଲ୍ଟ ।

ସୂଚନା ଅନୁଯାୟୀ, ପ୍ରକାଶ ପାଇଲା CBSE ଦ୍ବାଦଶ ରେଜଲ୍ଟ । ଆପଣମାନେ www.cbse.nic.in ୱେବସାଇଟ୍‌ରେ ପରୀକ୍ଷା ଫଳ ଉପଲବ୍ଧ ଅଛି ଦେଖିପାରିବେ । ଯାହାକୁ ନେଇ ପାସ୍ ହାର ରହିଛି ୯୨.୭୧ % । ୯୪.୫୪% ଛାତ୍ରୀ ଓ ୯୧.୨୫% ଛାତ୍ର ପାସ୍‌ ହୋଇଛନ୍ତି ।

ଅପରାହ୍ନ ୨ଟା ସମୟରେ ଦଶମ ଶ୍ରେଣୀ ପିଲାଙ୍କ ପରୀକ୍ଷା ଫଳ ପ୍ରକାଶ ପାଇବ । ଦଶମରେ ୨୦ ଲକ୍ଷ ଛାତ୍ରଛାତ୍ରୀ ପରୀକ୍ଷା ଦେଇଛନ୍ତି ।

ଏହି ଚଳିତ ବର୍ଷ ଖବର ମୁତାବକ ଦେଶରେ 21 ଲକ୍ଷ 16 ହଜର 290 ଜଣ ଦଶମ ଏବଂ 14 ଲକ୍ଷ 54 ହଜାର 370 ଜଣ ଦ୍ବାଦଶ ପରୀକ୍ଷା ଦେଇଥିଲେ ।

ପ୍ରକାଶ ଥାଉ ଯେ, ଏଥର ଦ୍ବାଦଶରେ ଟର୍ମ-1 ଏବଂ ଟର୍ମ-2 ପରୀକ୍ଷା ହୋଇଥିଲା । ପୂର୍ବରୁ ଟର୍ମ-1 ରେଜଲ୍ଟ ବାହାରିଯାଇଥିଲା । ବର୍ତ୍ତମାନ ଟର୍ମ-2 ସହ ଫାଇନାଲ ଫଳାଫଳ ବାହାରିଛି ।

ଆଜିଠୁ +୨ ନାମଲେଖା ପ୍ରକ୍ରିୟା ଆରମ୍ଭ

ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କୁ ଶୁଭେଚ୍ଛା ଜଣାଇଲେ ମୁଖ୍ୟମନ୍ତ୍ରୀ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments