News

CCIରେ କରନ୍ତୁ ଚାକିରି : ଖାଲିପଡିଛି ପଦବୀ, ତୁରନ୍ତ କରନ୍ତୁ ଆବେଦନ

CCIରେ ଖାଲି ପଡିଛି ଡାଇରେକ୍ଟର ଜେନେରାଲ ପଦବୀ । CCIରେ ମୋଟ ପଦବୀ ୧୨ ଟି ରହିଥିବା ବେଳେ ଜଏଣ୍ଟ ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୪ ଟି ଓ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୮ ଟି ରହିଛି ।

20 January, 2022 11:26 AM IST By: Sudesna Nayak

CCIରେ ଖାଲି ପଡିଛି ଡାଇରେକ୍ଟର ଜେନେରାଲ ପଦବୀ । CCIରେ ମୋଟ ପଦବୀ ୧୨ ଟି ରହିଥିବା ବେଳେ ଜଏଣ୍ଟ ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୪ ଟି ଓ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୮ ଟି ରହିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ତୁରନ୍ତ ହିଁ କରନ୍ତୁ ଆବେଦନ ।

ସୂଚନା ଅନୁଯାୟୀ, CCI ପକ୍ଷରୁ ବିଜ୍ଞପ୍ତି ଜାରି କରାଯାଇଛି । ଜଏଣ୍ଟ ଡାଇରେକ୍ଟର ଜେନେରାଲ ଏବଂ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ପାଇଁ CCI ଦ୍ୱାରା ପ୍ରାର୍ଥୀମାନଙ୍କୁ ଆବେଦନ ଗ୍ରହଣ କରାଯାଉଛି । ଯୋଗ୍ୟ ଏବଂ ଆଶାୟୀ ପ୍ରାର୍ଥୀମାନେ ସିସିଆଇର ଅଫିସିଆଲ ୱେବସାଇଟ୍ cci.gov.in କୁ ଯାଇ ହିଁ ଆବେଦନ କରିପାରିବେ । ତେବେ ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ (15 February 2022) ରହିଛି ।

CCIରେ ମୋଟ୍ ପଦବୀ ୧୨ ଟି ରହିଥିବା ବେଳେ ଜଏଣ୍ଟ ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୪ ଟି ଓ ଡେପୁଟି ଡାଇରେକ୍ଟର ଜେନେରାଲ ପଦବୀ ପାଇଁ ୮ ଟି ରହିଛି ।

ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଆବେଦନ କରୁଥିବା ବ୍ୟକ୍ତି ଦୁଇଟି ଯାକ ପଦରେ ଶିକ୍ଷାଗତ ଯୋଗ୍ୟତା ଆଇନ, ଅର୍ଥଶାସ୍ତ୍ର, ବାଣିଜ୍ୟ ଓ ଫାଇନାନ୍ସ ବିଜନେସ ଆଡମିନିଷ୍ଟ୍ରେସନ ଆଣ୍ଡ ଆକାଉଣ୍ଟିଂ,କଷ୍ଟ ଆକାଉଣ୍ଟିଂ ଡିଗ୍ରୀ କରିଥିବା ଜରୁରୀ ଅଟେ । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏହାର ଅଫିସିଆଲ ସାଇଟ କୁ ଯାଇ ଅଧିକାରକ ନୋଟିଫିକେସନ ଚେକ୍ କରିପାରିବେ ।

ପଦବୀ ପାଇଁ ଦରମା,ଜାଣନ୍ତୁ...

ଜଏଣ୍ଟ ଡାଇରେକ୍ଟର ଜେନେରାଲ ମାସକୁ ୧,୨୩,୧୦୦/୨,୧୫,୯୦୦ ଟଙ୍କା ପାଇବେ । ସେହିପରି ଡେପୁଟି ଡାଇରେକ୍ଟର ଜେନେରାଲ ମାସକୁ ୭୮,୮୦୦/୨୦୦,୯୦୦ ଟଙ୍କା ପାଇବେ ।

କିପରି କରିବେ ଆବେଦନ,ଜାଣନ୍ତୁ...

ପ୍ରଥମେ CCI ର ଅଫିସିଆଲ ୱେବସାଇଟ୍‌ cci.gov.in କୁ ଯାଆନ୍ତୁ ।

ଏହାପରେ Advertisement in the What’s News Section ଚେକ୍‌ କରନ୍ତୁ ।

ଏହା ପରେ Advertisement କୁ ଡାଉନଲୋଡ କରନ୍ତୁ ।
ଆବେଦନ ପତ୍ର ପୂରଣ କରିବା ପରେ ଆବେଦନ କରିବାର ତାରିଖ ପୂର୍ବରୁ ସବ୍‌ମିଟ୍‌ କରିଦିଅନ୍ତୁ ।

ପ୍ଲସ୍ ଟୁ ପାସ୍‌ କରିଥିଲେ CISFରେ କରନ୍ତୁ ଚାକିରି, ତୁରନ୍ତୁ କରନ୍ତୁ ଆବେଦନ

IOCLରେ କରନ୍ତୁ ଚାକିରି : ଖାଲିପଡିଛି ୫୭୦ଟି ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)