1. କୃଷି ଖବର

ପ୍ଲସ୍ ଟୁ ପାସ୍‌ କରିଥିଲେ CISFରେ କରନ୍ତୁ ଚାକିରି, ତୁରନ୍ତୁ କରନ୍ତୁ ଆବେଦନ

ଆପଣମାନେ CISFରେ ଚାକିରି କରିବାକୁ ଚାହୁଁଛନ୍ତି କି ? ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ଆଣି ଦେଇଛି ଆପମମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ରେ ହେଡ୍‌ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

Sudesna Nayak
Sudesna Nayak
CISF recruitment 2022

CISF recruitment 2022

ଆପଣମାନେ CISFରେ ଚାକିରି କରିବାକୁ ଚାହୁଁଛନ୍ତି କି ? ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF) ଆଣି ଦେଇଛି ଆପମମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ ।

ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ରେ ହେଡ୍‌ କନେଷ୍ଟବଳ ପଦବୀ ପାଇଁ ବିଜ୍ଞପ୍ତି ଜାରି କରିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏନେଇ ଆବେଦନ କରିପାରିବେ ।

ବେକାର ଯୁବକ ଓ ଯୁବତୀଙ୍କ ପାଇଁ ଆସିଲା ଖୁସି ଖବର (Good news) । ସେଣ୍ଟ୍ରାଲ ଇଣ୍ଡଷ୍ଟ୍ରିଆଲ ସିକ୍ୟୁରିଟି ଫୋର୍ସ (CISF)ରେ ହେଡ୍‌ କନେଷ୍ଟବଳ ପଦବୀରେ ନିଯୁକ୍ତି ପାଇଁ ଆବେଦନ ଗ୍ରହଣ କରୁଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ CISF ର ଅଫିସିଆଲ ୱେବସାଇଟ୍‌କୁ ଯାଇ ହିଁ ଅନଲାଇନ ଆବେଦନ କରିପାରିବେ । ଅନଲାଇନ ଆବେଦନ କରିବାର ପ୍ରକ୍ରିୟା ୩୧ ମାର୍ଚ୍ଚ ୨୦୨୨ (31 march 2022) ରେ ଆରମ୍ଭ ହୋଇଛି ।

ପଦବୀ ସଂଖ୍ୟା,ଜାଣନ୍ତୁ...

CISF ପକ୍ଷରୁ ମୋଟ ୨୪୯ ପଦବୀ ରହିଥିବା ବେଳେ ମହିଳାମାନଙ୍କ ପାଇଁ ୬୮ ଟି ପଦବୀ ଓ ପୁରୁଷମାନଙ୍କ ପାଇଁ ୧୮୧ ଟି ପଦବୀ ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

CISF ରେ ପଦବୀ ଆବେଦନ ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଦ୍ୱାଦଶ ବା ପ୍ଲସ୍ ଟୁ ପାସ୍‌ କରିଥିବା ସହିତ ରାଜ୍ୟ କିମ୍ବା ଜାତୀୟ ସ୍ତରର ସ୍ପୋଟର୍ସ ପ୍ରତିଯୋଗିତାରେ ଭାଗ ନେଇଥିବା ଜରୁରୀ ଅଟେ । ତେବେ ପ୍ରାର୍ଥୀମାନଙ୍କ ବୟସ ୧୮ ବର୍ଷ ରୁ ୨୩ ବର୍ଷ ହେବା ଜରୁରୀ ଅଟେ । ST/SC ଏବଂ SSC ବର୍ଗ ପ୍ରାର୍ଥୀମାନଙ୍କ ପାଇଁ ବୟସ ସୀମାରେ ୫ ବର୍ଷ ଏବଂ ଓବିସି ବର୍ଗ ପାଇଁ ୩ ବର୍ଷ ରିହାତି ରହିଛି ।

ଚୟନ ପ୍ରକ୍ରିୟା ଓ ଦରମା,ଜାଣନ୍ତୁ...

ବଛା ହୋଇଥିବା ଯୋଗ୍ୟ ପ୍ରାର୍ଥୀମାନଙ୍କ ଦରମା ୨୫,୫୦୦ ରୁ ଆରମ୍ଭ କରି ୮୧,୦୦୦ ଟଙ୍କା ମାସିକ ଦରମା ମିଳିବ । ୪ ଟି ପର୍ଯ୍ୟାୟରେ ଚୟନ ପ୍ରକ୍ରିୟା ଶେଷ ହେବ । ଫିଜିକାଲ ସିଲେକ୍ସନ ଟେଷ୍ଟ, ଡକ୍ୟୁମେଣ୍ଟ ଭେରିଫିକେସନ, ଟ୍ରାଏଲ ଟେଷ୍ଟ ଆଧାରରେ ପ୍ରାର୍ଥୀମାନଙ୍କ ଚୟନ କରାଯିବ ।

ପଦବୀ ପାଇଁ ଆବେଦନ ଶୁଳ୍କ,ଜାଣନ୍ତୁ...

ଆବେଦନକାରୀମାନଙ୍କୁ ଏଥିପାଇଁ ୧୦୦ ଟଙ୍କା ଶୁଳ୍କ ଦେବାକୁ ପଡିବ । ଅନୁସୂଚିତ ଜାତି ଓ ଜନଜାତି ଏବଂ ମହିଳାମାନଙ୍କ ପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

IOCLରେ କରନ୍ତୁ ଚାକିରି : ଖାଲିପଡିଛି ୫୭୦ଟି ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

SEBIରେ ଖାଲି ପଡିଛି ପଦବୀ ; ମାସକୁ ଦରମା ୬୦ ହଜାର ଟଙ୍କା, ତୁରନ୍ତ କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments