1. କୃଷି ଖବର

IOCLରେ କରନ୍ତୁ ଚାକିରି : ଖାଲିପଡିଛି ୫୭୦ଟି ପଦବୀ, ତୁରନ୍ତୁ କରନ୍ତୁ ଆବେଦନ

ଆପଣମାନେ IOCLରେ ଚାକିରି କରିବାକୁ ଚାହୁଁଛନ୍ତି କି ? IOCL ଆଣିଦେଇଛି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ (IOCL)ରେ ଷ୍ଟର୍ଣ୍ଣ ରିଜନ ମାର୍କେଟିଂ ଡିଭିଜନ ଅଧିନରେ ୫୦୦ ରୁ ଅଧିକ ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏବେ ତୁରନ୍ତ ଆବେଦନ କରନ୍ତୁ ।

Sudesna Nayak
Sudesna Nayak
Jobs in IOCL 540 vacancies

Jobs in IOCL 540 vacancies

ଆପଣମାନେ IOCLରେ ଚାକିରି କରିବାକୁ ଚାହୁଁଛନ୍ତି କି ? IOCL ଆଣିଦେଇଛି ଆପଣମାନଙ୍କ ପାଇଁ ସୁବର୍ଣ୍ଣ ସୁଯୋଗ । ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ (IOCL)ରେ ଷ୍ଟର୍ଣ୍ଣ ରିଜନ ମାର୍କେଟିଂ ଡିଭିଜନ ଅଧିନରେ ୫୦୦ ରୁ ଅଧିକ ପଦବୀ ଖାଲି ପଡିଛି । ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଏବେ ତୁରନ୍ତ ଆବେଦନ କରନ୍ତୁ ।

ଇଣ୍ଡିଆନ୍‌ ଅଏଲ କର୍ପୋରେସନ୍‌ ଲିମିଟେଡ (IOCL)ରେ ଷ୍ଟର୍ଣ୍ଣ ରିଜନ ମାର୍କେଟିଂ ଡିଭିଜନ ଅଧିନରେ ୫୭୦ ଟେକନିକ୍‌ ଏବଂ ନନ୍‌ ଟେକନିକ୍‌ ଆପ୍ରେଣ୍ଟିସ ପଦବୀମାନ ଖାଲି ପଡିଛି । ଏହି ପଦବୀ ଆବେଦନ କରିବା ପାଇଁ ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ IOCLର ଅଫିସିଆଲ ୱେବସାଇଟ iocl.com କୁ ଯାଇ ହିଁ ଆବେଦନ କରିପାରିବେ । ଏହି ପଦବୀ ପାଇଁ ଆବେଦନ କରିବା ପାଇଁ ୧୫ ଜାନୁଆରୀ (15 JANUARY) ରୁ ଆରମ୍ଭ ହୋଇଛି ।

IOCLରେ ଏହି ପଦବୀରେ ଆବେଦନ କରିବା ପାଇଁ ୫୭୦ ପଦ ରହିଥିବା ବେଳେ ଆବେଦନ କରିବାର ଶେଷ ତାରିଖ ୧୫ ଫେବୃଆରୀ ୨୦୨୨ (15 February 2022) ରହିଛି ।

ଶିକ୍ଷାଗତ ଯୋଗ୍ୟତା ଓ ବୟସ ସୀମା,ଜାଣନ୍ତୁ...

ଏହି ପଦବୀରେ ଆବେଦନ କରିବା ପାଇଁ ପ୍ରାର୍ଥୀମାନଙ୍କ ବୟସ ସୀମା ୧୮ ବର୍ଷ ରୁ ୨୪ ବର୍ଷ ହୋଇଥିବା ଜରୁରୀ ଅଟେ । IOCL Recruitment ଅଧୀନରେ ବିଭିନ୍ନ ଟ୍ରେଡସ୍ ପାଇଁ ଅଲଗା ଅଲଗା ଶିକ୍ଷାଗତ ଯୋଗ୍ୟତା ନିର୍ଦ୍ଧାରିତ କରାଯାଇଛି । ସେହିପରି ଅନୁସୂଚିତ ଜାତି, ଜନଜାତି ଏବଂ ଅନ୍ୟାନ ବର୍ଗ ପାଇଁ ଅଧିକତମ ବୟସ ନିମୟ ଅନୁସାରେ ରିହାତି ମିଳିବ । ଏହାଛଡ଼ା IOCL ରେ ଲିଖିତ ପରୀକ୍ଷା ଆଧାରରେ ପ୍ରାର୍ଥୀମାନଙ୍କ ଚୟନ କରାଯିବ ।

କିପରି କରିବେ ଆବେଦନ,ଜାଣନ୍ତୁ...

ଏହି ପଦରେ ଚାକିରି ପାଇବାକୁ ଥିବା ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ iocl.com କୁ ଯାଇ ହିଁ ଅନଲାଇନ (Online) ରେ ଆବେଦନ କରିପାରିବେ ।

ଧ୍ୟାନରେ ରଖନ୍ତୁ କି, IOCLରେ କରନ୍ତୁ ଚାକିରି । ଖାଲିପଡିଛି ୫୭୦ଟି ପଦବୀ, ଜଲଦୀ ଆବେଦନ କରନ୍ତୁ ।

SEBIରେ ଖାଲି ପଡିଛି ପଦବୀ ; ମାସକୁ ଦରମା ୬୦ ହଜାର ଟଙ୍କା, ତୁରନ୍ତ କରନ୍ତୁ ଆବେଦନ

ଗ୍ରାଜୁଏସନ କରିଥିଲେ ESICରେ କରନ୍ତୁ ଚାକିରି ; ଖାଲି ପଡିଛି ୩୬୦୦ ପଦବୀ, ତୁରନ୍ତ କରନ୍ତୁ ଆବେଦନ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments