1. କୃଷି ଖବର

ସରକାରୀ କର୍ମଚାରୀଙ୍କୁ ଦଶହରା ଭେଟି, 3 ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ସରକାରୀ କର୍ମଚାରୀ (government employee)ଙ୍କ ପାଇଁ ଖୁସି ଖବର (GOOD NEWS) । 3 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା (Dearness allowance) ।

Sudesna Nayak
Sudesna Nayak
da hiked of state govt employees

da hiked of state govt employees

ସରକାରୀ କର୍ମଚାରୀ (government employee) ଙ୍କୁ ସରକାରଙ୍କ ଦଶହରା (Dussehra) ଭେଟି । ସରକାରୀ କର୍ମଚାରୀ (government employee)ଙ୍କ ମହଙ୍ଗା ଭତ୍ତା (Dearness allowance hike)ବୃଦ୍ଧି କଲେ ରାଜ୍ୟ ସରକାର (odisha government) । ମହଙ୍ଗା ଭତ୍ତା 3 ପ୍ରତିଶତ ବୃଦ୍ଧି କରିଛନ୍ତି ସରକାର ।

ସୂଚନା ଅନୁଯାୟୀ, ଦଶହରା (Dussehra) ପୂର୍ବରୁ ରାଜ୍ୟ ସରକାରୀ କର୍ମଚାରୀ (government employee)ଙ୍କ ପାଇଁ ବହୁତ ବଡ ଖୁସି ଖବର (GOOD NEWS)। ରାଜ୍ୟ ସରକାରୀ କର୍ମଚାରୀଙ୍କ ୩% ମହଙ୍ଗା ଭତ୍ତା ସରକାର ବଢ଼ାଇଛନ୍ତି । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏ ସଂକ୍ରାନ୍ତୀୟ ପ୍ରସ୍ତାବକୁ ଅନୁମୋଦନ କରିଛନ୍ତି । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness allowance hike) 31 % ରୁ 34 % କୁ ବୃଦ୍ଧି ପାଇଛି । ଏହା ଜାନୁଆରୀ ମାସରୁ ପିଛିଲା ଭାବରେ ହିଁ ଲାଗୁ କରାଯାଇଛି ।

ଯାହାକୁ ନେଇ ମୁଖ୍ଯ ଖବର ଜାଣି ରଖନ୍ତୁ...

1. 31 % ରୁ 3 ପ୍ରତିଶତ ବୃଦ୍ଧି 34 % ହେଲା ସରକାରୀ କର୍ମଚାରୀ (government employee)ଙ୍କ ମହଙ୍ଗା ଭତ୍ତା (Dearness allowance hike)

2.କର୍ମଚାରୀ (employee) ଓ ପେନସନଭୋଗୀଙ୍କୁ ଚଳିତ ମାସର ଦରମାରେ ମିଳିବ ଏହି ବର୍ଦ୍ଧିତ ଟଙ୍କା ।

3.2022 ଜାନୁଆରୀରୁ ଆଗଷ୍ଟ ପର୍ଯ୍ୟନ୍ତ ବକେୟା ଭତ୍ତା ଅଲଗା ଭାବେ ପ୍ରଦାନ କରାଯିବ ।

4.ଉପକୃତ ହେବେ ରାଜ୍ୟର ସାଢେ ସାତ ଲକ୍ଷ ସରକାରୀ କର୍ମଚାରୀ (government employee) ଓ ପେନସନଭୋଗୀ ।

ପ୍ରକାଶ ଥାଉ ଯେ, ସରକାରୀ କର୍ମଚାରୀ (government employee)ଙ୍କ ପାଇଁ ଖୁସି ଖବର (GOOD NEWS) । 3 ପ୍ରତିଶତ ବଢିଲା ମହଙ୍ଗା ଭତ୍ତା (Dearness allowance) । ସରକାରୀ କର୍ମଚାରୀଙ୍କ ମହଙ୍ଗା ଭତ୍ତା (Dearness allowance hike)୩୧ %ରୁ ୩୪% କୁ ବୃଦ୍ଧି ପାଇଛି । ଏହା ଜାନୁଆରୀ ମାସରୁ ପିଛିଲା ଭାବରେ ହିଁ ଲାଗୁ କରାଯାଇଛି ।

ଖୁସି ଖବର, ମାର୍ଚ୍ଚ ୧୬ ରେ ସରକାରୀ କର୍ମଚାରୀଙ୍କୁ ମିଳିବ ଉପହାର,ଜାଣନ୍ତୁ...

7th pay commission : ଖୁସି ଖବର ; ମହଙ୍ଗା ଭତ୍ତା ସହ ୧୮ ମାସର ବକେୟା ରାଶି ମିଳିବ, ଜାଣନ୍ତୁ କେତେ ବଢ଼ିବ ଦରମା...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments