1. କୃଷି ଖବର

Ranveer Singh Nude Photos:ରଣବୀର ସିଂଙ୍କ ନାଁରେ FIR

ନଗ୍ନ ଫଟୋସୁଟ୍ ମାମଲାରେ ଅଭିନେତା ରଣଭୀର ସିଂଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏକ FIR ପଞ୍ଜିକରଣ କରିଛି ।

Sudesna Nayak
Sudesna Nayak
FIR filed against Ranveer Singh for nude photoshoot

FIR filed against Ranveer Singh for nude photoshoot

ପୁଣି ଚର୍ଚ୍ଚାରେ ବଲିଉଡ ଅଭିନେତା ରଣବୀର ସିଂ (Ranveer Singh) । ନଗ୍ନ ଫଟୋସୁଟ୍ (Ranveer Singh Nude Photos)ମାମଲାରେ ଅଭିନେତା ରଣଭୀର ସିଂଙ୍କ ବିରୋଧରେ ମୁମ୍ବାଇ ପୋଲିସ ଏକ FIR ପଞ୍ଜିକରଣ କରିଛି । ଏହାସହିତ ତାଙ୍କ ଗିରଫଦାରୀ ପାଇଁ ମଧ୍ଯ ଦାବି କରାଯାଇଛି ।

ସୂଚନା ଅନୁଯାୟୀ, ରଣବୀର ସିଂ(Ranveer Singh)ଙ୍କ ବିରୋଧରେ ଭାରତୀୟ ଦଣ୍ଡ ସଂହିତା (ଆଇପିସି) ର ଧାରା 292, 293 ଏବଂ 509ରେ ମାମଲା ରୁଜୁ କରାଯାଇଛି । ଏହାସହିତ (IT)ଆକ୍ଟର ସେକ୍ସନ 67 (A) ଆଧାରରେ ତାଙ୍କ ନାଁରେ ହିଁ ମାମଲା ରୁଜୁ ହୋଇଛି ।

ବଲିଉଡ଼ ଅଭିନେତା ରଣବୀର ସିଂ (Ranveer Singh) ସର୍ବଦା ନିଜର ପୋଷାକଶୈଳୀ , ଫ୍ୟାଶନ ସେନ୍ସ, ଏବଂ ଫିଲ୍ମକୁ ନେଇ ଚର୍ଚ୍ଚାରେ ରହିଥାନ୍ତି । ନିକଟରେ ରଣବୀର ସିଂ (Ranveer Singh) ଏମିତି କିଛି ନଗ୍ନ ଫଟୋସୁଟ୍ (Ranveer Singh Nude Photos)କରିଛନ୍ତି ଯାହାକୁ ଦେଖି ଆପଣ ନ ହସି ରହିପାରିବେ ନାହିଁ । ଏଥିସହିତ ରଣବୀରଙ୍କ ନ୍ୟୁଡ୍ ଫଟୋକୁ ନେଇ ଅନେକ ଲୋକ ଅନେକ ମଜାଳିଆ ମୀମ୍ସ ମଧ୍ଯ କରୁଛନ୍ତି ।

ପ୍ରକାଶ ଥାଉ ଯେ,ରଣବୀର ସିଂ (Ranveer Singh) ତାଙ୍କର ଏପରି ନଗ୍ନ ଫଟୋସୁଟ୍ (Ranveer Singh Nude Photos)କୁ ନେଇ କହିଛନ୍ତି ଯେ, ତାଙ୍କର ଏପରି ଫଟୋସୁଟ୍ କରିବାରେ କୌଣସି ଅସୁବିଧା ନାହିଁ । ସେ ଜୀବନର ପ୍ରତ୍ୟେକ ମୁହୂର୍ତ୍ତକୁ ଉପଭୋଗ କରିବାକୁ ଚାହାଁନ୍ତି ।

Sky Bus Service: ଖୁସି ଖବର,ଦେଶରେ ଚାଲିବ ସ୍କାଏ ବସ୍!

ବ୍ଳଡ୍ ପ୍ରେସର ଲେବୁଲକୁ କମ୍ କରେ ରସୁଣ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments