1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ବ୍ଳଡ୍ ପ୍ରେସର ଲେବୁଲକୁ କମ୍ କରେ ରସୁଣ

ବ୍ଲଡ୍ ପ୍ରେସର ରୋଗୀଙ୍କ ପାଇଁ ବେଶ ଉପକାରୀ ହୋଇଥାଏ ରସୁଣ ।

Sudesna Nayak
Sudesna Nayak
Amazing health benefits of Garlic

Amazing health benefits of Garlic

ରସୁଣ (Garlic)କେବଳ ଖାଦ୍ୟର ସ୍ୱାଦ ବଢେଇନଥାଏ ବରଂ ଔଷଧ ଭଳି କାମ କରିଥାଏ । ରସୁଣରେ ଭରପୁର ମାତ୍ରାରେ ଆଣ୍ଟିଅକ୍ସିଡେଣ୍ଟ ଥାଏ, ଯାହା ରୋଗରୁ ରକ୍ଷା କରିଥାଏ । ମୁଖ୍ୟତଃ ଭାବେ ହୃଦରୋଗ ଏବଂ କର୍କଟ ରୋଗ ପାଇଁ ରସୁଣ (Garlic) ବ୍ୟବହାର ବହୁତ ଲାଭଦାୟକ ଅଟେ ।

କହିବାକୁ ଗଲେ, ଥଣ୍ଡା ସମୟରେ ରସୁଣ (Garlic) ର ବ୍ୟବହାର ବହୁଳ ଭାବରେ ହୋଇଥାଏ । ରସୁଣ ସମସ୍ତଙ୍କ ଘରେ ସହଜରେ ମିଳିଯାଏ । ରସୁଣ (Garlic)ଖାଇଲେ ସ୍ୱାଦ ବଢ଼ିବା ସହ ଅନେକ ରୋଗ ମଧ୍ୟ ଶରୀରରୁ ଦୁର ହୋଇଯାଏ ।

-ରସୁଣ (Garlic)ସହ ମହୁ ଓଜନ କମାଇବାରେ ମଧ୍ୟ ସାହାଯ୍ୟ କରେ ।

-ପ୍ରତିଦିନ ୨ ରୁ ୩ କୋଲା ରସୁଣ (Garlic) ଯଦି ଆପଣ ଖାଉଛନ୍ତି ତେବେ ଏହାଦ୍ୱାରା ହୃଦ୍(HEART) ସମ୍ବନ୍ଧୀୟ ରୋଗରୁ ରକ୍ଷା ପାଇପାରିବେ ।

-ବ୍ଲଡ୍ ପ୍ରେସର(Blood Pressure) ରୋଗୀଙ୍କ ପାଇଁ ବେଶ ଉପକାରୀ ହୋଇଥାଏ ରସୁଣ (Garlic)। ରସୁଣ (Garlic) ବ୍ଳଡ୍ ପ୍ରେସର ଲେବୁଲକୁ କମ୍ କରିବାରେ ସାହାଯ୍ୟ କରେ ।

-ହାଡକୁ ବଜବୁତ୍ କରିବାରେ ସହାୟକ ହୁଏ ରସୁଣ (Garlic)।

-ରସୁଣ (Garlic) ପାଚନ ତନ୍ତ୍ରକୁ ଭଲ ରଖିବାରେ ଏହା ସାହାଯ୍ୟ କରେ ।

-ଶରୀରକୁ ସଂକ୍ରମଣରୁ ରକ୍ଷା କରିବାରେ ସାହାଯ୍ୟ ରସୁଣ (Garlic) । ତେଣୁ କହିବାକୁ ଗଲେ ପ୍ରତିଦିନ ଗୋଟେ କିମ୍ବା ଦୁଇ ପାଖୁଡା ରସୁଣ (Garlic) ଖାଇବା ଭଲ ହୋଇଥାଏ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ରସୁଣ (Garlic) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ପ୍ରକାଶ ଥାଉ କି, ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ DOCTORଙ୍କର ପରାମର୍ଶ ନିଅନ୍ତୁ ।

ବ୍ଲଡ ପ୍ରେସର ରୋଗୀଙ୍କ ପାଇଁ କ୍ଷତିକାରକ ଅଦା ଚା’

ରକ୍ତଚାପ ନିୟନ୍ତ୍ରଣ କରେ ପୋଇ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments