1. କୃଷି ଖବର

Vegetable Price:ବଢିଲା ସଜନା ଛୁଇଁ ଦର, କେଉଁଠି କେତେ ବଢିଲା ଜାଣନ୍ତୁ...

ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today) ।

Sudesna Nayak
Sudesna Nayak
FRIDAY vegetable price

FRIDAY vegetable price

ଏଣିକି ହାଣ୍ତିଶାଳ ଉପରେ ପଡିଲା ମହଙ୍ଗା ମାଡ । ଯାହାକୁ ନେଇ ଚିନ୍ତାରେ ଗୃହିଣୀ । ବଜାରରେ ଆକାଶ ଛୁଆଁ ହୋଇଛି ପରିବା ଦର (Vegetable Price Today)

ସୂଚନା ଅନୁଯାୟୀ, ଲେମ୍ବୁ (LEMON)ର ଦାମ ସାଧାରଣ ଲୋକମାନଙ୍କ ବଜେଟକୁ ଖଟ୍ଟା କରିଥିବା ବେଳେ ଗୃହିଣୀଙ୍କୁ ଟେନସନ ଦେଉଛି ବିନ୍ (BEANS)ର ଦର ଏବଂ ସଜନା ଛୁଇଁ (Drumstick)ର ଦର ।

ଶୁକ୍ରବାର (FRIDAY) କଟକ ଏବଂ ବ୍ରହ୍ମପୁରରେ କଣ ରହିଛି ପନିପରିବା ଦର (Vegetable Price Today) ଜାଣନ୍ତୁ...

ଗତ କିଛି ମାସ ମଧ୍ୟରେ ଲେମ୍ବୁ (LEMON)ର ଦର ,ବିନ୍ (BEANS)ର ଦର ,ଟମାଟୋ (Tomato)ର ଦର , ସଜନା ଛୁଇଁ (Drumstick)ର ଦର ,ପୋଟଳ (Pointed gourd)ର ଦର ,ଗାଜରର ଦର , ପିଆଜ (ONION)ର ଦର, ଆଳୁ (POTATO)ର ଦର ,ବାଇଗଣର ଦର , ଆଦି ଅନେକ ପନିପରିବା ଦର (Vegetable Price)ଆକାଶ ଛୁଇଁଲାଣି ।

କଟକରେ ଶୁକ୍ରବାର (FRIDAY)ବାଇଗଣ ଦର-40.00 ଟଙ୍କା

-ପୋଟଳ ଦର-50.00 ଟଙ୍କା

-ଟମାଟୋ ଦର-30.00 ଟଙ୍କା

-ବିନ୍ ର ଦର- 100.00 ଟଙ୍କା

-ସଜନାଛୁଇଁ ଦର-100.00 ଟଙ୍କା

-ଭେଣ୍ତି ଦର- 30.00 ଟଙ୍କା

-ପିଆଜ ଦର- 28.00 ଟଙ୍କା

-ଆଳୁ ଦର- 32.00 ଟଙ୍କା

- ବ୍ରହ୍ମପୁରରେ ଶୁକ୍ରବାର (FRIDAY) ବାଇଗଣ ଦର-50.00 ଟଙ୍କା

-ପୋଟଳ ଦର-60.00 ଟଙ୍କା

-ଟମାଟୋ ଦର-35.00 ଟଙ୍କା

-ବିନ୍ ର ଦର- 70.00 ଟଙ୍କା

-ସଜନାଛୁଇଁ ଦର-100.00 ଟଙ୍କା

-ଭେଣ୍ତି ଦର- 50.00 ଟଙ୍କା

-ପିଆଜ ଦର- 18.00 ଟଙ୍କା

-ଆଳୁ ଦର- 25.00 ଟଙ୍କା

ପ୍ରକାଶ ଥାଉ ଯେ, ସବୁଦିନ ଓଡ଼ିଶା ବଜାରରେ 5 ଟଙ୍କା 10 ଟଙ୍କା ପନିପରିବାର ଦର (Vegetable Price) କମୁଥିବା ବେଳେ କିଛି ପନିପରିବାର ଦର(Vegetable Price) ସମାନ ଟଙ୍କା ହିଁ ବୃଦ୍ଧି ପାଉଛି ।

Vegetable Price:ଚିନ୍ତାରେ ଗୃହିଣୀ, କେଉଁଠି କେତେ ବଢିଲା ପରିବା ଦର ଜାଣନ୍ତୁ...

ନିର୍ମିତ ହେଉଛି ଅସ୍ଥାୟୀ ସେଓ ମଣ୍ତି ,ଚାଷୀଙ୍କୁ କଣ ମିଳିବ ଲାଭ ଜାଣନ୍ତୁ ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments