1. କୃଷି ଖବର

FSSAIରେ ଖାଲିପଡିଛି ପଦବୀ, ଜଲଦୀ କରନ୍ତୁ ଆବେଦନ

ଆପଣମାନେ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? FSSAI ଆପଣମାନଙ୍କ ପାଇଁ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ ।

Sudesna Nayak
Sudesna Nayak
FSSAI recruitment apply soon

FSSAI recruitment apply soon

ଆପଣମାନେ ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ରେ ଚାକିରି କରିବାକୁ ଚାହୁଁଛନ୍ତି କି ? FSSAI ଆପଣମାନଙ୍କ ପାଇଁ ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ ।

ଫୁଡ ସେଫ୍ଟି ଆଣ୍ଡ ଷ୍ଟାଣ୍ଡାର୍ଡ ଅଥରିଟି ଅଫ ଇଣ୍ଡିଆ (FSSAI)ରେ ଖାଲିପଡିଛି ଅନେକ ପଦବୀ । FSSAI ପକ୍ଷରୁ ବିଭିନ୍ନ ପଦବୀ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । FSSAIରେ ଆବେଦନ କରିବାକୁ ଯୋଗ୍ୟ ଓ ଆଶାୟୀ ଥିବା ପ୍ରାର୍ଥୀମାନେ ତୁରନ୍ତ ଆବେଦନ କରିପାରିବେ । ଆବେଦନ କରିବା ପାଇଁ ଅଫିସିଆଲ ୱେବସାଇଟ୍‌ fssai.gov.in କୁ ଯାଇ ଆବେଦନ କରିପାରିବେ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ଯୋଗ୍ୟ ଓ ଆଶାୟୀ ପ୍ରାର୍ଥୀମାନଙ୍କ ନିକଟରେ ରସାୟନ ବିଜ୍ଞାନ, ଜୈବ ବିଜ୍ଞାନ, ଡାଏରୀ, ଅଏଲ ଇଣ୍ଡଷ୍ଟ୍ରୀରେ ଗ୍ରାଜୁଏଟ ଡିଗ୍ରୀ ରହିଥିବା ଜରୁରୀ ଅଟେ। କୌଣସି ବିଶ୍ୱବିଦ୍ୟାଳୟରୁ ପଶୁ ଚିକିତ୍ସା ବିଜ୍ଞାନରେ ଡିଗ୍ରୀ କରିଥିବା ଜରୁରୀ ଅଟେ । ଆବେଦନ କରିବାର ଶେଷ ତାରିଖ 10 ମାର୍ଚ୍ଚ ପର୍ଯ୍ୟନ୍ତ ରହିଛି ।

ବୟସ ସୀମା ଓ ଦରମା,ଜାଣନ୍ତୁ...

ଆବେଦନକାରୀଙ୍କ ବୟସ ପାଖାପାଖି 50 ବର୍ଷ ହେବା ଜରୁରୀ । ଆବେଦନକାରୀଙ୍କୁ ଅତି କମରେ ମାସକୁ 60 ହଜାର ଦରମା ମିଳିବ ।

ଚୟନ ପ୍ରକ୍ରିୟା,ଜାଣନ୍ତୁ...

ପ୍ରାର୍ଥୀମାନଙ୍କ ଚୟନ ଲିଖିତ ପରୀକ୍ଷା ଏବଂ ଇଣ୍ଟରଭ୍ୟୁ ମାଧ୍ୟମରେ ହେବ ।

ଆବେଦନ ଶୁଳ୍କ,ଜାଣନ୍ତୁ...

ପ୍ରାର୍ଥୀମାନଙ୍କୁ ଏଥିପାଇଁ କୌଣସି ଆବେଦନ ଶୁଳ୍କ ଦେବାକୁ ପଡିବ ନାହିଁ ।

ଅଭିଜ୍ଞତା,ଜାଣନ୍ତୁ...

ଆବେଦନକାରୀମାନଙ୍କ ପାଖରେ ଅତିକମରେ 3 ବର୍ଷର ଅଭିଜ୍ଞତା ଥିବା ଜରୁରୀ ଅଟେ ।

ଚାକିରି ଦେଉଛନ୍ତି କେନ୍ଦ୍ର ସରକାର, କିପରି ଆବେଦନ କରିବେ ?

ପତଞ୍ଜଳିରେ ମିଳିବ ହଜାର ହଜାର ପିଲାଙ୍କୁ ଚାକିରି; ଜଲଦୀ ଆବେଦନ କରନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments