1. କୃଷି ଖବର

କମିଲା ସୁନା ଦର ; ଜାଣନ୍ତୁ କେତେ ?

ଆଜି (ଶୁକ୍ରବାର) ଭାରତରେ ୨୪ ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୨,୮୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୪୪୦ ଟଙ୍କା ଅଛି । ୨୪ ଓ ୨୨ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୨୬୦ ଟଙ୍କା ହ୍ରାସ ପାଇଛି ।

Sudesna Nayak
Sudesna Nayak

ଆଜି (ଶୁକ୍ରବାର) ଭାରତରେ ୨୪ ଓ ୨୨ କ୍ୟାରେଟ୍ ସୁନା ମୂଲ୍ୟ ୫୨,୮୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୪୪୦ ଟଙ୍କା ଅଛି । ୨୪ ଓ ୨୨ କ୍ୟାରେଟ୍ ସୁନା ହାର ୧୦ ଗ୍ରାମ ପିଛା ୨୬୦ ଟଙ୍କା ହ୍ରାସ ପାଇଛି ।

ସୂଚନା ଅନୁଯାୟୀ, ଗତକାଲି ଭାରତରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୩,୧୪୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୬୮୦ ଟଙ୍କା ଥିଲା ।

ଗତ ୨୪ ଘଣ୍ଟା ମଧ୍ୟରେ ଭାରତର ବିଭିନ୍ନ ମେଟ୍ରୋ ସହରରେ ସୁନା (Gold) ମୂଲ୍ୟରେ ସାମାନ୍ୟ ପରିବର୍ତ୍ତନ ଦେଖାଯାଇଛି । ଚେନ୍ନାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୪,୪୦୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୮୬୬ ଟଙ୍କା ଅଛି ।

ଜାତୀୟ ରାଜଧାନୀ ଦିଲ୍ଲୀ (Delhi)ରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୫୨,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୨୦୦ ଟଙ୍କା ଅଛି । ସେହିପରି କୋଲକାତାରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ହାର ୫୨,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୨୦୦ ଟଙ୍କା ଅଛି । ଅନ୍ୟପକ୍ଷରେ ମୁମ୍ବାଇରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୨୦୦ ଟଙ୍କା ଅଛି ।

ଭୁବନେଶ୍ୱର (BHUBANESWAR)ରେ ୨୪ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୫୨,୫୮୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୮,୨୦୦ ଟଙ୍କା ଅଛି। ଗତ ୨୪ ଘଣ୍ଟା ମଧ୍ୟରେ ୨୪ ଓ ୨୨ କ୍ୟାରେଟ୍ ସୁନା (Gold)ର ୧୦ ଗ୍ରାମ ମୂଲ୍ୟରେ ୧୭୫୦ ଟଙ୍କା ହ୍ରାସ ପାଇଛି ।

ପ୍ରକାଶ ଥାଉ କି,ଗତକାଲି ଭୁବନେଶ୍ୱର (BHUBANESWAR)ରେ ୨୪ କ୍ୟାରେଟ୍ ସୁନା (Gold)ର ୧୦ ଗ୍ରାମ ମୂଲ୍ୟ ୫୪,୩୩୦ ଟଙ୍କା ଥିବାବେଳେ ୨୨ କ୍ୟାରେଟ୍ ସୁନାର ୧୦ ଗ୍ରାମ ମୂଲ୍ୟ ୪୯,୮୦୦ ଟଙ୍କା ଥିଲା ।

କମିଲା ସୁନା ଦର; ଜାଣନ୍ତୁ ଆଜିର ଦର

ଜାରି ହେଲା ସୁନା-ରୁପାର ନୂଆ ଦାମ୍, ଜାଣନ୍ତୁ କେତେ ଟଙ୍କା ବଢ଼ିଲା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments