1. କୃଷି ଖବର

କେନ୍ଦ୍ର ସରକାରଙ୍କ ବଡ ଘୋଷଣା : ପାଇବେ ପୁରୁଣା ପେନସନ

ଆସିଲା ପୁଣି ଏକ ବଡ ଖବର । କେନ୍ଦ୍ର ସରକାର ପୁରୁଣା ପେନସନକୁ ନେଇ ଜାରି କଲେ ନୂଆ ନିର୍ଦ୍ଦେଶ । ଏଣିକି କହିବାକୁ ଗଲେ, ଦେଶ ରାଜନୀତିରେ ପୁରୁଣା ପେନସନ ଯୋଜନା ଏକ ପ୍ରମୁଖ ଖବର ପାଲଟିଛି । ଏନେଇ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର ।

Sudesna Nayak
Sudesna Nayak
Govt Employees Get One-Time Option To Opt For Old Pension Scheme

Govt Employees Get One-Time Option To Opt For Old Pension Scheme

ଆସିଲା ପୁଣି ଏକ ବଡ ଖବର (BIG NEWS) । କେନ୍ଦ୍ର ସରକାର (CENTRAL GOVT) ପୁରୁଣା ପେନସନ (Old Pension)କୁ ନେଇ ଜାରି କଲେ ନୂଆ ନିର୍ଦ୍ଦେଶ । ଏଣିକି କହିବାକୁ ଗଲେ, ଦେଶ ରାଜନୀତିରେ ପୁରୁଣା ପେନସନ ଯୋଜନା (Old Pension Scheme)ଏକ ପ୍ରମୁଖ ଖବର ପାଲଟିଛି ।

ସୂଚନା ଅନୁଯାୟୀ, ନିକଟରେ ସମସ୍ତ ରାଜ୍ୟ ପେନସନ ସ୍କିମ (Pension Scheme)କୁ ନେଇ ଚିନ୍ତିତ ରହିଛନ୍ତି । ନୂଆ ପେନସନ ଯୋଜନା ନା ପୁରୁଣା ପେନସନ ଯୋଜନା ଲାଗୁ ହେବ ତାକୁ ନେଇ ଚିନ୍ତାରେ କର୍ମଚାରୀ । ଏହାରି ଭିତରେ ଛତିଶଗଡ, ପଞ୍ଜାବ ଓ ରାଜସ୍ଥାନ ସରକାର ନିଜ ନିଜ ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension) ଲାଗୁ କରିଛନ୍ତି । ଏନେଇ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର (CENTRAL GOVT)।

ପ୍ରକାଶ ଥାଉ କି, ଏହି ଯୋଜନା ଅନୁସାରେ ହିଁ ଏହି କର୍ମଚାରୀମାନଙ୍କ ମୃତ୍ୟୁ (DEATH) ପରେ ମଧ୍ୟ ତାଙ୍କର ସ୍ତ୍ରୀ (WIFE)କିମ୍ବା ସ୍ଵାମୀ(HUSBAND)ଙ୍କୁ ପେନସନ (Pension)ଦେବାର ପ୍ରାବଧାନ ରହିଛି । ସରକାର 2004 ପୂର୍ବରୁ ନିଯୁକ୍ତି ପାଇଥିବା ସମସ୍ତ କର୍ମଚାରୀମାନଙ୍କୁ ପୁରୁଣା ପେନସନ ଯୋଜନା (Old Pension Scheme) ମାଧ୍ଯମରେ ପେନସନ (Pension) ଦେଉଛନ୍ତି । ଯାହା ତାଙ୍କ ଅବସର ସମୟର ଦରମା ଉପରେ ନିର୍ଭର କରିଥାଏ ।

ଛତିଶଗଡର ସରକାରୀ କର୍ମଚାରୀ (Chhattisgarh Government Employees) ଓ ପେନସନଭୋଗୀ (Pensioners)ଙ୍କ ପାଇଁ ବଡ଼ ଖବର ଅଛି ଯାହାକି ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension Scheme) କାର୍ଯ୍ୟକାରୀ କରିବାକୁ ରାସ୍ତା ସଫା ହୋଇଯାଇଛି । ଛତିଶଗଡ ସହ ପଞ୍ଜାବ ଓ ରାଜସ୍ଥାନ ସରକାର ନିଜ ନିଜ ରାଜ୍ୟରେ ପୁରୁଣା ପେନସନ ଯୋଜନା (Old Pension) ଲାଗୁ କରିଛନ୍ତି । ଏନେଇ ନୂଆ ନିର୍ଦ୍ଦେଶ ଜାରି କରିଛନ୍ତି କେନ୍ଦ୍ର ସରକାର (CENTRAL GOVT)।

ଅର୍ଥ ବିଭାଗ ଜାରି କଲା ନିର୍ଦ୍ଦେଶ, ପୁଣି ଲାଗୁ ହେଲା ପୁରୁଣା ପେନସନ ସ୍କିମ୍

7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments