1. କୃଷି ଖବର

OUATର ନିଆରା ପ୍ରୟାସ, ସଫଳତାର ସହ ଚାଲିଛି କୃଷକ ମେଳା-୨୦୨୩

ରାଜ୍ୟ ରାଜଧାନୀ ଭୁବନେଶ୍ୱର(Bhubaneswar)ରେ ଆରମ୍ଭ ହୋଇଯାଇଛି କୃଷକ ମେଳା-୨୦୨୩(Farmer’s Fair-2023) । ଦେଶର ଦ୍ୱିତୀୟ ବୃହତ ଓ କ୍ଷାତିନାମା ବିଶ୍ୱବିଦ୍ୟାଳୟ ଓୟୁଏଟି ପରିସରରେ ଏହି ମେଳାର ଆୟୋଜନ କରାଯାଇଛି । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (OUAT) ଦ୍ୱାରା ଏହି ମେଳାର ଆୟୋଜନ କରାଯାଇଥିବା ବେଳେ ଏହାର ମିଡିଆ ପାର୍ଟନର ହୋଇଛି ‘କୃଷି ଜାଗରଣ’(Krishi Jagran) । ଏହି ମେଳାର ମୁଖ୍ୟ ଉଦ୍ୟେଶ୍ୟ ହେଉଛି ଓଡ଼ିଶାର କୃଷି ଓ କୃଷକଙ୍କ ଶସକ୍ତିକରଣ ।

Priyambada Rana
Priyambada Rana
କୃଷକ ମେଳା- ୨୦୨୩ ଶୁଭାରମ୍ଭ..

କୃଷକ ମେଳା- ୨୦୨୩ ଶୁଭାରମ୍ଭ..

ଉତ୍କଳୀୟ ସଙ୍ଗୀତ ଗାନ ସହ ସଭାରମ୍ଭ ...

ଉତ୍କଳୀୟ ସଙ୍ଗୀତ ଗାନ ସହ ସଭାରମ୍ଭ ...

ଷ୍ଟଲ ଜରିଆରେ କୃଷି ପ୍ରଦର୍ଶନୀ

ଷ୍ଟଲ ଜରିଆରେ କୃଷି ପ୍ରଦର୍ଶନୀ

ଉଦ୍ଦ୍ୟେଗୀ ଚାଷୀଙ୍କୁ ସମ୍ମାନୀତ

ଉଦ୍ଦ୍ୟେଗୀ ଚାଷୀଙ୍କୁ ସମ୍ମାନୀତ

ଉଦ୍ଦ୍ୟେଗୀ ମହିଳା ଚାଷୀଙ୍କୁ ସମ୍ମାନୀତ

ଉଦ୍ଦ୍ୟେଗୀ ମହିଳା ଚାଷୀଙ୍କୁ ସମ୍ମାନୀତ

ଅତିଥିଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ ପରିଦର୍ଶନ

ଅତିଥିଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ ପରିଦର୍ଶନ

ଅତିଥିଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ ପରିଦର୍ଶନ

ଅତିଥିଙ୍କ ଦ୍ୱାରା ବିଭିନ୍ନ ଷ୍ଟଲ ପରିଦର୍ଶନ

Grand Inauguration of ‘OUAT Farmers’ Fair 2023’ Today In Bhubaneshwar

ଶସକ୍ତ ହେବେ ଓଡ଼ିଶାର କୃଷକ, ଆରମ୍ଭ ହେଲା କୃଷକ ମେଳା-୨୦୨୩

Like this article?

Hey! I am Priyambada Rana. Did you liked this article and have suggestions to improve this article? Mail me your suggestions and feedback.

Share your comments