1. କୃଷି ଖବର

LPG ନେଇ ଗ୍ରାହକଙ୍କ ପାଇଁ ବଡ଼ ଅପଡେଟ...!

ଏଲପିଜି ସିଲିଣ୍ଡର ଉପରେ ୩୦୦ ଟଙ୍କାର ସବସିଡି ମିଳିଥାଏ । ସରକାର କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଜଡିତ ଲୋକଙ୍କୁ ଏହାର ଲାଭ ପ୍ରଦାନ କରନ୍ତି । ବର୍ତ୍ତମାନ, ଏକ ସାଧାରଣ ସିଲିଣ୍ଡରର ମୂଲ୍ୟ ରହିଛି ୮୫୩ ଟଙ୍କା। ଏହି ମୂଲ୍ୟ ସହର ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

Tanushree Mahapatra
Tanushree Mahapatra
How to get rs 300 subsidy, image source - pexels

How to get rs 300 subsidy, image source - pexels

ସରକାର ଏପ୍ରିଲ ମାସରେ ଏଲପିଜି ସିଲିଣ୍ଡର ମୂଲ୍ୟ ବୃଦ୍ଧି କରିଥିଲେ l ଯାହା ପରେ ଗ୍ରାହକଙ୍କ ପକେଟ ଉପରେ ବୋଝ ପଡିଥିଲା । ଏହି ସରକାରୀ ନିଷ୍ପତ୍ତି ସାଧାରଣ ଜନତାଙ୍କୁ ନିରାଶ କରିଥିଲା। ହେଲେ ସରକାର ଏଲପିଜି ଗ୍ୟାସ ସିଲିଣ୍ଡର ଉପରେ ସବସିଡି ପ୍ରଦାନ କରନ୍ତି ? ଗ୍ୟାସ ସିଲିଣ୍ଡରର ମୂଲ୍ୟରେ ୫୦ ଟଙ୍କା ବୃଦ୍ଧି ଉଜ୍ଜ୍ୱଳା ଯୋଜନାରେ ସୁବିଧାକୁ ପ୍ରଭାବିତ କରିଛି।

ଗ୍ରାହକଙ୍କୁ କେନ୍ଦ୍ର ସରକାର ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନା ମାଧ୍ୟମରେ ଉପଲବ୍ଧ ଗ୍ୟାସ ସିଲିଣ୍ଡର ଉପରେ ୩୦୦ ଟଙ୍କାର ସବସିଡି ପ୍ରଦାନ କରିଥାନ୍ତି । ଏହି ସବସିଡି ଗ୍ରାହକମାନଙ୍କୁ ଯୋଗାଇ ଦିଆଯିବା ଯୋଗୁଁ, ସେମାନଙ୍କୁ ବହୁ ପରିମାଣରେ ଲାଭ ଦେଉଛି। ଅଳ୍ପ ଟଙ୍କାରେ ଗ୍ୟାସ କିଣିବା ଯୋଗୁଁ ତାଙ୍କ ଜୀବନଧାରଣ ପ୍ରକ୍ରିୟାରେ ସୁଧାର ଆସି ପାରିଛି l

ଏଲପିଜି ସିଲିଣ୍ଡର ଉପରେ ୩୦୦ ଟଙ୍କାର ସବସିଡି ମିଳିଥାଏ । ସରକାର କେବଳ ପ୍ରଧାନମନ୍ତ୍ରୀ ଉଜ୍ଜ୍ୱଳା ଯୋଜନାରେ ଜଡିତ ଲୋକଙ୍କୁ ଏହାର ଲାଭ ପ୍ରଦାନ କରନ୍ତି । ବର୍ତ୍ତମାନ, ଏକ ସାଧାରଣ ସିଲିଣ୍ଡରର ମୂଲ୍ୟ ରହିଛି ୮୫୩ ଟଙ୍କା। ଏହି ମୂଲ୍ୟ ସହର ଅନୁସାରେ ଭିନ୍ନ ଭିନ୍ନ ହୋଇଥାଏ ।

କିନ୍ତୁ ଯଦି ଆମେ ସବସିଡିଯୁକ୍ତ ସିଲିଣ୍ଡର ବିଷୟରେ କହିବା, ତେବେ ଏହା ୫୫୩ ଟଙ୍କାରେ ଉପଲବ୍ଧ ହେବ । ସରକାରଙ୍କ ଇଛା କୌଣସି ଗରିବ ମହିଳା ଏହି ଯୋଜନାରୁ ଯେପରି ବଞ୍ଚିତ ନ ହୁଅନ୍ତୁ। ମାନେ ରଖିବା ଉଚିତ ଯେ ସିଲିଣ୍ଡର କିଣିବା ସମୟରେ ସମ୍ପୂର୍ଣ୍ଣ ମୂଲ୍ୟ ଦେବାକୁ ପଡିବ, କିନ୍ତୁ ଆକାଉଣ୍ଟକୁ ସବସିଡି ୩୦୦ ଟଙ୍କାର ସ୍ଥାନାନ୍ତରିତ କରାଯିବ ।

Read more

ଘର ଛାତରେ ସହଜରେ କରନ୍ତୁ କଖାରୁ ଚାଷ ...!

ଜୁନ ମାସରେ କରନ୍ତୁ ଏହି ଚାଷ, ମିଳିବ ୧୦ ଗୁଣ ଲାଭ !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ