1. କୃଷି ଖବର

କେ.ଯେ ଚୌପାଲରେ Anil Bhavnani

ଆଜି(ବୁଧବାର) କୃଷି ଜାଗରଣ ଚୌପାଲରେ ଯୋଗ ଦେଲେ ଅନିଲ ଭବନ୍ନାନି (Anil Bhavnani National Head - Semi Urban & Rural Banking · HDFC Bank) ।

Sudesna Nayak
Sudesna Nayak
Krishi Jagran And HDFC Bank Partner to Improve Farmer's Economic Status & Simplify Agri Banking

Krishi Jagran And HDFC Bank Partner to Improve Farmer's Economic Status & Simplify Agri Banking

କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ଆଜିକୁ ୨୬ ବର୍ଷ ହେଲାଣି କୃଷି ଜାଗରଣ (krishi jagran) କାମ କରି ଆସିଛି ଯାହାକି ଅତି ପ୍ରଶଂସନୀୟ । କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷ ମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି(ବୁଧବାର) କୃଷି ଜାଗରଣ (Krishi Jagran) ପାଇଁ ଏକ ବିଶେଷ ଦିନ । ଆଜି(ବୁଧବାର) କୃଷି ଜାଗରଣ ଚୌପାଲରେ ଯୋଗ ଦେଲେ ଅନିଲ ଭବନ୍ନାନି (Anil Bhavnani National Head - Semi Urban & Rural Banking · HDFC Bank) ।

ସୂଚନା ଅନୁୟାୟୀ, ଆଜି ବୁଧବାର ( Wednesday) କୃଷି ଜାଗରଣ ଚୌପାଲରେ ଯୋଗ ଦେଲେ ଅନିଲ ଭବନ୍ନାନି (Anil Bhavnani National Head - Semi Urban & Rural Banking · HDFC Bank) ଯୋଗ ଦେଇଥିଲେ । ଏଥିସହିତ ବନ୍ଦିତା ସିଭେଲି (VANDITA SHIVELY NATIONAL LEAD GO TO MARKET STRATEGY) ଏବଂ ଅନୁରାଗ କୁଚାଲ (ANURAG KUCCHAL REGIONAL RURAL HEAD) ଯୋଗ ଦେଇଥିଲେ । ସମସ୍ତେ କୃଷି ଜାଗରଣର ସମ୍ପୂର୍ଣ୍ଣ ପରିସର ବୁଲି ଦେଖିବା ସହ ସମସ୍ତ କାର୍ଯ୍ୟକର୍ତ୍ତାଙ୍କ ସହ କଥାବାର୍ତ୍ତା ମଧ୍ୟ ହୋଇଥିଲେ । ମୁଖ୍ଯ କଥାକି, ଏଚଡିଏଫସି (HDFC) ଓ କୃଷି ଜାଗରଣ (krishi jagran) ମଧ୍ଯରେ ଏମଓୟୁ (MOU)ମଧ୍ଯ ସ୍ବାକ୍ଷର ।

Krishi Jagran And HDFC Bank Partner to Improve Farmer's Economic Status & Simplify Agri Banking

Krishi Jagran And HDFC Bank Partner to Improve Farmer's Economic Status & Simplify Agri Banking

ଏହାପରେ, ଅନିଲ ଭବନ୍ନାନି (Anil Bhavnani),ବନ୍ଦିତା ସିଭେଲି (VANDITA SHIVELY) ଏବଂ ଅନୁରାଗ କୁଚାଲ (ANURAG KUCCHAL) ତାଙ୍କର ମୂଲ୍ୟବାନ ସମୟ ଓ ଅଭିଜ୍ଞତା କୃଷି ଜାଗରଣ ସହ ବାଣ୍ଟିଥିବାରୁ କୃଷି ଜାଗରଣ କୃତଜ୍ଞ । କୃଷି ଜାଗରଣ ତରଫରୁ ତାଙ୍କୁ ସମ୍ବର୍ଦ୍ଧନା କରାଯାଇଥିଲା । ସମ୍ବର୍ଦ୍ଧନା ପରେ ସେ ନିଜ ବକ୍ତବ୍ୟ ରଖିଥିଲେ ସମସ୍ତଙ୍କ ପାଖରେ ।

Krishi Jagran And HDFC Bank Partner to Improve Farmer's Economic Status & Simplify Agri Banking

Krishi Jagran And HDFC Bank Partner to Improve Farmer's Economic Status & Simplify Agri Banking

ପ୍ରକାଶ ଥାଉ ଯେ, ଦେଶର କୃଷି ଓ କୃଷକଙ୍କ ପାଇଁ ସର୍ବଦା ଚେଷ୍ଟିତ ଥିବା କୃଷି ଜାଗରଣର ସଂସ୍ଥା ଏବଂ ସମ୍ପାଦକ ଏମ.ସି ଡୋମିନିକଙ୍କ ପ୍ରୟାସକୁ ସମସ୍ତେ ଭୂରି ଭୂରି ପ୍ରଶଂସା ମଧ୍ଯ କରିଥିଲେ । ଏଥି ସହ କୃଷି ଜାଗରଣ (Krishi Jagran) ଚୌପାଲ ପରିସରରେ ସମସ୍ତଙ୍କ ଦ୍ୱାରା ଦିଆଯାଇଥିବା ବକ୍ତବ୍ୟ କୃଷି ଜାଗରଣର ସମସ୍ତ ସଦସ୍ୟଙ୍କୁ ଉତ୍ସାହ ଯୋଗାଇଥିବା ଦେଖିବାକୁ ମିଳିଥିଲା ।

କୃଷି ଜାଗରଣରେ ପରିସରରେ OUAT କୂଳପତି, କାର୍ଯ୍ୟକର୍ତ୍ତାଙ୍କୁ କଲେ ଉତ୍ସାହିତ...

ଦିଲ୍ଲୀର କୃଷି ଜାଗରଣରେ ଉଦଘାଟିତ ହେବ ଭାରତର ପ୍ରଥମ FPO କଲ୍ ସେଣ୍ଟର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments