1. କୃଷି ଖବର

LPG Cylinder Price:କମିଲା ଏଲପିଜି ଦର, ଜାଣନ୍ତୁ...

ମାସ ଆରମ୍ଭରୁ ଆଶ୍ବସ୍ତି । ମାସ ଆରମ୍ଭରୁ ଶସ୍ତା ହେଲା ଏଲପିଜି ସିଲିଣ୍ଡର । ଆଜି ଗୁରୁବାର ବ୍ୟବସାୟିକ ଏଲପିଜି ସିଲିଣ୍ଡର ଦାମ୍ କମିଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍‌ ପାଖାପାଖି 100 ଟଙ୍କା ହ୍ରାସ ପାଇଛି ।

Sudesna Nayak
Sudesna Nayak
LPG Price Today 19 kg cylinders get cheaper by up to ₹100 Check latest rates here

LPG Price Today 19 kg cylinders get cheaper by up to ₹100 Check latest rates here

ମାସ ଆରମ୍ଭରୁ ଆଶ୍ବସ୍ତି । ମାସ ଆରମ୍ଭରୁ ଶସ୍ତା ହେଲା ଏଲପିଜି ସିଲିଣ୍ଡର (LPG Cylinder) । ଆଜି ଗୁରୁବାର (Thursday)ବ୍ୟବସାୟିକ ଏଲପିଜି ସିଲିଣ୍ଡର (Commercial LPG cylinder Price slashed) ଦାମ୍ କମିଛି । ୧୯ କିଲୋଗ୍ରାମ ବ୍ୟବସାୟିକ ଗ୍ୟାସ ସିଲିଣ୍ଡର ଦାମ୍‌ ପାଖାପାଖି 100 ଟଙ୍କା ହ୍ରାସ ପାଇଛି ।

ସୂଚନା ଅନୁଯାୟୀ, ଆଜି ଗୁରୁବାର (Thursday)ଠାରୁ ବ୍ୟାବସାୟିକ କ୍ଷେତ୍ରରେ ବ୍ୟବହାର କରାଯାଉଥିବା 19 କିଲୋଗ୍ରାମ ବିଶିଷ୍ଟ LPG ସିଲିଣ୍ଡର ପିଛା ମୂଲ୍ୟ ଟଙ୍କା 91.50 ହ୍ରାସ ପାଇଥିବା ବିଶେଷସୂତ୍ରରୁ ଜଣାପଡ଼ିଛି ।

ସେପ୍ଟେମ୍ବରରେ 1 ରୁ LPG cylinderର ମୂଲ୍ୟ ହ୍ରାସ ପାଇଛି । LPG cylinderର ମୂଲ୍ୟରେ 100 ଟଙ୍କାକୁ ହ୍ରାସ ପାଇଛି । ତେବେ, ଏହି ହ୍ରାସ କେବଳ ବ୍ୟବସାୟିକ ସିଲିଣ୍ଡରରେ ଘଟିଛି । ଯେଉଁଠାରେ ଘରୋଇ LPG cylinder 14.2 କିଲୋଗ୍ରାମ ପୁରୁଣା ମୂଲ୍ୟରେ ଉପଲବ୍ଧ ରହିଛି ।

ପ୍ରକାଶ ଥାଉ ଯେ, ଆଜି ଗୁରୁବାର (Thursday)ଠାରୁ ଦିଲ୍ଲୀ (DELHI)ରେ 19 କିଲୋଗ୍ରାମ ଏଲପିଜି ସିଲିଣ୍ଡର (LPG cylinder)ର ମୂଲ୍ୟ 1976.50 ବଦଳରେ 1885 ଟଙ୍କା ହେବ । ମୁମ୍ବାଇ (Mumbai)ରେ ସିଲିଣ୍ଡରର ମୂଲ୍ୟ 1844 ଟଙ୍କାକୁ ଖସି ଆସିଛି ।

LPG Cylinder: ଆଶ୍ବସ୍ତି! କମିଲା ଗ୍ୟାସ ଦର; ୧୩୫ ଟଙ୍କା ହ୍ରାସ

2ଦିନ ଛେଚିବ ବର୍ଷା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments