1. କୃଷି ଖବର

ମତ୍ସ୍ୟଜୀବୀଙ୍କ ପାଇଁ ଋଣ ଓ ବଜାର ସୁବିଧା ସୁନିଶ୍ଚିତ

“ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କଲି । ଏହି କ୍ଷେତ୍ରକୁ ଆମେ ବହୁତ ଗୁରୁତ୍ୱ ଦେଉଛୁ । ଏହି କ୍ଷେତ୍ର ସମ୍ବନ୍ଧିତ ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ଅନେକ ପଦକ୍ଷେପ ନେଇଛୁ ।

Tanushree Mahapatra
Tanushree Mahapatra
meeting on ways to further strengthen the fisheries sector

meeting on ways to further strengthen the fisheries sector

ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ପାଇଁ ବିଭିନ୍ନ ପ୍ରସଙ୍ଗରେ ଆଲୋଚନା ସକାଶେ ଅନୁଷ୍ଠିତ ବୈଠକରେ ଆଜି ପ୍ରଧାନମନ୍ତ୍ରୀ ଶ୍ରୀ ନରେନ୍ଦ୍ର ମୋଦୀ ଅଧ୍ୟକ୍ଷତା କରିଛନ୍ତି । ଶ୍ରୀ ମୋଦୀ କହିଛନ୍ତି, “ଏହି କ୍ଷେତ୍ରକୁ ଆମେ ବହୁତ ଗୁରୁତ୍ୱ ଦେଉଛୁ ।

ଏହି କ୍ଷେତ୍ର ସମ୍ବନ୍ଧିତ ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବା ତଥା ମତ୍ସ୍ୟଜୀବୀଙ୍କ ପାଇଁ ଋଣ ଓ ବଜାର ସୁବିଧା ସୁନିଶ୍ଚିତ କରାଇବା ସକାଶେ ବ୍ୟାପକ ପଦକ୍ଷେପ ନିଆଯାଇଛି ।”

ପ୍ରଧାନମନ୍ତ୍ରୀ ଏକ୍ସ ରେ ପୋଷ୍ଟ କରିଛନ୍ତି:

“ମତ୍ସ୍ୟପାଳନ କ୍ଷେତ୍ରକୁ ଅଧିକ ସୁଦୃଢ଼ କରିବା ଲକ୍ଷ୍ୟରେ ଅନୁଷ୍ଠିତ ଏକ ବୈଠକରେ ଅଧ୍ୟକ୍ଷତା କଲି । ଏହି କ୍ଷେତ୍ରକୁ ଆମେ ବହୁତ ଗୁରୁତ୍ୱ ଦେଉଛୁ । ଏହି କ୍ଷେତ୍ର ସମ୍ବନ୍ଧିତ ମୌଳିକ ଢାଞ୍ଚାକୁ ସୁଦୃଢ଼ କରିବା ଦିଗରେ ଅନେକ ପଦକ୍ଷେପ ନେଇଛୁ । ଏଥିସହ ମତ୍ସ୍ୟଜୀବୀଙ୍କ ପାଇଁ ଋଣ ଓ ବଜାର ସୁବିଧା ସୁନିଶ୍ଚିତ କରାଇଛୁ ।

ଆଜିର ବୈଠକରେ ରପ୍ତାନିରେ ସୁଧାର ଆଣିବା ପାଇଁ ଏବଂ ଗଭୀର ସମୁଦ୍ରରେ ମାଛ ଧରିବା ପାଇଁ ଧ୍ୟାନ କେନ୍ଦ୍ରିତ କରିବା ଦିଗରେ ବିଭିନ୍ନ ଉପାୟ ସମ୍ପର୍କରେ ବିଚାରବିମର୍ଷ କରାଗଲା ।”

Read more 

Solar Pump: ସୋଲାର ପମ୍ପରେ ମିଳିବ ୯୦% ସବସିଡି...!

Sapota cultivation: ବର୍ଷକୁ ଦେବ ୮ ଲକ୍ଷ ଟଙ୍କା ରୋଜଗାର !

Like this article?

Hey! I am Tanushree Mahapatra. Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ