1. କୃଷି ଖବର

Modi Cabinet's Big Announcement: କୃଷକଙ୍କ ପାଇଁ କେନ୍ଦ୍ର ସରକାରଙ୍କ ବଡ଼ ଘୋଷଣା; ମିଳିବ 1.5% ରିହାତି

କେନ୍ଦ୍ର ସରକାର ଚାଷୀଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ସ୍ୱଳ୍ପ ସମୟ ପାଇଁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା କୃଷକମାନେ ସୁଧରେ 1.5 ପ୍ରତିଶତ ରିହାତି ପାଇବେ ।

Sudesna Nayak
Sudesna Nayak
Modi cabinet's big announcement for Farmers, 1.5 percent rebate in interest on loan

Modi cabinet's big announcement for Farmers, 1.5 percent rebate in interest on loan

କେନ୍ଦ୍ର ସରକାର (Central government)ଚାଷୀ (Farmers)ଙ୍କ ପାଇଁ ଏକ ବଡ ଘୋଷଣା କରିଛନ୍ତି । ସ୍ୱଳ୍ପ ସମୟ ପାଇଁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଇଥିବା କୃଷକମାନେ (Farmers) ସୁଧରେ 1.5 ପ୍ରତିଶତ ରିହାତି ପାଇବେ ।

କୃଷକ (Farmers)ଙ୍କ ପାଇଁ କେନ୍ଦ୍ର ସରକାର (Central government)ଙ୍କ ବଡ଼ ଘୋଷଣା (Big Announcement)। ସ୍ୱଳ୍ପ ମିଆଦି ଋଣ ଠିକ୍ ସମୟରେ ପରିଶୋଧ କରୁଥିବା ଚାଷୀ (Farmers)ଙ୍କ ପାଇଁ କ୍ୟାବିନେଟ୍ (Cabinet)ଇନଟ୍ରେଷ୍ଟ ସବଭେନ୍ସନ୍ ସ୍କିମ୍ (Interest Subvention Scheme) ଜାରି କରିଛି । ଏଭଳି ପରିସ୍ଥିତିରେ ସ୍ୱଳ୍ପ ସମୟ ପାଇଁ 3 ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଋଣ ନେଉଥିବା କୃଷକମାନେ ସୁଧରେ 1.5 ପ୍ରତିଶତ ରିହାତି ପାଇବେ ।

ଏଥିପାଇଁ ସରକାର ବଜେଟ (Budget)ରେ 34,846 କୋଟି ଟଙ୍କା ପ୍ରଦାନ କରିଛନ୍ତି । ସୁଧ ପରିଶୋଧ କରୁଥିବା କୃଷକଙ୍କୁ ଦେଢ଼ ପ୍ରତିଶତ ରିହାତି ମିଳିବ ।

ପ୍ରକାଶ ଥାଉ ଯେ, ଦେଶର ପ୍ରତ୍ୟେକ ଚାଷୀଙ୍କ ପାଖରେ କିସାନ କ୍ରେଡିଟ କାର୍ଡ ରହୁ ବୋଲି ଚାହୁଁଛନ୍ତି କେନ୍ଦ୍ର ସରକାର । କାରଣ ଚାଷୀଙ୍କୁ ଯେମିତି ଚାଷ ପାଇଁ ଟଙ୍କା ଅଭାବର ସାମ୍ନା କରିବାକୁପଡିବନି । କିସାନ କ୍ରେଡିଟ କାର୍ଡ(Kisan credit card) ତିଆରି କରିବା ବେଶ ସହଜ । ଯଦି ଆପଣ ପିଏମ କିସାନ ସମ୍ମନନିଧି ଯୋଜନାର ଲାଭାର୍ଥୀ ତେବେ ଏହା ଆପଣଙ୍କ ପାଇଁ ଆହୁରି ସହଜ ।

ଚାଷ ପାଇଁ ଶସ୍ତା ଋୁଣ ନେବାକୁ ଚାହୁଁଛନ୍ତି କି ? ଶୀଘ୍ର କରନ୍ତୁ କିସାନ କ୍ରେଡିଟ କାର୍ଡ

କୃଷି କ୍ଷେତ୍ରରେ କ୍ରାନ୍ତି ଆଣିବ ଏଫପିଓ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments