News

Nirmala Sitharaman: ଖୁସିଖବର ଦେଲେ ଅର୍ଥମନ୍ତ୍ରୀ,ଜାଣନ୍ତୁ କଣ ?

Nirmala Sitharaman Latest News କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଦେଶର ଅର୍ଥନୀତିକୁ ନେଇ ଏକ ବଡ଼ ଖୁସିଖବର ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ କହିଛନ୍ତି ଯେ,ଚଳିତ ବର୍ଷ GDPଦୁଇ ଅଙ୍କରେ ରହିବ ।

05 September, 2022 4:11 PM IST By: Sudesna Nayak

Nirmala Sitharaman Latest News: କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister of India is Nirmala Sitharaman)ଦେଶର ଅର୍ଥନୀତିକୁ ନେଇ ଏକ ବଡ଼ ଖୁସିଖବର (GOOD NEWS) ଦେଇଛନ୍ତି । ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)କହିଛନ୍ତି ଯେ,ଚଳିତ ବର୍ଷ GDP ଦୁଇ ଅଙ୍କରେ ରହିବ ।

ସୂଚନା ଅନୁଯାୟୀ, GDP ବୃଦ୍ଧି ଅର୍ଥ ହେଉଛି ଦେଶର ଅର୍ଥନୀତି (India Economic Condition)ଆହୁରି ଉନ୍ନତ ହେବ । କେବଳ ଏତିକି ନୁହେଁ ଦେଶରେ ଶିକ୍ଷା, ସ୍ୱାସ୍ଥ୍ୟ, ମୌଳିକ ସୁବିଧା ମଧ୍ୟ ବୃଦ୍ଧି ପାଇବ ।

ଚଳିତ ବର୍ଷ GDP ଅଭିବୃଦ୍ଧିର ଆଶା 2 ଗୁଣ ହେବ ବୋଲି ପଚରାଯାଇଥିବା ବେଳେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Nirmala Sitharaman)କହିଛନ୍ତି, ମୁଁ ଏହା ଆଶା କରୁଛି ।

GDP ଅଭିବୃଦ୍ଧି ଆଶା କରାଯାଉଛି,ଜାଣନ୍ତୁ...

ଚଳିତ ଆର୍ଥିକ ବର୍ଷରେ GDP ଅଭିବୃଦ୍ଧି 2 ଅଙ୍କରେ ରହିବ ବୋଲି କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ (Finance Minister Nirmala Sitharaman)ଆଶା ପ୍ରକଟ କରିଛନ୍ତି । ଦେଶରେ ବିମୁଦ୍ରାକରଣର କୌଣସି ବିପଦ ନାହିଁ ।

ପ୍ରକାଶ ଥାଉ ଯେ, ଚଳିତ ଆର୍ଥିକ ବର୍ଷରେ GDPଅଭିବୃଦ୍ଧି 2 ଅଙ୍କରେ ରହିବ ବୋଲି ଅର୍ଥମନ୍ତ୍ରୀ ନର୍ମଳା ସୀତାରମଣ (Finance Minister of India is Nirmala Sitharaman) କହିଛନ୍ତି । ଯାହା ଦର୍ଶାଉଛି ଯେ ଭାରତର ଅର୍ଥନୀତି କ୍ରମାଗତ ଭାବେ ବୃଦ୍ଧି ପାଉଛି ।

Budget 2022: EPFO ଉପରେ ମିଳିବ ୫ ଲକ୍ଷ ରିହାତି

Rain in Odisha:8 ତାରିଖ ଯାଏଁ ପ୍ରବଳ ଛେଚିବ

କୃଷି-ସାମ୍ବାଦିକତା ପ୍ରତି ଆପଣଙ୍କ ସମର୍ଥନ ଦେଖାନ୍ତୁ

ପ୍ରିୟ ବନ୍ଧୁଗଣ, ଆମର ପାଠକ ହୋଇଥିବାରୁ ଆପଣଙ୍କୁ ଧନ୍ୟବାଦ । କୃଷି ସାମ୍ବାଦିକତାକୁ ଆଗକୁ ବଢ଼ାଇବା ପାଇଁ ଆପଣଙ୍କ ଭଳି ପାଠକ ଆମପାଇଁ ପ୍ରେରଣା । ଉଚ୍ଚମାନର କୃଷି ସାମ୍ବାଦିକତା ଯୋଗାଇଦେବାପାଇଁ ଏବଂ ଗ୍ରାମୀଣ ଭାରତର ପ୍ରତିଟି କୋଣରେ କୃଷକ ଓ ଲୋକଙ୍କ ପାଖରେ ପହଞ୍ଚିବା ପାଇଁ ଆମେ ଆପଣଙ୍କ ସମର୍ଥନ ଦରକାର କରୁଛୁ ।

ଆମ ଭବିଷ୍ୟତ ପାଇଁ ଆପଣଙ୍କ ପ୍ରତିଟି ଅର୍ଥଦାନ ମୂଲ୍ୟବାନ

ଏବେ ହିଁ କିଛି ଅର୍ଥଦାନ ନିଶ୍ଚୟ କରନ୍ତୁ (Contribute Now)