1. କୃଷି ଖବର

ଗ୍ରାମ୍ୟ ଅର୍ଥନୀତିକୁ NSC ଡିଜି କୃଷ୍ଣ ଚନ୍ଦ୍ର ସାହୁଙ୍କ ଗୁରୁତ୍ବ

ଗାଁର ଅର୍ଥନୀତି ସୁଦୃଢ ହେଲେ ଦେଶର ଅର୍ଥନୀତି ସୁଦୃଢ ହେବ । ମହାତ୍ମା ଗାନ୍ଧୀ ସବୁବେଳେ ଗ୍ରାମ୍ୟ ସ୍ବରାଜକୁ ଅଧିକ ଗୁରୁତ୍ବ ଦେଉଥିଲେ । ତେବେ କୃଷି ଜାଗରଣକୁ ସାକ୍ଷାତକାର ଦେଇ ଗ୍ରାମ୍ୟ ଅର୍ଥନୀତି ଉପରେ ଗୁରୁତ୍ବ ଦେଇଛନ୍ତି ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡର ନିର୍ଦ୍ଦେଶକ ଡ. କୃଷ୍ଣ ଚନ୍ଦ୍ର ସାହୁ ।

Shuvanshu Kar
Shuvanshu Kar
NSC DG Krushna chandra sahoo's focus on rural economy

NSC DG Krushna chandra sahoo's focus on rural economy

ଗାଁର ଅର୍ଥନୀତି ସୁଦୃଢ ହେଲେ ଦେଶର ଅର୍ଥନୀତି ସୁଦୃଢ ହେବ । ମହାତ୍ମା ଗାନ୍ଧୀ ସବୁବେଳେ ଗ୍ରାମ୍ୟ ସ୍ବରାଜକୁ ଅଧିକ ଗୁରୁତ୍ବ ଦେଉଥିଲେ । ତେବେ କୃଷି ଜାଗରଣକୁ ସାକ୍ଷାତକାର ଦେଇ ଗ୍ରାମ୍ୟ ଅର୍ଥନୀତି ଉପରେ ଗୁରୁତ୍ବ ଦେଇଛନ୍ତି ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ
ନିର୍ଦ୍ଦେଶକ ଡ. କୃଷ୍ଣ ଚନ୍ଦ୍ର ସାହୁ ।

ଓଡିଆ ପୁଅ କୃଷ୍ଣ ଚନ୍ଦ୍ର ସାହୁ ଏବେ ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ (Commercial), National Seeds Corporation (NSC)ର ନିର୍ଦ୍ଦେଶକ ଅଛନ୍ତି । ଏହା ପୂର୍ବରୁ ସେ ଇସ୍ପାତ ମନ୍ତ୍ରଣାଳୟ ଅଧିନରେ ଥିବା ରାଷ୍ଟ୍ରୀୟ ଇସ୍ପାତ ନିଗମ ଲିମିଟେଡର ଜେନେରାଲ ମ୍ୟାନେଜର ଥିଲେ ।

ନ୍ୟାସନାଲ ସିଡ୍ କର୍ପୋରେସନ୍ ଲିମିଟେଡ୍ (NSC) ଦେଶରେ ବିହନ ଶିଳ୍ପକୁ ପ୍ରୋତ୍ସାହିତ ତଥା ବିକାଶ କରିବା ତଥା ଗୁଣାତ୍ମକ ମଞ୍ଜି ତଥା ଅନ୍ୟାନ୍ୟ କୃଷି ସୂଚନା ଏବଂ ସେବା ଯୋଗାଣ ଓ କୃଷି ଉତ୍ପାଦନ ବୃଦ୍ଧି ମାଧ୍ୟମରେ କୃଷକଙ୍କ ସମୃଦ୍ଧତା ଉଦ୍ଦେଶ୍ୟରେ ଆରମ୍ଭ କରାଯାଇଥିଲା ।

 

ଗ୍ରାମ୍ୟ ଅର୍ଥନୀତିର ପୁନରୁଦ୍ଧାର ନିମନ୍ତେ ଅଧିକ ଋଣ ସହାୟତା ଦିଆଯାଇପାରିବ, ଏନେଇ ରାଷ୍ଟ୍ରୀୟ ବୀଜ ନିଗମ ଲିମିଟେଡ କାର୍ଯ୍ୟ କରୁଛି ।

ଜୁନ୍ ମାସରୁ ରାସନ୍ କାର୍ଡରେ ଆଉ ମିଳିବନି ଗହମ!

ଡିଜେଲ ଦର ହ୍ରାସ, ଚାଷୀଙ୍କୁ କଣ ମିଳିବ ଲାଭ ?

Like this article?

Hey! I am Shuvanshu Kar. Did you liked this article and have suggestions to improve this article? Mail me your suggestions and feedback.

Share your comments