1. କୃଷି ଖବର

ନୂଆ ଆଶା OUAT FARMERS FAIR-2023

ଓୟୁଏଟି ଫାର୍ମର୍ସ ଫେୟାର୍ - 2023 ଯେତେବେଳେ ଭାରତର ଦ୍ୱିତୀୟ ପୁରାତନ କୃଷି ପ୍ରତିଷ୍ଠାନ (India’s second oldest agricultural institute), Odisha University of Agriculture & Technology 'କୃଷକ ମେଳା' ଯୋଜନା କରେ, ଯାହା ଏକ ପରିଦର୍ଶନ ଯୋଗ୍ୟ ଅଟେ । ଫେବୃଆରୀ 27 ରୁ 28 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏଗ୍ରି ଏଣ୍ଟରପ୍ରିନିଅରନ୍ସ,FPOs,ICAR ଅନୁଷ୍ଠାନ, ବିହନ ଏଜେନ୍ସି ଏବଂ କୃଷକମାନେ ବହୁ ସଂଖ୍ୟାରେ ସାମିଲ ହେବେ । ଯାହାର ମିଡିଆ ପାର୍ଟନର ଅଛି କୃଷି ଜାଗରଣ ।

Sudesna Nayak
Sudesna Nayak
Pravat Kumar Roul VC of OUAT

Pravat Kumar Roul VC of OUAT

ଆସିଲା ବଡ ଖୁସି ଖବର । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (ouat) ଦ୍ୱାରା କୃଷକ ମେଳା 2023 ଫେବୃଆରୀ 27-28 ରେ ଭୁବନେଶ୍ୱରରେ ଆୟୋଜିତ ହେଉଛି । ଓୟୁଏଟି ଫାର୍ମର୍ସ ଫେୟାର୍ - 2023 (OUAT FARMERS FAIR-2023) 27 ଏବଂ 28 ଫେବୃଆରୀରେ ଭୁବନେଶ୍ୱରରେ କୃଷକ ମେଳା ଆୟୋଜିତ ହେବ, କୃଷି ଜାଗରଣ ମିଡିଆ ପାର୍ଟନର ଭାବରେ କାର୍ଯ୍ୟ କରିବ । 

OUAT FARMERS FAIR-2023

OUAT FARMERS FAIR-2023

ସୂଚନା ଅନୁଯାୟୀ, ଓୟୁଏଟି ଫାର୍ମର୍ସ ଫେୟାର୍ - 2023 (OUAT FARMERS FAIR-2023) ଯେତେବେଳେ ଭାରତର ଦ୍ୱିତୀୟ ପୁରାତନ କୃଷି ପ୍ରତିଷ୍ଠାନ (India’s second oldest agricultural institute), Odisha University of Agriculture & Technology 'କୃଷକ ମେଳା' ଯୋଜନା କରେ, ଯାହା ଏକ ପରିଦର୍ଶନ ଯୋଗ୍ୟ ଅଟେ । ଫେବୃଆରୀ 27 ରୁ 28 ତାରିଖ ପର୍ଯ୍ୟନ୍ତ ଭୁବନେଶ୍ୱରରେ ହେବାକୁ ଥିବା ଏହି କାର୍ଯ୍ୟକ୍ରମରେ ଏଗ୍ରି ଏଣ୍ଟରପ୍ରିନିଅରନ୍ସ,FPOs,ICAR ଅନୁଷ୍ଠାନ, ବିହନ ଏଜେନ୍ସି ଏବଂ କୃଷକମାନେ ବହୁ ସଂଖ୍ୟାରେ ସାମିଲ ହେବେ । ଯାହାର ମିଡିଆ ପାର୍ଟନର ଅଛି କୃଷି ଜାଗରଣ ।

ଓଡ଼ିଶା ୟୁନିଭର୍ସିଟି ଅଫ୍‍ ଏଗ୍ରିକଲଚର ଆଣ୍ଡ ଟେକ୍ନୋଲୋଜି (OUAT)କୁ ମିଳିଥିଲା ନୂଆ କୂଳପତି । ଓୟୁଏଟିର କୁଳପତି ଭାବେ ପ୍ରଫେସର ପ୍ରଭାତ କୁମାର ରାଉଳଙ୍କୁ ଦିଆଯାଇଥିଲା ନିଯୁକ୍ତି । ଆଗାମୀ ୩ ବର୍ଷ ପର୍ଯ୍ୟନ୍ତ ପ୍ରଫେସର ପ୍ରଭାତ କୁମାର ରାଉଳ ଓୟୁଏଟି ଦାୟିତ୍ୱରେ ରହିବେ ।

ଏହି ବିଶ୍ୱବିଦ୍ୟାଳୟ ଅଧୀନରେ ୮ଟି ମହାବିଦ୍ୟାଳୟ ସହ ଅନ୍ୟ ଶିକ୍ଷ୍ୟ କେନ୍ଦ୍ରଗୁଡ଼ିକ ଶିକ୍ଷାଦାନ କରୁଛନ୍ତି । ଏହି ମହାବିଦ୍ୟାଳୟ ଗୁଡ଼ିକ ପ୍ରାୟତଃ ଭୁବନେଶ୍ୱର(BBSR)ର ଶିରିପୁରଠାରେ ଥିବା ବିଶ୍ୱବିଦ୍ୟାଳୟ ପରିସରରେ ହିଁ ଅବସ୍ଥିତ ।

Pravat Kumar Roul VC of OUAT

Pravat Kumar Roul VC of OUAT

ପ୍ରକାଶ ଥାଉ ଯେ, ଓଡିଶାର ଚାଷୀ ଆଉ ଓଡିଶାର ଚାଷ ଏବେ ଦେଶ ତଥା ଦେଶ ବାହାରେ ମଧ୍ୟ ପରିଚିତ । ଏମିତିରେ ନିକଟରେ ଆଉ ଏକ ଖୁସି ଖବର ସାମ୍ନାକୁ ଆସିଥିଲା । ଦେଶକୁ ବିହନ ଯୋଗାଇବ ଓଡ଼ିଶା । କୃଷି ଉତ୍ପାଦନରେ ଉଲ୍ଲେଖନୀୟ ଅଭିବୃଦ୍ଧି ହାସଲ କରିଥିବା ରାଜ୍ୟର ବିହନ ଏବେ ଦେଶର ପ୍ରତି ରାଜ୍ୟରେ ଚାଷ ହେବ । ଓଡ଼ିଶା କୃଷି ଓ ବୈଷୟିକ ବିଶ୍ୱବିଦ୍ୟାଳୟ ତଥା ଓୟୁଏଟି (ouat) ଦ୍ୱାରା ବିକଶିତ ବିହନକୁ ଜାତୀୟ ବଜାରରେ ଉପଲବ୍ଧ କରାଇବା ପାଇଁ ଜାତୀୟ ବିହନ ନିଗମ ଏବଂ ଓୟୁଏଟି (ouat) ମଧ୍ୟରେ ନିକଟରେ ଏକ ବୁଝାମଣା ପତ୍ର ସ୍ୱାକ୍ଷରିତ ହୋଇଛି । ଯାହା ଏକ ବହୁ ବଡ ଖୁସି ଖବର ।

ପ୍ରଫେସର ଡଃ. ପ୍ରଭାତ ରାଉଳ ହେଲେ OUAT କୂଳପତି

ଓୟୁଏଟି କୁଳପତି ନିଯୁକ୍ତି ପ୍ରକ୍ରିୟା …

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments