1. କୃଷି ଖବର

PM Kisan Scheme:ଦୀପାବଳୀ ପୂର୍ବରୁ ଚାଷୀଙ୍କୁ ଉପହାର

ଦ୍ୱାଦଶ କିସ୍ତି ଟଙ୍କା ଦୀପାବଳି ପୂର୍ବରୁ କୋଟି କୋଟି ଚାଷୀ ମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର ନିଷ୍ପତ୍ତି ନେଇଛନ୍ତି । ଯାହାର ସୂଚନା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଭାବେ ସୂଚନା ଦିଆଯାଇଛି ।

Sudesna Nayak
Sudesna Nayak
pm kisan samman nidhi 12th installment transfer on 17 or 18 october Diwali 2022

pm kisan samman nidhi 12th installment transfer on 17 or 18 october Diwali 2022

ଦ୍ୱାଦଶ କିସ୍ତି (pm kisan samman nidhi 12th installment) ଟଙ୍କା ଦୀପାବଳି (Diwali) ପୂର୍ବରୁ କୋଟି କୋଟି ଚାଷୀ (FARMERS)ମାନଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ କେନ୍ଦ୍ର ସରକାର (Central Government) ନିଷ୍ପତ୍ତି ନେଇଛନ୍ତି । ଯାହାର ସୂଚନା କୃଷି ଓ କୃଷକ କଲ୍ୟାଣ ମନ୍ତ୍ରଣାଳୟ ପକ୍ଷରୁ ସରକାରୀ ଭାବେ ସୂଚନା ଦିଆଯାଇଛି ।

କହିବାକୁ ଗଲେ, କେନ୍ଦ୍ର ସରକାର (Central Government) ଅକ୍ଟୋବର 17 ଓ 18 ରେ କୃଷକ (FARMERS)ମାନଙ୍କ ଆକାଉଣ୍ଟକୁ ଟଙ୍କା ଟ୍ରାନ୍ସଫର କରିପାରିନ୍ତି । ବର୍ତ୍ତମାନ ଦେଶର କୋଟି କୋଟି ଚାଷୀ 2000 ଟଙ୍କାକୁ ଅପେକ୍ଷା କରିଛନ୍ତି, ଯାହାକୁ ନେଇ ସରକାର ଏହି ଟଙ୍କା ଦୀପାବଳି (Diwali)ପୂର୍ବରୁ ସ୍ଥାନାନ୍ତର କରିବାକୁ ହିଁ ନିଷ୍ପତ୍ତି ନେଇଛନ୍ତି ।

ଆପଣମାନେ ଏହି ନମ୍ବରକୁ ମଧ୍ୟ କଲ କରିପାରିବେ,ଜାଣନ୍ତୁ...

ଚାଷୀ(FARMERS)ମାନଙ୍କ ସୁବିଧା ପାଇଁ ସରକାର ଏକ ହେଲ୍ପଲାଇନ ନମ୍ବର ମଧ୍ୟ ଦେଇଛନ୍ତି ।
ପ୍ରଧାନ ମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ପାଇଁ କରାଯାଇଥିବା ଆବେଦନର ସ୍ଥିତି ଜାଣିବା ପାଇଁ କୃଷକମାନେ ୧୫୫୨୬୧ କୁ କଲ କରି ସମ୍ପୂର୍ଣ୍ଣ ସୂଚନା ପାଇପାରିବେ ।

ପ୍ରକାଶ ଥାଉ ଯେ, ଚଳିକ ବର୍ଷ ଦୀପାବଳି (Diwali 2022) ଅବସରରେ ଦେଶର କୋଟି କୋଟି କୃଷକ (FARMERS) ଉପହାର ପାଇବାକୁ ଯାଉଛନ୍ତି । ଦ୍ୱାଦଶ କିସ୍ତି ଟଙ୍କା (pm kisan samman nidhi 12th installment) ଦୀପାବଳି ପୂର୍ବରୁ ଦେଶର ଚାଷୀଙ୍କ ଆକାଉଣ୍ଟକୁ ସ୍ଥାନାନ୍ତର କରିବାକୁ ନିଷ୍ପତ୍ତି ନେଇଛନ୍ତି କେନ୍ଦ୍ର ସରକାର (Central Government)।

ମୋଦି ସରକାରଙ୍କ ବଡ ନିଷ୍ପତି , ପ୍ରତି ମାସରେ ଚାଷୀଙ୍କୁ ମିଳିବ 3ହଜାର

PM Kisan:ଚାଷୀଙ୍କ ପାଇଁ ଜରୁରୀ ସୂଚନା; ୬ ପ୍ରତିଶତ ମିଳିବ ସବସିଡି!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments