1. କୃଷି ଖବର

ସ୍ପୋର୍ଟ୍ସ ଅଥରିଟି ଅଫ ଇଣ୍ଡିଆରେ ଖାଲିପଡିଛି ପଦବୀ, ଶୀଘ୍ର କରନ୍ତୁ ଆବେଦନ

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ ପକ୍ଷରୁ ଆସିଷ୍ଟାଣ୍ଟ ନ୍ୟୁଟ୍ରିନିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ଶେଷ ତାରିଖ ୨୯ ମାର୍ଚ୍ଚ, ୨୦୨୨ ରହିଛି ।

Sudesna Nayak
Sudesna Nayak
SAI recruitment  Job apply soon

SAI recruitment Job apply soon

ଖୁସିଖବର ,ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ଆଣି ଦେଇଛି ସୁବର୍ଣ୍ଣ ସୁଯୋଗ । ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI) ପକ୍ଷରୁ ଆସିଷ୍ଟାଣ୍ଟ ନ୍ୟୁଟ୍ରିନିଷ୍ଟ ପଦବୀ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ବିଜ୍ଞପ୍ତି ଅନୁଯାୟୀ ଆବେଦନ କରିବାର ଶେଷ ତାରିଖ ୨୯ ମାର୍ଚ୍ଚ, ୨୦୨୨ ରହିଛି ।

ଆବେଦନ ପାଇଁ ଇଚ୍ଛୁକ ଏବଂ ଯୋଗ୍ୟ ପ୍ରାର୍ଥୀମାନେ ଅଫିସିଆଲ ୱେବସାଇଟ ଯାଇ ଆବେଦନ କରିପାରିବେ ।

ଦରମା,ଜାଣନ୍ତୁ...

ନିଯୁକ୍ତି ପାଇବା ପ୍ରାର୍ଥୀମାନଙ୍କୁ ମାସକୁ ୪୦ ରୁ ୬୦ ହଜାର ଟଙ୍କା ହିଁ ଦରମା ମିଳିବ ।

ପଦବୀ ପାଇଁ ଶିକ୍ଷାଗତ ଯୋଗ୍ୟତା,ଜାଣନ୍ତୁ...

ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆ (SAI)ର ବିଜ୍ଞପ୍ତି ଅନୁଯାୟୀ ହିଁ ପଦବୀରେ ଆବେଦନ ପାଇଁ ଫୁଡ ଆଣ୍ଡ ନ୍ୟୁଟ୍ରିଶନିଷ୍ଟ/ ନ୍ୟୁଟ୍ରିସିଆନ୍‌ ସହିତ ହୋମ ସାଇନ୍ସ/ସ୍ପୋଟର୍ସ ନ୍ୟୁଟ୍ରିସିଆନରେ ମାଷ୍ଟର ଡିଗ୍ରୀ କରିଥିବା ଜରୁରୀ ଅଟେ ।

କିପରି କରିବେ ଆବେଦନ,ଜାଣନ୍ତୁ...

-ପ୍ରଥମେ ଆପଣ ସ୍ପୋଟର୍ସ ଅଥରିଟି ଅଫ ଇଣ୍ଡିଆର ଅଫିସିଆଲ ୱେବସାଇଟକୁ ଯାଇ ହିଁ କ୍ଲିକ କରନ୍ତୁ ।

-ଏହାପରେ ରିକ୍ରୁଟମେଣ୍ଟ ଲିଙ୍କ ଉପରେ ହିଁ କ୍ଲିକ କରନ୍ତୁ ।

-ଏହାପରେ ପର୍ସନାଲ ବିବରଣୀ ଭରିବା ପରେ ହିଁ ୟୁଜର୍ସ ଆଇଡି ଏବଂ ପାସଓ୍ଵାର୍ଡ କ୍ରିଏଟ କରନ୍ତୁ ।

-ଏହାପରେ ଲଗଇନ କରିବା ପରେ ଆବେଦନ ଫର୍ମ ପୂରଣ କରନ୍ତୁ ।

-ଏହାପରେ ଫର୍ମରେ ସବୁ ବିବରଣୀ ଭରିବା ପରେ ହିଁ ଅପଲୋଡ କରନ୍ତୁ ।

-ଶେଷରେ ଫିସ୍‌ ଭରିବା ପରେ ଫାଇନାଲ ସବମିଟ୍‌ କରନ୍ତୁ ।

-ଆପଣ ଫର୍ମର ଏକ କପି ହିଁ ଡାଉନଲୋଡ କରି ପ୍ରିଣ୍ଟ କରି ରଖନ୍ତୁ ।

RBI Requirements : ବିନା ପରୀକ୍ଷାରେ RBIରେ ଚାକିରି, ଶୀଘ୍ର କରନ୍ତୁ ଆବେଦନ

OSSC CGL:ଜଲଦୀ କରନ୍ତୁ ଆବେଦନ,ଦେଢ଼ ଲକ୍ଷରୁ ଅଧିକ ମିଳିବ ଦରମା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments