1. କୃଷି ଖବର

ଘରର ଛାତରେ ଆରମ୍ଭ କରନ୍ତୁ ଏହି ବିଜନେସ, ମିଳିବ ଲକ୍ଷ ଲକ୍ଷ ଟଙ୍କା

ଆମେ ଆପଣମାନଙ୍କୁ ଆଜି ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘରର ଖାଲି ଛାତକୁ ବ୍ୟବହାର କରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ସୌର ପ୍ୟାନେଲ୍‌ ବ୍ୟବସାୟ ବିଷୟରେ କହୁଛୁ । ସୌର ପ୍ୟାନେଲ୍‌ ବ୍ୟବସାୟ ଏଗୁଡ଼ିକୁ ଆପଣମାନେ ଯେକୌଣସି ସ୍ଥାନରେ ଲଗାଯାଇପାରିବ । ଆପଣ ଏଗୁଡ଼ିକୁ ନିଜ ଘରର ଛାତ ଉପରେ ରଖି ବିଦ୍ୟୁତ୍ ଉତ୍ପାଦନ କରି ପାରିବେ । ଏହା ଆପଣମାନଙ୍କ ପାଇଁ ଏକ ଭଲ ରୋଜଗାରର ସମ୍ଭାବନା ସୃଷ୍ଟି କରିବ ।

Sudesna Nayak
Sudesna Nayak
Solar Energy Business Ideas producing electricity

Solar Energy Business Ideas producing electricity

ଆମେ ଆପଣମାନଙ୍କୁ ଆଜି ଏପରି ଏକ ବ୍ୟାବସାୟିକ ଆଇଡିଆ ଦେଉଛୁ ଯେଉଁଥିରେ ଆପଣମାନେ ନିଜ ଘରର ଖାଲି ଛାତକୁ ବ୍ୟବହାର କରି ସେଥିରୁ ଲକ୍ଷ ଲକ୍ଷ ଟଙ୍କା ରୋଜଗାର କରିପାରିବେ । ଆମେ ଆପଣଙ୍କୁ ସୌର ପ୍ୟାନେଲ୍‌ ବ୍ୟବସାୟ (solar panel business) ବିଷୟରେ କହୁଛୁ । ସୌର ପ୍ୟାନେଲ୍‌ ବ୍ୟବସାୟ (solar panel business) ଏଗୁଡ଼ିକୁ ଆପଣମାନେ ଯେକୌଣସି ସ୍ଥାନରେ ଲଗାଯାଇପାରିବ । ଆପଣ ଏଗୁଡ଼ିକୁ ନିଜ ଘରର ଛାତ ଉପରେ ରଖି ବିଦ୍ୟୁତ୍ ଉତ୍ପାଦନ କରି ପାରିବେ । ଏହା ଆପଣମାନଙ୍କ ପାଇଁ ଏକ ଭଲ ରୋଜଗାରର ସମ୍ଭାବନା ସୃଷ୍ଟି କରିବ ।

ସୂଚନା ଅନୁଯାୟୀ, କେନ୍ଦ୍ର ସରକାର (Central Government)ସୌର କାରଖାନା ସ୍ଥାପନ କରିବା ପାଇଁ ଲୋକଙ୍କୁ ଉତ୍ସାହିତ କରୁଛନ୍ତି । କେତେକ ରାଜ୍ୟ ଶିଳ୍ପ କ୍ଷେତ୍ରରେ ସୌର କାରଖାନାକୁ ବାଧ୍ୟତାମୂଳକ କରିଛନ୍ତି । ସୌର ଦ୍ରବ୍ୟ ବିକ୍ରୟ କରିବାର ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣଙ୍କ ପାଇଁ ବି ଏକ ବଡ଼ ସୁଯୋଗ ଅଛି । ଏଥି ମଧ୍ୟରେ ଆପଣ ସୋଲାର୍‌ ପିଭି, ସୋଲାର ଥର୍ମାଲ ସିଷ୍ଟମ୍‌, ସୋଲାର୍‌ ଆଟିକ୍ ଫ୍ୟାନ୍ ଓ ସୋଲାର କୁଲିଂ ସିଷ୍ଟମର ବ୍ୟବସାୟ ଆରମ୍ଭ କରିପାରିବେ । ସୌର ଶକ୍ତି ସହ ଜଡିତ ବ୍ୟବସାୟ ଆରମ୍ଭ କରିବା ପାଇଁ ଆପଣ ଷ୍ଟେଟ୍ ବ୍ୟାଙ୍କ ଅଫ୍ ଇଣ୍ଡିଆ ସମେତ ଅନେକ ବ୍ୟାଙ୍କର SME ଶାଖାରୁ ଋଣ ପାଇପାରିବେ । ଏହି ଋଣ ପରିମାଣ ବିଭିନ୍ନ ରାଜ୍ୟରେ ଭିନ୍ନ ଭିନ୍ନ ହୋଇଥାଏ । ସରକାରଙ୍କ ଠାରୁ ମିଳୁଥିବା ସବସିଡି ପରେ ଏକ କିଲୋୱାଟ୍‌ ଶକ୍ତି ଉତ୍ପାଦନ କରୁଥିବା ସୌର କାରଖାନା ମାତ୍ର ୬୦ ହଜାର ଟଙ୍କାରୁ ୭୦ ହଜାର ଟଙ୍କା ମଧ୍ୟରେ ହିଁ ସ୍ଥାପିତ କରିହୁଏ ।

ବଳକା ଟମାଟର ସହ ସୌର ଶକ୍ତି ର ଏକ ଅଦ୍ଭୁତ ମିଳନ ରେ ପ୍ରସ୍ତୁତ ହୋଇଥାଏ ଏହି ଖତ |ଅଲମେରିଆ ବିଶ୍ୱବିଦ୍ୟାଳୟ ର କ୍ଷେତ୍ର ବିଜ୍ଞାନ ବିଭାଗ ସହ ଲା ମୋଜୋନେରା ରେ ସ୍ଥିତ ଇଫାପା କେନ୍ଦ୍ର ମିଳିତ ଉଦ୍ୟମ ରେ ଏକ ବିରଳ ଖତ ପ୍ରସ୍ତୁତ କରିଛନ୍ତି ଯାହା ବୃକ୍ଷ ଲାଗି ଉପକାରୀ ହେବ ସାଙ୍ଗରେ ବର୍ଜ୍ୟ ବସ୍ତୁ ର ମାତ୍ରା ମଧ୍ୟ ହ୍ରାସ କରିବା ଟମାଟର ଗଛ ରୁ ଟମାଟର ଅମଳ ହୋଇସାରିବା ପରେ ,ଗଛ ର ବଳକା ଅଂଶ କୁ ସୌର ଶକ୍ତି ସାହାଯ୍ୟରେ ଉପଚାର କରି ଏହି ଖତ ର ପ୍ରସ୍ତୁତି କରାଯାଏ। ଏହାର ପରୀକ୍ଷଣ ଅଲମେରିଆ ର ଗ୍ରୀନ ହାଉସ ରେ କରାଯାଇଥିଲା ।

ଏହି ପ୍ରକ୍ରିୟା କୁ ବାୟୋ ସୋଲରାଇଜେସନ କୁହାଯାଏ ଯାହା ର ଅର୍ଥ ଜୈବିକ ଉପାୟ ରେ ସୌର ଶକ୍ତି ର ଉପଚାର । ଏହି ପ୍ରକ୍ରିୟାକରଣ ଦ୍ୱାରା ଟମାଟର ଫସଲ ରେ ଅମଳ ବେଶ ଭଲ ହୋଇଥିଲା ବେଳେ ,ଏହା ରାସାୟନିକ ପଦ୍ଧତ୍ତି ରେ ଫସଲ ସୁରକ୍ଷା ପରି ସମାନ ଅମଳ ଦେଇଥିଲା ଏହା ସହିତ ,ଏହି ପ୍ରକ୍ରିୟା ଦ୍ୱାରା ଅଧିକ ଖର୍ଚ୍ଚାନ୍ତ ହେବାକୁ ପଡିବା ନାହିଁ ବୋଲି ଗବେଷକ ମାନେ ମତ ଦେଇଛନ୍ତି |ଫସଲ ର ସ୍ୱାସ୍ଥ୍ୟ ଯାଞ୍ଚ ଦ୍ୱାରା ମଧ୍ୟ ଜଣାପଡିଛି ଯେ ବହୁ ପ୍ରକାର ,କବକ ,କୀଟାଣୁ ଏବଂ ଭୁତାଣୁ ପ୍ରଭାବ ମଧ୍ୟ ଫସଲ ଉପରେ ପଡୁ ନାହିଁ |

ପିଏମ୍ -କୁସୁମ (pm kusum scheme)ବା ପ୍ରଧାନ ମନ୍ତ୍ରୀ କିଷାନ ଉର୍ଜା ସୁରକ୍ଷା ଏବଂ ଉତ୍ଥାନ ମହାଭିଜାନ ସ୍କିମ୍ ହେଉଛି କେନ୍ଦ୍ର ସରକାରଙ୍କର ଏକ ପ୍ରମୁଖ ସ୍କିମ୍ ଯେଉଁଥିରେ କୃଷି ଅଞ୍ଚଳଗୁଡ଼ିକୁ ଏବଂ ଜଳସେଚନ କାର୍ଯ୍ୟଗୁଡ଼ିକରେ ସୌର ଶକ୍ତିର ଉପଯୋଗ କରାଯିବ ।

କୃଷି କ୍ଷେତ୍ରରେ ସ୍ୱଚ୍ଛ ଶକ୍ତିର ବ୍ୟବହାରକୁ ପ୍ରୋତ୍ସାହନ ଦେବାକୁ ଯାଇ କେନ୍ଦ୍ର ଶକ୍ତି, ନୂତନ ଏବଂ ନବୀକରଣଯୋଗ୍ୟ ଶକ୍ତି ମନ୍ତ୍ରୀ, ଆର.କେ.ସିଂ କହିଲେ, ପିଏମ୍ -କୁସୁମ ସ୍କିମ୍ ନିମନ୍ତେ ନାବାର୍ଡ ଠାରୁ ଋଣଗୁଡ଼ିକ ଉପଲବ୍ଧ ହେବ ।

ପ୍ରକାଶ ଥାଉ ଯେ, ପ୍ରଧାନମନ୍ତ୍ରୀ ଜାତୀୟ ସୋଲାର ରୁଫ୍‍ଟପ ପୋର୍ଟାଲର ମଧ୍ୟ ଉନ୍ମୋଚନ କରିବେ, ଯାହା ଛାତ ଉପରେ ସୌର ପ୍ଲାଣ୍ଟ ସ୍ଥାପନ ଏବଂ ଯାଞ୍ଚ ପରେ ଘରୋଇ ଗ୍ରାହକଙ୍କ ବ୍ୟାଙ୍କ ଆକାଉଣ୍ଟରେ ସବସିଡି ପ୍ରଦାନ ପାଇଁ ଆବେଦନ ପଞ୍ଜୀକରଣ ଠାରୁ ଆରମ୍ଭ କରି ଛାତ ଉପରେ ସୌର ପ୍ଲାଣ୍ଟ ସ୍ଥାପନ ପ୍ରକ୍ରିୟାର ଅନଲାଇନ୍ ଟ୍ରାକିଂକୁ ସକ୍ଷମ କରିବ ।

କମ ଟଙ୍କାରେ ଘରର ଛାତରେ ଆରମ୍ଭ କରନ୍ତୁ ଏହି ବ୍ୟବସାୟ , ରୋଜଗାର କରିବେ ଲକ୍ଷ ଲକ୍ଷ ଟଙ୍କା

ରାଜସ୍ଥାନରେ ନୂଆ ଘୋଷଣା : ସୌର ପମ୍ପ ଯୋଜନା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments