1. କୃଷି ଖବର

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା, ବିକାଶକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl "ଏକ ଯୋଗ ଶିବିର" , "ଏକ ପ୍ରବନ୍ଧ ପ୍ରତିଯୋଗିତା" ,"ଏକ ସଙ୍ଗୀତ ପ୍ରତିଯୋଗିତା" ଏବଂ "ଏକ ନୃତ୍ୟ ପ୍ରତିଯୋଗିତା" ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 21 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

Omkar Mohanty
Omkar Mohanty
The G20 Event has been held at Centurion University of Technology and Management

The G20 Event has been held at Centurion University of Technology and Management

ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ କେବଳ ନିଜର ଛାତ୍ରଛାତ୍ରୀମାନଙ୍କୁ ପାଠପଢାଇବା ନୁହେଁ , ନୂତନ ଜ୍ଞାନ କୌଶଳ, ନୂଆ ନୂଆ ଗବେଷଣା ,କର୍ମଶାଳା ,ସେମିନାର ସହିତ ବହୁ ବ୍ୟବହାରିକ ଅଧିବେଶନ ଦ୍ୱାରା ଛାତ୍ରଛାତ୍ରୀମାନେ କିପରି ନିଜର ସର୍ବାଙ୍ଗୀନ ବିକାଶ କରିପାରିବେ ସେ ସମ୍ପର୍କରେ ସଦା ସର୍ବଦା ପ୍ରଚେଷ୍ଟା କରିଆସିଛି l ନିଜର କୃଷି ବିଦ୍ୟାଳୟ ତରଫରୁ କେବଳ ଛାତ୍ରଛାତ୍ରୀ ନୁହଁ ପାଖ ଅଞ୍ଚଳରେ ଥିବା ଚାଷୀ ଭାଇ ଓ ଭଉଣୀମାନଙ୍କୁ କୃଷିକାର୍ଯ୍ୟରେ ବ୍ୟବହୃତ ଯନ୍ତ୍ରପାତି ବିଷୟରେ ସୂଚନା ଏବଂ ତାଲିମ ଶିବିର ମାଧ୍ୟମରେ ସଚେତନ କରି ଆସିଛି l

ଛାତ୍ର ଛାତ୍ରୀମାନଙ୍କୁ କୃଷି କ୍ଷେତ୍ରରେ ବ୍ୟବହୃତ ନୂତନ ଜ୍ଞାନ କୌଶଳ ସମ୍ପର୍କରେ ଅବଗତ କରିବାପାଇଁ ଗଜପତି ଜିଲ୍ଲା ସଦର ମହକୁମା ପାରଳାଖେମୁଣ୍ଡି ସହରର ଉପକଣ୍ଠସ୍ଥ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରl "ଏକ ଯୋଗ ଶିବିର" , "ଏକ ପ୍ରବନ୍ଧ ପ୍ରତିଯୋଗିତା" ,"ଏକ ସଙ୍ଗୀତ ପ୍ରତିଯୋଗିତା" ଏବଂ "ଏକ ନୃତ୍ୟ ପ୍ରତିଯୋଗିତା" ଜନ ଭାଗିଦାରୀ (JAN BHAGIDARI) ଇଭେଣ୍ଟ, "G20 ପ୍ରେସିଡେନ୍ସି" ଅଧୀନରେ 21 ଏପ୍ରିଲ 2023 ବର୍ଷରେ ଏକ ଦିନିଆ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି ।

ଯୋଗ ଶିବିର କର୍ମଶାଳା

G20 ପ୍ରେସିଡେନ୍ସିର ଏହି ଜି -20 ସଚେତନତା ଯୋଗ ଶିବିରରେ, ଡକ୍ଟର ପ୍ରଫୁଲ୍ଲ କୁମାର ପଣ୍ଡା,ଆସୋସିଏଟ ପ୍ରଫେସର CUTM,ପେରଳାଖେମୁଣ୍ଡି ,ଗଜପତି ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଡକ୍ଟର ସୌରଭ ବର୍ମନ , ଆସୋସିଏଟ ପ୍ରଫେସର ,CUTM ଯୋଗଦେଇ ଏହି ଯୋଗ ଶିବିର କାର୍ଯ୍ୟକ୍ରମକୁ ସୁଚାରୁରୂପେ ସମ୍ପାଦନା କରିଥିଲେ l ଏଥିରେ 48 ଜଣ
ସେଞ୍ଚୁରିଅନ୍ ୟୁନିଭରସିଟିର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l

ପ୍ରବନ୍ଧ ପ୍ରତିଯୋଗିତା

G20 ପ୍ରେସିଡେନ୍ସିର ଏହି ଜି -20 ସଚେତନତା ପ୍ରବନ୍ଧ ପ୍ରତିଯୋଗିତାରେ, Sr. Mary P.V., Principal, ST. Vincent’s Women’s Higher Secondary School, Paralakhemundi , Gajapati ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଵୈଶାଲୀ ବର୍ମନ ,Project Executive, CUTM, Paralakhemundi ,ଯୋଗଦେଇ ଏହି ପ୍ରବନ୍ଧ ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପାଦନା କରିଥିଲେ lଏଥିରେ 41 ଜଣ ST. Vincent’s Women’s Higher Secondary Schoolର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ଅମାତି ଦଳବେହେରା ,ଇଷ୍ଟରlଣୀ ଲିମା ଏବଂ ମନ୍ଦାକିନୀ ଉଥାନ ସିଂଙ୍କୁ ପୁରସ୍କୃତ କରାଯାଇଥିଲା l

ସଙ୍ଗୀତ ପ୍ରତିଯୋଗିତା
G20 ପ୍ରେସିଡେନ୍ସିର ଏହି ଜି -20 ସଚେତନତା ପ୍ରବନ୍ଧ ପ୍ରତିଯୋଗିତାରେ, Sr. Mary P.V., Principal, ST. Vincent’s Women’s Higher Secondary School, Paralakhemundi , Gajapati ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଵୈଶାଲୀ ବର୍ମନ ,Project Executive, CUTM, Paralakhemundi,ଯୋଗଦେଇ ଏହି ପ୍ରବନ୍ଧ ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପାଦନା କରିଥିଲେ lଏଥିରେ 41 ଜଣ ST. Vincent’s Women’s Higher Secondary Schoolର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ରୋଜାଲି ପ୍ରଧାନ , ଅମାତି ଦଳବେହେରା ଏବଂ ମନ୍ଦାକିନୀ ଉଥାନ ସିଂଙ୍କୁ ପୁରସ୍କୃତ କରାଯାଇଥିଲା l

ନୃତ୍ୟ ପ୍ରତିଯୋଗିତା

G20 ପ୍ରେସିଡେନ୍ସିର ଏହି ଜି -20 ସଚେତନତା ପ୍ରବନ୍ଧ ପ୍ରତିଯୋଗିତାରେ, Sr. Mary P.V., Principal, ST. Vincent’s Women’s Higher Secondary School, Paralakhemundi , Gajapati ମୁଖ୍ୟ ଅତିଥି ରୂପେ ଯୋଗ ଦେଇଥିଲେ l କାର୍ଯ୍ୟକ୍ରମରେ ଵୈଶାଲୀ ବର୍ମନ ,Project Executive, CUTM, Paralakhemundi,ଯୋଗଦେଇ ଏହି ପ୍ରବନ୍ଧ ପ୍ରତିଯୋଗିତାକୁ ସୁଚାରୁରୂପେ ସମ୍ପାଦନା କରିଥିଲେ lଏଥିରେ 41 ଜଣ ST. Vincent’s Women’s Higher Secondary Schoolର ଛାତ୍ରଛାତ୍ରୀ ଅଂଶଗ୍ରହଣ କରିଥିଲେ l ଏହି ପ୍ରତିଯୋଗିତାରେ ଲିମା ଫ୍ରାନ୍ସିସ , ଧରିତ୍ରୀ ଶବର ଏବଂ ଅଗ୍ନେଶ ନାୟକଙ୍କୁ ପୁରସ୍କୃତ କରାଯାଇଥିଲା l

ପ୍ରତିଯୋଗିତାର ଫଳାଫଳ
ଅଂଶଗ୍ରହଣକାରୀ ଛାତ୍ରଛାତ୍ରୀ ମାନେ ସେଞ୍ଚୁରିଅନ୍ ୟୁନିଭରସିଟି ଅଫ୍ ଟେକ୍ନୋଲୋଜି ଆଣ୍ଡ ମ୍ୟାନେଜମେଣ୍ଟ ଦ୍ୱାରା ହୋଇଥିବା ଏହି G20 ପ୍ରେସିଡେନ୍ସିର ଏହି ଜି -20 ସଚେତନତା ଉପରେ ଅଂଶ ଗ୍ରହଣ କରି ଏଥିସହିତ ଜଡିତ ବିଭିନ୍ନ କାର୍ଯ୍ୟକଳାପ ସମ୍ପର୍କରେ ବିସ୍ତୃତ ଭାବରେ ଜାଣିବାକୁ ପାଇଥିଲେ l

ଏହି କର୍ମଶାଳା ଛାତ୍ରମାନଙ୍କୁ ଏହି କ୍ଷେତ୍ରରେ ସମସାମୟିକ ପ୍ରତିଭାଙ୍କ ନିକଟରେ ପ୍ରକାଶ କରି ସେମାନଙ୍କର ସୃଜନଶୀଳ ଦକ୍ଷତା ବିକାଶରେ ସାହାଯ୍ୟ କରିଥାଏ | ସେମାନଙ୍କ ସାଥୀଙ୍କ କାର୍ଯ୍ୟକୁ ନଜରରେ ରଖି ଛାତ୍ରମାନେ ସେମାନଙ୍କର କୌଶଳ ଏବଂ ଅନ୍ୟ କଳାକାରଙ୍କ ଫଳାଫଳକୁ ବିଶ୍ଳେଷଣ ଏବଂ ମୂଲ୍ୟାଙ୍କନ କରିବାର ସୁଯୋଗ ମିଳିଥାଏ | ଏହି କର୍ମଶାଳା ଛାତ୍ରମାନଙ୍କୁ ଦଳ କାର୍ଯ୍ୟ ଏବଂ ସହଯୋଗ କୌଶଳ ବିକାଶ କରିବାରେ, ସେମାନଙ୍କର ଅନ୍ତର୍ନିହିତ ପ୍ରେରଣାକୁ ବଢାଇବାକୁ , ମାନସିକ ଦୃଢ଼ତା ଏବଂ ସାମାଜିକ ଏବଂ ଭାବପ୍ରବଣତା ବୃଦ୍ଧି କରିବାରେ ନିଶ୍ଚିତ ଭାବରେ ସାହାଯ୍ୟ କରିବ ଏଥିରେ ତିଳେହେଲେ ସନ୍ଦେହ ନାହିଁ |

 

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳାର ସପ୍ତମ ଦିନ ,ସାମଗ୍ରୀକ ବିକାଶକୁ ଗୁରୁତ୍ୱ

ସେଞ୍ଚୁରିଅନ୍ ବିଶ୍ୱବିଦ୍ୟାଳୟରେ ଜି-20ର ସ୍ୱତନ୍ତ୍ର କର୍ମଶାଳା ,ଛାତ୍ରଛାତ୍ରୀଙ୍କ ବିକାଶକୁ ଗୁରୁତ୍ୱ

 

 

Like this article?

Hey! I am Omkar Mohanty. Did you liked this article and have suggestions to improve this article? Mail me your suggestions and feedback.

Share your comments