
The Man Behind Bharat Certis Agriscience Ltd: Dharmesh Gupta, Managing Director, Bharat Certis Agriscience Ltd., shares about his journey KJ Chaupal
କୃଷି ଓ କୃଷକମାନଙ୍କୁ ଦୃଷ୍ଟିରେ ରଖି କୃଷି କ୍ଷେତ୍ରରେ ଅଧିକରୁ ଅଧିକ ଉନ୍ନତି ପାଇଁ ସବୁବେଳେ ପ୍ରୟାସ କରିଥାଏ କୃଷି ଜାଗରଣ (Krishi Jagran)। କୃଷି କ୍ଷେତ୍ରରେ ସକ୍ରିୟ ଥିବା ବ୍ୟକ୍ତି ବିଶେଷମାନଙ୍କୁ କୃଷି ବିଷୟରେ ଆଲୋଚନା କରିବା ପାଇଁ କୃଷି ଜାଗରଣକୁ ନିମନ୍ତ୍ରଣ କରାଯାଇଥାଏ । ତେବେ, ଆଜି କୃଷି ଜାଗରଣରେ ଏହି ଆଲୋଚନାରେ ସାମିଲ ହୋଇଥିଲେ DHARMESH GUPTA (Managing Director of Bharat Certis AgriScience Ltd)।

The Man Behind Bharat Certis Agriscience Ltd: Dharmesh Gupta shares about his journey KJ Chaupal
କୃଷି ଜାଗରଣ ଚୌପାଲରେ ଖୋଲା ହୃଦୟରେ କୃଷି କ୍ଷେତ୍ରକୁ ନେଇ ସୁନ୍ଦର ବକ୍ତବ୍ୟ ଦେବା ସହିତ ପାଇଁ ନିଜର ଭିଜନକୁ ଉପସ୍ଥାପନ କରିଛନ୍ତି DHARMESH GUPTA ।
କୃଷି ଜାଗରଣରେ ପହଞ୍ଚିବା ପରେ DHARMESH GUPTAଙ୍କୁ ଭବ୍ୟ ସ୍ବାଗତ କରାଯାଇଛି । ସଂସ୍ଥାର ପ୍ରତିଷ୍ଠାତା ତଥା ମୁଖ୍ୟ ସମ୍ପାଦକ ଏମସି ଡୋମିନିକ ଓ ସମସ୍ତ କର୍ମଚାରୀ ମିଶି DHARMESH GUPTAଙ୍କୁ ସ୍ବାଗତ ଜଣାଇଥିଲେ ।
ଚାଷ ପାଇଁ ସବୁଠୁ ଗୁରୁତ୍ୱପୂର୍ଣ୍ଣ ମୃତ୍ତିକା ଚୟନ (Soil test for farming)। ଚାଷ କ୍ଷେତ୍ର (Agriculture sector)ରେ ନୂଆ ପରିବର୍ତ୍ତନ ଆଣିବା ପାଇଁ ସରକାର ନୂଆ ନୂଆ ପ୍ରୟାସ ଆପଣାଉଛନ୍ତି । ଏହି ଆଧାରରେ କୃଷି କ୍ଷେତ୍ରରେ ଡ୍ରୋନ ଟେକ୍ନୋଲୋଜୀ (Drone Technology)ର ମଧ୍ୟ ପ୍ରଯୋଗ ହେଉଛି । ଚାଷ କାର୍ଯ୍ୟ ପାଇଁ ବେଶ ପରିଶ୍ରମ କରନ୍ତି ଚାଷୀ । ଏହାକୁ ସହଜ କରିବା ପାଇଁ ଟେକ୍ନୋଲୋଜୀର ସାହାଯ୍ୟ ନିଆଯାଉଛି । ପରିଶ୍ରମ କମ କରିବା ଓ ସମୟ ମଧ୍ୟରେ କାମକୁ ସମ୍ପୂର୍ଣ୍ଣ କରିବା ପାଇଁ କୃଷି କ୍ଷେତ୍ରରେ ଡ୍ରୋନ ବ୍ଯବହାର ଉପରେ ଗୁରୁତ୍ବ ଦିଆଯାଉଛି ।

The Man Behind Bharat Certis Agriscience Ltd: Dharmesh Gupta shares about his journey KJ Chaupal
ଚାଷୀଙ୍କୁ ସହାୟକ ହେବ ଡ୍ରୋନ (Drone) । ଡ୍ରୋନ (Drone) ସହାୟତାରେ ଚାଷୀ ନିଜର ସମୟ ବଞ୍ଚାଇବା ସହିତ ଆୟ ମଧ୍ଯ ବଢାଇପାରିବେ । ଚାଷ ପାଇଁ ସବୁଠୁ ଗୁରୁତ୍ୱ ପୂର୍ଣ୍ଣ ମୃତ୍ତିକା ଚୟନ(Soil test for farming) । ଫସଲରୁ ଅଧିକ ଉତ୍ପାଦନ ପାଇବାକୁ ଚାହୁଁଥିଲେ ମାଟି ପରୀକ୍ଷା (Soil test) କରି ସେହି ହିସାବରେ ଚାଷ କରିବାକୁ ହୋଇଥାଏ ।
ପ୍ରକାଶ ଥାଉ ଯେ, ମୃତ୍ତିକାର ସ୍ଵାସ୍ଥ୍ୟ ଠିକ ଓ ଉର୍ବରିଆ ଥିଲେ ଫସଲର ଅମଳ ଆଶାନୁରୂପ ହୋଇଥାଏ । ମୃତ୍ତିକା କିପରି ଅଛି, ତାହା ପ୍ରଥମେ ଜାଣିବା ଦରକାର । ମୃତ୍ତିକାର ସ୍ଵାସ୍ଥ୍ୟକୁ ଠିକ୍ ରଖ ଫସଲରୁ ଅଧିକ ଅମଳ ପାଇବା ନିମନ୍ତେ ମାଟି ପରୀକ୍ଷା କରାଇ ନେବା ଜରୁରୀ ।
Share your comments