1. କୃଷି ଖବର

ITOTY ଆଓ୍ବାର୍ଡ 2022 : ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ

ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ITOTY ଆଓ୍ବାର୍ଡ 2022 । Indian Tractor of the year Awards ର ଏହା ତୃତୀୟ ସଂସ୍କରଣ ।

Sudesna Nayak
Sudesna Nayak
Tractor Junction in association with CEAT Specialty announces winners of India’s tractor of the year 2022

Tractor Junction in association with CEAT Specialty announces winners of India’s tractor of the year 2022

ରାଜଧାନୀ ଦିଲ୍ଲୀରେ ଆୟୋଜିତ ହୋଇଯାଇଛି ITOTY ଆଓ୍ବାର୍ଡ 2022 । Indian Tractor of the year Awards ର ଏହା ତୃତୀୟ ସଂସ୍କରଣ । ଚଳିତ ଥର Indian tractor of the Year 2022 ବିଜେତା ହୋଇଛନ୍ତି Mahindra 575 DI XP Plus ଓ Massey Fergussion 246 । ଅପରାହ୍ନ 4ଟାରେ ଦିଲ୍ଲୀର ପଲମନ ଏରୋସିଟି ହୋଟେଲରେ ଏହି କାର୍ଯ୍ୟକ୍ରମ ଶୁଭାରମ୍ଭ ହୋଇଥିଲା । ITOTY 2022 ପାଇଁ ଏକ୍ସକ୍ଲୁସିଭ୍ ଏଗ୍ରି ମିଡିଆ ପାର୍ଟନର ରହିଛି କୃଷି ଜାଗରଣ ।

Tractor Junction in association with CEAT Specialty announces winners of India’s tractor of the year 2022

Tractor Junction in association with CEAT Specialty announces winners of India’s tractor of the year 2022

Mr. Amit Tolani, Chief Executive କହିଛନ୍ତି, CEAT ରେ ଆମର ନିରନ୍ତର ପ୍ରୟାସ ହେଉଛି ସାହାଯ୍ୟ କରିବା । ଆମର ଉନ୍ନତ ଦ୍ରବ୍ୟ ମାଧ୍ୟମରେ କୃଷକମାନେ ସେମାନଙ୍କ ଚାଷଜମିରୁ ସର୍ବୋତ୍ତମ ଉତ୍ପାଦନ ପାଆନ୍ତି ।

Mr. Vinkesh Gulati, President, Federation of Automobile Dealers Associations(FADA)କହିଛନ୍ତି , ଚାଷୀଙ୍କ ପାଇଁ ସରକାର ଅନେକ ଯୋଜନା ଚଳାଇଛନ୍ତି । ବର୍ତ୍ତମାନ ଟ୍ରାକ୍ଟର ବିନା କୌଣସି କୃଷି କାର୍ଯ୍ୟ ସମ୍ଭବ ନୁହେଁ । ଟ୍ରାକ୍ଟର ସହଜରେ ସମସ୍ତ ପ୍ରକାର କୃଷି କାର୍ଯ୍ୟ କରିଥାଏ ।

Mr. Rajat Gupta, Founder of ITOTY and Tractor Junction କହିଛନ୍ତି, “ଆମର ମୂଳ ଲକ୍ଷ୍ୟ ହେଉଛି ସଚେତନତା ସୃଷ୍ଟି କରିବା ଏବଂ ଚାଷ ଉପକରଣ ପାଇଁ କୃଷକମାନଙ୍କୁ ସୂଚନା ଦେବା । ITOTY ପୁରସ୍କାର ସହିତ, ଆମର ଲକ୍ଷ୍ୟ ହେଉଛି ଅଭିନବ ଉତ୍ପାଦକୁ ପୁରସ୍କାର ଏବଂ ଉତ୍ସାହିତ କରିବା । ଆମର କୃଷକମାନଙ୍କୁ ସାହାଯ୍ୟ କରିବା ।

20 hP କ୍ୟାଟାଗୋରୀରେ ସର୍ବଶ୍ରେଷ୍ଠ ଟ୍ରାକ୍ଟର ପୁରସ୍କାର ପାଇଛି vst 171 । ସେହିପରି 21-30 hp କ୍ୟାଟାଗୋରୀରେ captaon 283 4wd, 31-40 hp କ୍ୟାଟାଗୋରୀରେ swaraj 735 fe, 41-45 hp କ୍ୟାଟାଗୋରୀରେ kubota mu 4501, 46-50 hp କ୍ୟାଟାଗୋରୀରେ new holland 3602 allroinder+, 51-60 hp କ୍ୟାଟାଗୋରୀରେ powertrack euro 55 powerhouse, -60 hpରୁ ଉର୍ଦ୍ଧ୍ବ କ୍ୟାଟାଗୋରୀରେ mahindra novo 755 Di

ଟ୍ରାକ୍ଟର ଶିଳ୍ପ ବିଶେଷଜ୍ଞଙ୍କ ଦ୍ବାରା ITOTY ଟ୍ରାକ୍ଟର ପୁରସ୍କାର ଚୟନ କରାଯାଏ । ITOTY ଜୁରି ସଦସ୍ୟଙ୍କ ଦ୍ବାରା ଭୋଟ୍ ପ୍ରକ୍ରିୟାରେ ସବୁଠାରୁ ଯୋଗ୍ୟ ବିଜେତା ବଛାଯାଏ । ITOTY ବିଜେତାମାନେ ସେମାନଙ୍କର ଗୁଣାତ୍ମକ ଉତ୍ପାଦ ମାଧ୍ୟମରେ କୃଷକମାନଙ୍କୁ ସନ୍ତୁଷ୍ଟ କରିବାରେ ସେମାନଙ୍କର ଅସାଧାରଣ କାର୍ଯ୍ୟ ପାଇଁ ପୁରସ୍କାର ପାଇଥାନ୍ତି । 2021ରେ ସୋନାଲିକା ଟାଇଗର 55(Sonalika Tiger 55) ଏହି ପୁରସ୍କାର ପାଇଁ ଯୋଗ୍ୟ ବିବେଚିତ ହୋଇଥିଲା ।

Tractor Junction in association with CEAT Specialty announces winners of India’s tractor of the year 2022

Tractor Junction in association with CEAT Specialty announces winners of India’s tractor of the year 2022

ITOTY-2022 ବିଜେତା

-Indian tractor of the Year 2022-(1. Mahindra 575 DI XP Plus 2. Massey Fergussion 246)

-Best tractor under 20 hp- vst 171
-Best tractor 21-30 hp- Captaon 283 4wd
-Best tractor 31-40 hp- swaraj 735 fe
-Best tractor 41-45 hp- Kubota mu 4501
-Kubota best title 40-50hp
-Best tractor 41-45 hp- Kubota mu 4501
-Best tractor 46-50 hp- new holland 3602 all rounder
-Best tractor 51-60 hp- power trac euro 55 powerhouse
-Best tractor above-60 hp- Mahindra novo 755 Di
-Straw reaper of the year- Dashmesh 517
-Reversible Plough of the year-Lemken Opal 90E
-Smart Farm Machinery of the Year- Joint winners(1.Shaktiman cotton picker 2. Code by swaraj)
-Post Harvest Solution of the year- New Holland Square baler..bc 5060
-Rotavator of the year- Machio Gaspardo Virat Rotavator
-Power Tiller of the year- VST 165 DI
-Classic tractor of the year- Sonalika Sikandar DI 740
-Most Sustainable Tractor of the year- Massey Fergusson 241 Dynatrac
-Best 4 WD tractor of the year-(Same Deutz Agrolux 55 4wd, Solis 5015 4 Wd)
-Best design tractor- kubota mu 5502
-Best tractor for commercial application- Eicher 557
-Best tractor for Agriculture- Farmtrac 60 Farmtrac
-Orchard tractor of the Year-Sonalika Baagban RX32
-Tractor Exporter of the Year- International Tractor Limited

ITOTY ଆଓ୍ବାର୍ଡ 2022: ଜାଣନ୍ତୁ କେଉଁ ଟ୍ରାକ୍ଟର ହେଲା ସର୍ବଶ୍ରେଷ୍ଠ ବିଜେତା

କୃଷକଙ୍କ କାର୍ଯ୍ୟ ହେଲା ସହଜ,ଚାଷ ପାଇଁ ଉତ୍କୃଷ୍ଟ ସ୍ୱରାଜ ଟ୍ରାକ୍ଟର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ