
Tuesday low Rainfall in August
ଅଗଷ୍ଟ (August)ରେ ଓଡ଼ିଶା (Odisha)ରେ କମ୍ ବର୍ଷା (Rain)ହେବ । ଭାରତୀୟ ପାଣିପାଗ ବିଭାଗ (IMD)ଆଜି ମଙ୍ଗଳବାର (Tuesday)ଅଗଷ୍ଟ (August)ମାସର ମୌସୁମୀ ବର୍ଷା (Rain)ବିଷୟରେ ସୂଚନା ଦେଇଛି ।
ସୂଚନା ଅନୁଯାୟୀ, ଭାରତୀୟ ପାଣିପାଗ ବିଭାଗ (IMD)ର ସୂଚନା ମୁତାବକ, ଅଗଷ୍ଟ (August)ରେ ରାଜ୍ୟରେ ବିଶେଷ ବର୍ଷା (Rain)ହେବ ନାହିଁ । ଯେତିକି ହେବ, ତାହା ସ୍ବାଭାବିକ ଠାରୁ କମ୍ ହିଁ ରହିବ । ଦେଶରେ କିନ୍ତୁ ବର୍ଷା (Rain)ସ୍ବାଭାବିକ ରହିବ । ଦକ୍ଷିଣ ଭାରତର ଅଧିକାଂଶ ସ୍ଥାନରେ ସ୍ବାଭାବିକ ଠାରୁ ଅଧିକ ରହିବ ।
ଏବେ ତ ରାଜ୍ୟରେ ଲଗାଣ ବର୍ଷା (RAIN)ଲାଗି ରହିଥିଲା । କିନ୍ତୁ ଆସନ୍ତା 4 ଦିନ ବିଶେଷ ବର୍ଷା (RAIN)ର ସମ୍ଭାବନା ନାହିଁ । କାରଣ ରାଜ୍ୟରେ ମୌସୁମୀ (Mansoon) ସ୍ଥିତି ଦୁର୍ବଳ ଅଛି । ଅଗଷ୍ଟ ୫ ତାରିଖ ଯାଏଁ ରାଜ୍ୟରେ ଏଭଳି ସ୍ଥିତି ଜାରି ରହିବ ବୋଲି ପାଣିପାଗ ବିଭାଗ ପୂର୍ବାନୁମାନ କରିଛନ୍ତି । ଅଗଷ୍ଟ ୬ରେ ଲଘୁଚାପ!
ଅଗଷ୍ଟ 6 ରେ ଆଉ ଏକ ଲଘୁଚାପ (low pressure) ସୃଷ୍ଟି ହେବ । ଶ୍ରାବଣ ମାସରେ ବର୍ଷା (RAIN) ହେବ ନାହିଁ ବୋଲି ପାଣିପାଗ ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।
ପ୍ରକାଶ ଥାଉ ଯେ, ଆଜି ମଙ୍ଗଳବାର (Tuesday)ପୁରୀ ଜିଲ୍ଲା, ଖୋର୍ଦ୍ଧା ଜିଲ୍ଲା, ନୟାଗଡ଼ ଜିଲ୍ଲା, ଗଞ୍ଜାମ ଜିଲ୍ଲା, ଗଜପତି ଜିଲ୍ଲା, ସୋନପୁର ଜିଲ୍ଲା, ବୌଦ୍ଧ ଜିଲ୍ଲା, ନୂଆପଡ଼ା ଜିଲ୍ଲା, ବଲାଙ୍ଗୀର ଜିଲ୍ଲା, କଳାହାଣ୍ଡି ଜିଲ୍ଲା, କନ୍ଧମାଳ ଜିଲ୍ଲା, ନବରଙ୍ଗପୁର ଜିଲ୍ଲା, ରାୟଗଡ଼ା ଜିଲ୍ଲା, କୋରାପୁଟ ଜିଲ୍ଲା, ମାଲକାନଗିରି ଜିଲ୍ଲା, ମାଲକାନଗିରି ଜିଲ୍ଲା, ବରଗଡ଼ ଜିଲ୍ଲା, ଝାରସୁଗୁଡ଼ା ଜିଲ୍ଲା, ସୁନ୍ଦରଗଡ଼ ଜିଲ୍ଲା, କେନ୍ଦୁଝର ଜିଲ୍ଲା ଓ ମୟୂରଭଞ୍ଜ ଜିଲ୍ଲା ଆଦି ଜିଲ୍ଲାର କିଛି ସ୍ଥାନରେ ହାଲୁକାରୁ ମଧ୍ୟମ ଧରଣର ବର୍ଷା (RAIN)ହୋଇପାରେ ।
Share your comments