1. କୃଷି ଖବର

Employees DA Hike: ୬ ପ୍ରତିଶତ ବଢ଼ିଲା ମହଙ୍ଗା ଭତ୍ତା

ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ମହଙ୍ଗା ଭତ୍ତାକୁ ହିଁ ଅପେକ୍ଷା କରି ରହିଛନ୍ତି । ନିକଟରେ ବିଧାନସଭାରେ ବଜେଟ୍ (budget)ଉପସ୍ଥାପନ ସମୟରେ ରାଜ୍ୟ ସରକାର ମହଙ୍ଗା ଭତ୍ତାକୁ ଆହୁରି ବୃଦ୍ଧି କରିଛନ୍ତି । ସରକାର ସରକାରୀ କର୍ମଚାରୀଙ୍କ ପାଇଁ ଡିଏକୁ ୩% ବୃଦ୍ଧି କରିଛନ୍ତି । ଯାହା ପରେ ବର୍ତ୍ତମାନ ହିଁ ପଶ୍ଚିମବଙ୍ଗ ସରକାର ନିଜ ରାଜ୍ୟର ସରକାରୀ କର୍ମଚାରୀମାନଙ୍କୁ ଏକ ବଡ଼ ଖୁସିଖବର ଦେଇଛନ୍ତି ।

Sudesna Nayak
Sudesna Nayak
West Bengal hikes dearness allowance (DA) by 6% for employees, pensioners. Details here

West Bengal hikes dearness allowance (DA) by 6% for employees, pensioners. Details here

ଦେଶର ଲକ୍ଷ ଲକ୍ଷ ସରକାରୀ କର୍ମଚାରୀ ମହଙ୍ଗା ଭତ୍ତା (Dearness Allowance)କୁ ହିଁ ଅପେକ୍ଷା କରି ରହିଛନ୍ତି । ନିକଟରେ ବିଧାନସଭାରେ ବଜେଟ୍ (budget)ଉପସ୍ଥାପନ ସମୟରେ ରାଜ୍ୟ ସରକାର ମହଙ୍ଗା ଭତ୍ତା (DA)କୁ ଆହୁରି ବୃଦ୍ଧି କରିଛନ୍ତି । ସରକାର ସରକାରୀ କର୍ମଚାରୀ (government employees)ଙ୍କ ପାଇଁ ଡିଏ (da)କୁ ୩% ବୃଦ୍ଧି କରିଛନ୍ତି । ଯାହା ପରେ ବର୍ତ୍ତମାନ ହିଁ ପଶ୍ଚିମବଙ୍ଗ ସରକାର (West Bengal Government) ନିଜ ରାଜ୍ୟର ସରକାରୀ କର୍ମଚାରୀ (State Government Employees) ମାନଙ୍କୁ ଏକ ବଡ଼ ଖୁସିଖବର (Good news) ଦେଇଛନ୍ତି ।

ସୂଚନା ଅନୁଯାୟୀୀ, ପଶ୍ଚିମବଙ୍ଗ ସରକାର (West Bengal Government)ଶୁକ୍ରବାର ଦିନ ହିଁ କର୍ମଚାରୀ, ପେନସନଭୋଗୀ (West Bengal Government Pensioners)ଙ୍କ ପାଇଁ ୬ ପ୍ରତିଶତ ମହଙ୍ଗା ଭତ୍ତା (DA Hike) ଓ ୬ ପ୍ରତିଶତ ମହଙ୍ଗା ରିଲିଫ୍ ବୃଦ୍ଧି ଘୋଷଣା କରିଛନ୍ତି । ମାର୍ଚ୍ଚ 01, 2023 ଠାରୁ କାର୍ଯ୍ୟକାରୀ ହେବ ।

କହିବାକୁ ଗଲେ ହିଁ , ପଶ୍ଚିମବଙ୍ଗ ସରକାର ରାଜ୍ୟର ସରକାରୀ କର୍ମଚାରୀ (West Bengal Government Employees)ଙ୍କ ପାଇଁ ୬ ପ୍ରତିଶତ ମହଙ୍ଗା ଭତ୍ତା (DA Hike) ଓ ପେନସନଭୋଗୀ (West Bengal Government Pensioners) ମାନଙ୍କ ପାଇଁ ୬ ପ୍ରତିଶତ ମହଙ୍ଗା ରିଲିଫ୍ ବୃଦ୍ଧି କରିବାକୁ ମମତା ସରକାର ଘୋଷଣା କରିଛନ୍ତି । ଏହି ମହଙ୍ଗା ଭତ୍ତା (DA Hike) ଘୋଷଣା ସହିତ ରାଜ୍ୟ ସରକାର ଏକ ବିଜ୍ଞପ୍ତି ମଧ୍ୟ ଜାରି କରିଛନ୍ତି । ଦରଦାମରୁ ମୁକ୍ତି ପାଇବା ପାଇଁ ପେନସନଭୋଗୀ (Pensioners) ଓ କର୍ମଚାରୀ (Government Employees)ମାନଙ୍କୁ ଏହି ଭତ୍ତା ଦିଆଯାଇଥାଏ ।

ପ୍ରକାଶ ଥାଉ ଯେ, ଏବେ ହୋଲି ପୂର୍ବରୁ ଆସିଛି ବଡ ଖୁସି ଖବର (Good news) । ଆସିଛି ପଶ୍ଚିମବଙ୍ଗ ସରକାର (West Bengal Government) ନିଜ ରାଜ୍ୟର ସରକାରୀ କର୍ମଚାରୀ (State Government Employees) ମାନଙ୍କୁ ଏକ ବଡ଼ ଖୁସିଖବର (Good news) ଦେଇଛନ୍ତି ।

ସରକାରୀ କର୍ମଚାରୀଙ୍କ ପାଇଁ ଖୁସିଖବର, ୩% ବଢିଲା ମହଙ୍ଗା ଭତ୍ତା

7th Pay Commission: ଚାକିରିଆ ଓ ପେନସନଭୋଗୀଙ୍କୁ ମିଳିବ ହୋଲି ଉପହାର

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments