ବିଧାନସଭାରେ ବଜେଟ୍ (budget)ଉପସ୍ଥାପନ ସମୟରେ ରାଜ୍ୟ ସରକାର ମହଙ୍ଗା ଭତ୍ତା (DA)କୁ ଆହୁରି ବୃଦ୍ଧି କରିଛନ୍ତି । ସରକାର ସରକାରୀ କର୍ମଚାରୀ (government employees)ଙ୍କ ପାଇଁ ଡିଏ (da)କୁ ୩% ବୃଦ୍ଧି କରିଛନ୍ତି ।
ସୂଚନା ଅନୁଯାୟୀ, ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ୍ (budget) ଉପସ୍ଥାପନ ସମୟରେ ରାଜ୍ୟ ସରକାର (state government)ମହଙ୍ଗା ଭତ୍ତା (DA)କୁ ଆହୁରି ୩ ପ୍ରତିଶତ ବୃଦ୍ଧି କରିଛନ୍ତି । ପଶ୍ଚିମବଙ୍ଗର ଅର୍ଥମନ୍ତ୍ରୀ ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ଘୋଷଣା କରିଛନ୍ତି ଯେ ପଶ୍ଚିମବଙ୍ଗ ସରକାର (government)ସରକାରୀ କର୍ମଚାରୀ (government employees)ଙ୍କ ପାଇଁ ଡିଏ (da)କୁ ୩% ବୃଦ୍ଧି କରିଛନ୍ତି । ଚନ୍ଦ୍ରିମା ଭଟ୍ଟାଚାର୍ଯ୍ୟ ବିଧାନସଭାରେ ରାଜ୍ୟ ବଜେଟ୍ (budget 2023-2024)୨୦୨୩-୨୪ ଉପସ୍ଥାପନ କରିଥିଲେ । ବଜେଟ୍ରେ ଅର୍ଥମନ୍ତ୍ରୀ କହିଛନ୍ତି ଯେ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ନିର୍ଦ୍ଦେଶରେ ରାଜ୍ୟର ସମସ୍ତ ସରକାରୀ କର୍ମଚାରୀଙ୍କ ପାଇଁ DA ଘୋଷଣା କରାଯାଇଛି ।
ଘୋଷଣା ଅନୁଯାୟୀ ଆସନ୍ତା ମାର୍ଚ୍ଚ ମାସର ଦରମାରୁ ରାଜ୍ୟ ସରକାରୀ କର୍ମଚାରୀ (government employees)ମାନେ ବର୍ଦ୍ଧିତ DA ପାଇବେ । ସରକାରୀ କର୍ମଚାରୀଙ୍କ ବ୍ୟତୀତ ପେନ୍ସନ୍ (pensioner)ଭୋଗୀମାନେ ମଧ୍ୟ ଏହାର ସୁବିଧା ପାଇବେ ।
ପ୍ରକାଶ ଥାଉ ଯେ, ଆସିଲା ବଡ ଖୁସି ଖବର (GOOD NEWS)। ସରକାର ସରକାରୀ କର୍ମଚାରୀ (government employees)ଙ୍କ ପାଇଁ ଡିଏ (da)କୁ ୩% ବୃଦ୍ଧି କରିଛନ୍ତି । ଯାହାକୁ ନେଇ ଖୁସିରେ ସରକାରୀ କର୍ମଚାରୀ (government employees) ।
7th Pay Commission: ଚାକିରିଆ ଓ ପେନସନଭୋଗୀଙ୍କୁ ମିଳିବ ହୋଲି ଉପହାର
7th Pay Commission: କେନ୍ଦ୍ରୀୟ କର୍ମଚାରୀଙ୍କ ମହଙ୍ଗା ଭତ୍ତା ୩ ପ୍ରତିଶତ ବୃଦ୍ଧି
Share your comments