1. ଅନ୍ୟାନ୍ୟ

୧୦୦ ଟଙ୍କା ନୋଟ ନୁହେଁ !୧୦୦ ଟଙ୍କା ର ମୁଦ୍ରା….

ସ୍ବର୍ଗତ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ୯୪ ତମ ଜନ୍ମ ବାର୍ଷିକୀ ଅବସରରେ ସୋମବାର ତାଙ୍କ ସ୍ମୃତି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି

KJ Staff
KJ Staff

ସ୍ବର୍ଗତ ପ୍ରଧାନ ମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କର ୯୪ ତମ ଜନ୍ମ ବାର୍ଷିକୀ ଅବସରରେ ସୋମବାର ତାଙ୍କ ସ୍ମୃତି ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ୧୦୦ ଟଙ୍କିଆ ମୁଦ୍ରା ଉନ୍ମୋଚନ କରିଛନ୍ତି| ଏହି ଅବସରରେ ଅନୁଷ୍ଠିତ ଉତ୍ସବରେ ବାଜପେୟୀଙ୍କର ଦୀର୍ଘ ଦିନର ସହଯୋଗୀ ଏଲ.କେ .ଆଡ଼ୱାଣି ,ଲୋକସଭା ବାଚସ୍ପତି ସୁମିତ୍ରା ମହାଜନ ,ଅର୍ଥମନ୍ତ୍ରୀ ଅରୁଣ ଜେଟଲୀ ଏବଂ ବି.ଯେ.ପି ଅଧ୍ୟକ୍ଷ ଅମିତ ଶାହା ପ୍ରମୁଖ ଉପସ୍ଥିତ ଥିଲେ |

ଏହି ମୁଦ୍ରା ର ବିଶେଷତ୍ୱ:

  • ମୁଦ୍ରା ର ଆଗରେ ରହିଛି ଭାରତ ର ଏଂବ୍ଲେମ ;ଅଶୋକ ଚକ୍ର
  • ଅଶୋକ ଚକ୍ର ତଳେ ଲିପିବଦ୍ଧ ହୋଇଛି "ସତ୍ୟମେବ ଜୟତେ "
  • ଏହା ତଳେ ଭାରତ ଦେବନାଗିରି ଲିପି ରେ ଲେଖା ହେବ ସହ ଇଣ୍ଡିଆ ରୋମାନ ଭାଷା ରେ ଲେଖା ହୋଇଛି|
  • ମୁଦ୍ରା ରେ ଅଟଳ ବିହାରୀ ବାଜପେୟୀଙ୍କର ଏକ ଚିତ୍ର ସହ ତାଙ୍କର ଜନ୍ମ ଏବଂ ମୃତ୍ୟୁ ବର୍ଷ ମଧ୍ୟ ଲେଖା ହୋଇ ରହିଛି |

ଏହି ଅବସରର ଏକ ଝଲକ ...

 

ଏହା ସହ ବାଜୟେୟୀଙ୍କର ଜନ୍ମ ବାର୍ଷିକୀ ରେ ଭାରତ ଦେଇଛି ଶ୍ରଦ୍ଧାଞ୍ଜଳି ,ଜାଣିବା ଲାଗି ଏଠାରେ କ୍ଲିକ କରନ୍ତୁ ...

Like this article?

Hey! I am KJ Staff. Did you liked this article and have suggestions to improve this article? Mail me your suggestions and feedback.

Share your comments