
5 Natural Remedies To Get Rid Of Painful Mouth Ulcers
ସୂଚନା ଅନୁଯାୟୀ, ପାଟିର ଯେକୌଣସି ସ୍ଥାନରେ ଘା’ ହେଲେ ତାହାକୁ ଆମେ ତୁଣ୍ଡ ଘା’ କୁହାଯାଏ। ଏଥିସହିତ ଗୁଜୁରାତି (True cardamom)କୁ ରାତିସାରା ଭିଜାଇ ସକାଳୁ ଚୋବାଇ ତାହାକୁ ପାକୁଳିଲେ ଆରାମ ମିଳିଥାଏ ।
– ରାତିରେ ଶୋଇଲା ସମୟରେ ପାଟି ଭିତରେ ଅସଲି ଘିଅ ଲଗାଇ ଶୁଅନ୍ତୁ । ତୁଣ୍ଡ ଘା’(Mouth Ulcers) ଠିକ ହୋଇଥାଏ ।
- ଯଦି ତୁଣ୍ଡ ଘା’(Mouth Ulcers) ପାଟିର ଚାରିପଟେ ହୋଇଯାଏ, ତେବେ ଡାକ୍ତରଙ୍କ ପରାମର୍ଶ ନେଇ ଔଷଧ (Medicine)ଖାଇବା ହିଁ ଭଲ ।
ତୁଣ୍ଡ ଘା’ର ଉପଚାର,ଜାଣନ୍ତୁ...
ଆପଣ ପ୍ରତ୍ୟେକ ଦିନ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ସହିତ ଯଦି ନିଜ ପାଟିର ପ୍ରପର ଯତ୍ନ ନେବେ ତେବେ ଆପଣକୁ ତୁଣ୍ଡ ଘା’(Mouth Ulcers) ହେବା ନାହିଁ । କୌଣସି ନିଶା ଦ୍ରବ୍ୟ ଯଥା -ପାନ, ବିଡି, ସିଗାରେଟ ଆଦି ଖରାପ ଅଭ୍ୟାସ କରନ୍ତୁ ନାହିଁ ।
ପ୍ରକାଶ ଥାଉ ଯେ, ଉପଯୁକ୍ତ ଭିଟାମିନ ଜାତୀୟ ଖାଦ୍ୟ ନଖାଇଲେ ମଧ୍ୟ ତୁଣ୍ଡ ଘା’(Mouth Ulcers) ପରି ସମସ୍ୟା ଦେଖାଯାଏ ।
ପ୍ରାୟତ ଶୀତ ଋତୁ (winter)ରେ ତୁଣ୍ଡ ଘା’(Mouth Ulcers) ସହିତ ଓଠ ଫାଟିବା ମଧ୍ଯ ଲୋକଙ୍କର ଏକ ସମସ୍ୟା ପାଲଟିଯାଏ । ଶରୀରରେ ଜଳୀୟଅଂଶ ଅଭାବ ହେଲେ ଓଠ ଫାଟିବା ସହିତ ଚର୍ମ ଶୁଷ୍କ ରହେ ।
ଜାଣି ରଖନ୍ତୁ ଯେ, ପ୍ରତ୍ୟେକ ଦିନ ପୁଷ୍ଟିସାର ଜାତୀୟ ଖାଦ୍ୟ ଖାଇବା ସହିତ ଯଦି ନିଜ ପାଟିର ପ୍ରପର ଯତ୍ନ ନେବେ ତେବେ ଆପଣକୁ ତୁଣ୍ଡ ଘା’(Mouth Ulcers) ହେବା ନାହିଁ ।
Skin Care Tips:ପ୍ରତିଦିନ ମୁହଁରେ ଲଗାନ୍ତୁ ଦହି, ପିମ୍ପଲ୍ ଓ ଟ୍ୟାନିଂ ଭଳି ସମସ୍ୟା ହେବ ଦୂର
Share your comments