1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଭୁଲରେ ବି ମେଡିସିନ୍ ସହିତ ଖାଆନ୍ତୁନି ଏହି ଜିନିଷ, ନଚେତ୍....

ସାଧାରଣତଃ ଭାବେ କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ସେ ଔଷଧ ଖାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଠିକ୍ ସମୟରେ ଔଷଧ ଖାଇଦେଲେ ଖାଲି ହେବ ନାହିଁ, ଔଷଧ ସହିତ କଣ କଣ ଖାଦ୍ଯ ସବୁ ଖାଉଛନ୍ତି? ଏହାର ଉପରେ ଧ୍ଯାନ ଦେବା ମଧ୍ୟ ବହୁତ ଜରୁରୀ । ଔଷଧ ସହିତ କିଛି ଜିନିଷ ଖାଇବା ଦ୍ୱାରା କ୍ଷତି ହୋଇପାରେ.....ନଚେତ ପଡିବେ ମୃତ୍ୟୁମୁଖରେ । ଚାଲନ୍ତୁ ଜାଣିବା ଔଷଧସହିତ କଣ କଣ ଖାଦ୍ଯ ଖାଇବା ଉଚିତ୍ ନୁହେଁ ?

Sudesna Nayak
Sudesna Nayak
7 foods you shouldn’t mix with medicine

7 foods you shouldn’t mix with medicine

ସାଧାରଣତଃ ଭାବେ କୌଣସି ବ୍ୟକ୍ତି ଅସୁସ୍ଥ ହେଲେ ସେ ଔଷଧ (medicine)ଖାଇଥାନ୍ତି । କିନ୍ତୁ ଆପଣମାନେ ଜାଣିଛନ୍ତି କି ଠିକ୍ ସମୟରେ ଔଷଧ ଖାଇଦେଲେ ଖାଲି ହେବ ନାହିଁ, ଔଷଧ ସହିତ କଣ କଣ ଖାଦ୍ଯ (foods)ସବୁ ଖାଉଛନ୍ତି? ଏହାର ଉପରେ ଧ୍ଯାନ ଦେବା ମଧ୍ୟ ବହୁତ ଜରୁରୀ । ଔଷଧ ସହିତ କିଛି ଜିନିଷ ଖାଇବା ଦ୍ୱାରା କ୍ଷତି ହୋଇପାରେ.....ନଚେତ ପଡିବେ ମୃତ୍ୟୁମୁଖରେ । ଚାଲନ୍ତୁ ଜାଣିବା ଔଷଧ (medicine)ସହିତ କଣ କଣ ଖାଦ୍ଯ (foods) ଖାଇବା ଉଚିତ୍ ନୁହେଁ ?

ଦୁଗ୍ଧ (Dairy) ଜାତୀୟ ଖାଦ୍ଯ ଖାଇବା ଉଚିତ୍ ନୁହେଁ ,ଜାଣନ୍ତୁ...

ଯଦି ଆପଣମାନେ ଔଷଧ (medicine)ଖାଉଛନ୍ତି,ତେବେ ଆପଣମାନେ ଦୁଗ୍ଧ (Dairy) ପିଇବା ଉଚିତ ନୁହେଁ । ଦୁଗ୍ଧଜାତ ଦ୍ରବ୍ୟମାନ ଔଷଧ (medicine)ର ପ୍ରଭାବ ହ୍ରାସ କରିବାକୁ କାମ କରେ । କିନ୍ତୁ ସମସ୍ତେ ଜାଣନ୍ତି କି କ୍ଷୀର (MILK)ଶରୀର ପାଇଁ ବହୁ ଉପକାରୀ, କିନ୍ତୁ ଔଷଧ (medicine) ସହିତ କ୍ଷୀର (MILK) ପିଇବା ଉପରେ ଡାକ୍ତରମାନଙ୍କ ମତ ଭିନ୍ନ ଅଟେ । ସେଥିପାଇଁ ଔଷଧ (medicine) ସହିତ କ୍ଷୀର (MILK) ପିଇବା ଉଚିତ୍ ନୁହେଁ ।

ଅଙ୍ଗୁର ରସ (Grape fruit juice) ପିଇବା ଉଚିତ୍ ନୁହେଁ,ଜାଣନ୍ତୁ...

ଯଦି ଆପଣମାନେ ଔଷଧ (medicine)ଖାଉଛନ୍ତି,ତେବେ ଆପଣମାନେ ଅଙ୍ଗୁର ରସ (Grape fruit juice) ପିଇବା ଉଚିତ ନୁହେଁ । ଏହା ଦ୍ବାରା ଶରୀରରେ ସାଇଡ ଇଫେକ୍ଟ ପଡିପାରେ । ଏହା ଔଷଧ (medicine)ର ପ୍ରଭାବକୁ ହ୍ରାସ କରିପାରେ ।

କଦଳୀ (Bananas)ଖାଇବା ଉଚିତ୍ ନୁହେଁ,ଜାଣନ୍ତୁ...

ଔଷଧ (medicine) ସହିତ କେବେ ବି ଆପଣମାନେ କଦଳୀ (Bananas) ଖାଇବା ଉଚିତ ନୁହେଁ । ଏହା ଦ୍ବାରା ଆପଣଙ୍କ ଶରୀରରେ ଖରାପ ପ୍ରଭାବ ପକାଇପାରେ । ପାର୍ଶ୍ୱ ପ୍ରତିକ୍ରିୟାକୁ ବଢାଇପାରେ । ଏହାକୁ ପୁରା ଭାବେ ଏଡେଇବା ଉଚିତ ।

ମଦ୍ୟପାନ (Alcohol) କରିବା ଉଚିତ୍ ନୁହେଁ,ଜାଣନ୍ତୁ...

ଔଷଧ (medicine) ସହିତ କେବେ ବି ମଦ୍ୟପାନ (Alcohol) କରିବା ଉଚିତ୍ ନୁହେଁ । ଏପରି ଅନେକ ଔଷଧ (medicine) ଅଛି ଯାହା ମଦ (Alcohol)ସହିତ ପ୍ରତିକ୍ରିୟା କରିଥାଏ । ଏହା ଯକୃତକୁ ବହୁ ଗୁରୁତର ଭାବରେ କ୍ଷତି ପହଞ୍ଚାଇଥାଏ ।


ପ୍ରକାଶ ଥାଉ ୟେ, ଔଷଧ (medicine) ସହିତ କିଛି ଜିନିଷ ଖାଇବା ଦ୍ୱାରା ଶରୀର ପ୍ରତି କ୍ଷତି ହୋଇପାରେ । ଏହି ସହୁ ଖାଦ୍ଯ ଉପରେ ଧ୍ଯାନ ଦିଅନ୍ତୁ ନଚେତ ପଡିବେ ମୃତ୍ୟୁମୁଖରେ ।

ଜାଣନ୍ତୁ କିପରି ବଢ଼ାଇବେ ରୋଗ ପ୍ରତୋରୋଧକ ଶକ୍ତି

ଉଚ୍ଚ ରକ୍ତ ଚାପ ସମସ୍ୟାରୁ ମୁକ୍ତି ଦେବ ମାଣ୍ଡିଆ ଉପମା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments