ଆପଣମାନେ ଜାଣିଛନ୍ତି କି, ଏପରି ମଧ୍ୟ କିଛି ଜିନିଷ ରହିଛି ଯାହାକି ଅଣ୍ଡା (eggs)ସହିତ ଖାଇବା ଉଚିତ ନୁହେଁ । ଅଣ୍ଡା ସହିତ ଏହି ସବୁ ଜିନିଷ ଖାଇଲେ ଏହା ଶରୀର ପାଇଁ ବହୁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ ।
ଚିନି (Sugar):-
ଅଣ୍ଡା ସହିତ କଦାପି ଚିନି (Sugar) ଖାଆନ୍ତୁ ନାହିଁ ।
ବେକନ୍ (Bacon):-
ବ୍ରେକଫାଷ୍ଟରେ ଆପଣ ବେକନ୍ (Bacon) ଖାଇବାକୁ ପସନ୍ଦ କରନ୍ତି କି? ତେବେ, ଧ୍ୟାନ ରଖନ୍ତୁ ବେକନ୍ (Bacon) ସହିତ ଅଣ୍ଡା କଦାପି ଖାଆନ୍ତୁ ନାହିଁ ।
ଚା (Tea):-
ଜଳଖିଆରେ କଦାପି ଅଣ୍ଡା (eggs)ଖାଇବା ସହିତ ଚା (Tea) ପିଅନ୍ତୁ ନାହିଁ ।
ସୋୟା କ୍ଷୀର (Soy milk):-
ଅଣ୍ଡା (eggs) ସହିତ କଦାପି ସୋୟା କ୍ଷୀର (Soy milk)ପିଅନ୍ତୁ ନାହିଁ ।
ଅଣ୍ଡା (eggs)ସହିତ କଦାପି ଠେକୁଆ ସହ ମାଂସ (Rabit meat) ଖାଆନ୍ତୁ ନାହିଁ ।
ପ୍ରକାଶ ଥାଉ ଯେ, ବାରମ୍ବାର ବାହାରୁ ଫାଷ୍ଟ ଫୁଡ ଖାଇ ମେଧବହୁଳ କରିବା ଅପେକ୍ଷା, ଦିନକୁ ଗୋଟେ ଅଣ୍ଡା (eggs) ଖାଇବା ଦ୍ୱାରା ଆପଣଙ୍କ ପେଟ ପୁରିବା ସହ ଓଜନ ନିୟନ୍ତ୍ରଣ ହୋଇଥାଏ ।
ଯଦି ବୟସକୁ ଅଟକାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ଅଣ୍ଡା (eggs) ଖାଆନ୍ତୁ । ଏଥିରେ ଥିବା ଜରୁରୀ ଭିଟାମିନ ସର୍ବଦା ଆପଣଙ୍କ ଚର୍ମ (Skin Care)କୁ ସତେଜ ଏବଂ ସୁନ୍ଦର ରଖିବାରେ ଉପଯୋଗୀ ।
ମଧୁମେହ ରୋଗୀ ଖାଉଛନ୍ତି କି ଅଣ୍ଡା...ନେଇପାରେ ଜୀବନ
ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଏହି ପାଣି, ମୂଳରୁ ଶେଷ ହୋଇଯିବ 10ଟି ବଡ ରୋଗ
Share your comments