1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅଣ୍ଡା ଓ ଆପଣଙ୍କ ଉତ୍ତମ ସ୍ୱାସ୍ଥ୍ୟ

Sudesna Nayak
Sudesna Nayak
7 things you should avoid eating with eggs

7 things you should avoid eating with eggs

ଅଣ୍ଡା (eggs)କୁ ପ୍ରକୃତିର ସୁପର ଫୁଡ ବୋଲି କହିଲି ଭୁଲ ହେବ ନାହିଁ । ଅଣ୍ଡାରେ ପ୍ରଚୁର ଭିଟାମିନ ,ମିନେରାଲ ସହ ଆବଶ୍ୟକ ପ୍ରୋଟିନ ଏବଂ ପୋଷାକ ତତ୍ୱ ଭରି ରହିଥାଏ । ଏଥିରେ ଥିବା ଭିଟାମିନ ,ମିନେରାଲ ଆପଣଙ୍କ ମସ୍ତିସ୍କ ,ସ୍ନାୟୁ ଏବଂ ସ୍ମରଣ ଶକ୍ତି ସକାରାତ୍ମକ ରଖିବାରେ ବେଶ ଉପଯୋଗୀ । କିନ୍ତୁ ଆପଣମାନେ ଜାଣିଛନ୍ତି କି, ଏପରି ମଧ୍ୟ କିଛି ଜିନିଷ ରହିଛି ଯାହାକି ଅଣ୍ଡା (eggs)ସହିତ ଖାଇବା ଉଚିତ ନୁହେଁ । ଅଣ୍ଡା ସହିତ ଏହି ସବୁ ଜିନିଷ ଖାଇଲେ ଏହା ଶରୀର ପାଇଁ ବହୁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ । ଯାହା ଫଳରେ ଆପଣ ଭୟଙ୍କର ରୋଗର ସମ୍ମୁଖୀନ ମଧ୍ଯ ହେବେ ।

ଚିନି (Sugar):-

ଅଣ୍ଡା ସହିତ କଦାପି ଚିନି (Sugar) ଖାଆନ୍ତୁ ନାହିଁ । ପ୍ରକୃତରେ ଏହି ଦୁଇଟି ପଦାର୍ଥରେ ପ୍ରଚୁର ପରିମାଣରେ ଆମିନୋ ଆସିଡ୍ ରହିଥାଏ । ଏହି ଆସିଡ୍ ଅଧିକ ମାତ୍ରାରେ ଗ୍ରହଣ କରିବା ଦ୍ୱାରା ରକ୍ତ ଜମାଟ ବାନ୍ଧିବା ଭଳି ସମସ୍ୟା ଦେଖା ଦେଇପାରେ ।

ବେକନ୍ (Bacon):-

ବ୍ରେକଫାଷ୍ଟରେ ଆପଣ ବେକନ୍ (Bacon) ଖାଇବାକୁ ପସନ୍ଦ କରନ୍ତି କି? ତେବେ, ଧ୍ୟାନ ରଖନ୍ତୁ ବେକନ୍ (Bacon) ସହିତ ଅଣ୍ଡା କଦାପି ଖାଆନ୍ତୁ ନାହିଁ । ଉଭୟ ମଧ୍ୟରେ ହାଇ ପ୍ରୋଟିନ୍ ଏବଂ ଅଧିକ ଫ୍ୟାଟ୍ ରହିଥାଏ, ଯାହାକି ଆପଣଙ୍କୁ ଅଳସୁଆ କରି ଦେଇଥାଏ ।

ଚା (Tea):-

ଜଳଖିଆରେ କଦାପି ଅଣ୍ଡା (eggs)ଖାଇବା ସହିତ ଚା (Tea) ପିଅନ୍ତୁ ନାହିଁ । ଏହାର ମିଶ୍ରଣ ବିଷାକ୍ତ ହେବା ସହିତ ଏହା ହଜମ ପ୍ରକ୍ରିୟା ପ୍ରଭାବିତ କରିବା ଏବଂ କୋଷ୍ଠକାଠିନ୍ୟ ଭଳି ସମସ୍ୟା ସୃଷ୍ଟି କରିଥାଏ ।

ସୋୟା କ୍ଷୀର (Soy milk):-

ଅଣ୍ଡା (eggs) ସହିତ କଦାପି ସୋୟା କ୍ଷୀର (Soy milk)ପିଅନ୍ତୁ ନାହିଁ । ଏହା କରିବା ଦ୍ୱାରା ଶରୀରରେ ପ୍ରୋଟିନ ଅବଶୋଷଣ ଭଳି ସମସ୍ୟା ସୃଷ୍ଟି ହୋଇପାରେ ।

ଠେକୁଆ ସହ ମାଂସ (Rabit meat):-

ଅଣ୍ଡା (eggs)ସହିତ କଦାପି ଠେକୁଆ ସହ ମାଂସ (Rabit meat) ଖାଆନ୍ତୁ ନାହିଁ । ଯଦି ଏହାକୁ ଖାଇବେ ତେବେ ଆପଣ ଭୟଙ୍କର ରୋଗର ସମ୍ମୁଖୀନ ମଧ୍ଯ ହେବେ ।

ପ୍ରକାଶ ଥାଉ ଯେ, ବାରମ୍ବାର ବାହାରୁ ଫାଷ୍ଟ ଫୁଡ ଖାଇ ମେଧବହୁଳ କରିବା ଅପେକ୍ଷା, ଦିନକୁ ଗୋଟେ ଲେଖା ଅଣ୍ଡା (eggs) ଖାଇବା ଦ୍ୱାରା ଆପଣଙ୍କ ପେଟ ପୁରିବା ସହ ଓଜନ ନିୟନ୍ତ୍ରଣ ହୋଇଥାଏ । ଦୈନିକ ୩୦୦ ମିଲିଗ୍ରାମ ର ଆବଶ୍ୟକ ଭଲ କୋଲେଷ୍ଟେରଲ ରୁ ୨୧୨ ମିଲିଗ୍ରାମ ଆପଣ ଅଣ୍ଡା (eggs)ରୁ ପାଇବେ। ଗର୍ଭବତୀ ମହିଳାଙ୍କ ଲାଗି ଅଣ୍ଡା (eggs) ଏକ ଉତ୍ତମ ଖାଦ୍ୟ । ଏହା ଗର୍ଭରେ ଥିବା ଶିଶୁର ସ୍ୱାସ୍ଥ୍ୟ ଉତ୍ତମ ରଖିଥାଏ ଏବଂ ରୋଗ ପ୍ରତିରୋଧକ ଶକ୍ତି ଯୋଗାଇଥାଏ ।

ଯଦି ବୟସକୁ ଅଟକାଇବାକୁ ଚାହୁଁଛନ୍ତି ତେବେ ନିଶ୍ଚିନ୍ତ ଅଣ୍ଡା (eggs) ଖାଆନ୍ତୁ । ଏଥିରେ ଥିବା ଜରୁରୀ ଭିଟାମିନ ସର୍ବଦା ଆପଣଙ୍କ ଚର୍ମ (Skin Care)କୁ ସତେଜ ଏବଂ ସୁନ୍ଦର ରଖିବାରେ ଉପଯୋଗୀ ।

ମଧୁମେହ ରୋଗୀ ଖାଉଛନ୍ତି କି ଅଣ୍ଡା...ନେଇପାରେ ଜୀବନ

ସକାଳୁ ଉଠି ଖାଲି ପେଟରେ ପିଅନ୍ତୁ ଏହି ପାଣି, ମୂଳରୁ ଶେଷ ହୋଇଯିବ 10ଟି ବଡ ରୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

Latest feeds

More News