1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ରକ୍ତଚାପ କଣ୍ଟ୍ରୋଲ କରେ ପୋସ୍ତ

ପୋସ୍ତ ଏମିତି ଏକ ମସଲା ଯାହାକୁ ଖାଦ୍ୟରେ ପକାଇଲେ ଖାଦ୍ୟର ସ୍ୱାଦ ଦ୍ବିଗୁଣିତ ହୋଇଯାଏ । । କିନ୍ତୁ ଆପଣମାନେ ଜାଣିଛନ୍ତି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ ପୋସ୍ତ । ଉଚ୍ଚ ରକ୍ତଚାପ ରୋଗୀମାନଙ୍କ ପାଇଁ ପୋସ୍ତ ଖୁବ ଲାଭଦାୟକ ଅଟେ ।

Sudesna Nayak
Sudesna Nayak
Amazing Benefits of Poppy Seeds Khus Khus,Pic Credit: pexels.com

Amazing Benefits of Poppy Seeds Khus Khus,Pic Credit: pexels.com

ପୋସ୍ତ (poppy seeds) ଏମିତି ଏକ ମସଲା ଯାହାକୁ ଖାଦ୍ୟରେ ପକାଇଲେ ଖାଦ୍ୟର ସ୍ୱାଦ ଦ୍ବିଗୁଣିତ ହୋଇଯାଏ । ଭାରତର ବିଭିନ୍ନ ରାଜ୍ୟରେ ବିଭିନ୍ନ ନାମରେ ଜଣାଶୁଣା, ପୋସ୍ତ ବା ଖୁସ୍ ଖୁସ୍ (Khus Khus)କିମ୍ବା ପପି ମଞ୍ଜି (Poppy Seeds)ହେଉଛି ଏକ ଜଣାଶୁଣା ଉପାଦାନ, ଯାହା ଅନେକ ଭାରତୀୟଙ୍କ ରୋଷେଇ ଘରେ ଦେଖିବାକୁ ମିଳିଥାଏ । କିନ୍ତୁ ଆପଣମାନେ ଜାଣିଛନ୍ତି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ ପୋସ୍ତ (poppy seeds) । ଉଚ୍ଚ ରକ୍ତଚାପ (high blood pressure) ରୋଗୀମାନଙ୍କ ପାଇଁ ପୋସ୍ତ (poppy seeds)ଖୁବ ଲାଭଦାୟକ ଅଟେ ।

ସୂଚନା ଅନୁଯାୟୀ, ନିୟମିତ ପୋସ୍ତ (Poppy Seeds) ଖାଇବା ଦ୍ୱାରା ରକ୍ତଚାପ ନିୟନ୍ତ୍ରଣ (blood pressure)ହେବା ସହ ଅନିଦ୍ରା ସମସ୍ଯାରୁ ମଧ୍ଯ ମୁକ୍ତି ମିଳିଥାଏ ।

କୋଷ୍ଠ କାଠିନ୍ୟରୁ ମୁକ୍ତି ଦିଏ ପୋସ୍ତ (Poppy Seeds)

ପୋସ୍ତ (Poppy Seeds)ରେ ଫାଇବର ରହିଥାଏ,ଯେଉଁମାନଙ୍କର ହଜମ ପ୍ରକ୍ରିୟା ଠିକ ନଥାଏ ସେମାନେ ନିୟମିତ ପୋସ୍ତ (poppy seeds)ଖାଇବା ଦରକାର ।

ଆଖି ପାଇଁ ବହୁତ ଭଲ ପୋସ୍ତ (poppy seeds)

ପପି ମଞ୍ଜି (poppy seeds)ରେ ଥିବା ଜିଙ୍କ ଏବଂ ଆଣ୍ଟିଅକ୍ସିଡାଣ୍ଟ ବିଷୟବସ୍ତୁ ଦୃଷ୍ଟିଶକ୍ତିରେ ଉନ୍ନତି ଆଣିବାରେ ସାହାଯ୍ୟ କରିଥାଏ ।

ପ୍ରକାଶ ଥାଉ ଯେ, ମଧୁମେହ ରୋଗୀ (Diabetes Treatment)ଙ୍କ ପୋସ୍ତ (poppy seeds)ଲାଭଦାୟକ । ଏଥିସହିତ ରାତିରେ ଶୋଇବା ପୂର୍ବରୁ କ୍ଷୀର ସହିତ ପୋସ୍ତକୁ ମିଶାଇ ପିଇବେ ଯଦି ଅନିଦ୍ରା ସମସ୍ଯାରୁ ମଧ୍ଯ ମୁକ୍ତି ମିଳିବ ।

ଏହି ଲୋକଙ୍କୁ ହରଡ ଡାଲି ଖାଇବା ମନା!

 

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments