1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କଲରା ଜୁସର ଲାଭ ଜାଣିଲେ ହେଇଯିବେ ଆଶ୍ଚର୍ଯ୍ୟ....

ଅଧିକାଂଶ ଲୋକେ କଲରାର ସ୍ୱାଦ ଅପେକ୍ଷା ଏହାର ଔଷଧୀୟ ଗୁଣ ପାଇଁ ଖାଇଥାନ୍ତି । ତେବେ ଆଜି ଚାଲନ୍ତୁ ଜାଣିବା ଏହାର ଫାଇଦାକାରୀ ଗୁଣ ବିଷୟରେ....

Sudesna Nayak
Sudesna Nayak
bitter gourd juice benefits, pic credit-www.pexels.com

bitter gourd juice benefits, pic credit-www.pexels.com

କଲରାର ନାଁ ଶୁଣିଲେ ପ୍ରାୟତଃ ପିତାଳିଆ ସ୍ୱାଦ କଥା ମନେ ପଡିଯାଇଥାଏ । କିନ୍ତୁ ଆପଣ ଜାଣନ୍ତି, କଲରା ଜୁସ (bitter gourd juice) ଆମ ଶରୀର ପାଇଁ ବେଶ ହିତକର ହୋଇଥାଏ । ଅଧିକାଂଶ ଲୋକେ କଲରାର ସ୍ୱାଦ ଅପେକ୍ଷା ଏହାର ଔଷଧୀୟ ଗୁଣ ପାଇଁ ଖାଇଥାନ୍ତି । ତେବେ ଆଜି ଚାଲନ୍ତୁ ଜାଣିବା ଏହାର ଫାଇଦାକାରୀ ଗୁଣ ବିଷୟରେ....

ଆପଣ କଲରା ତରକାରୀ, କଲରା ଆଚାର କିମ୍ବା କଲରା ଜୁସ୍ କରି ପିଇ ପାରିବେ । କଲରାରେ ବିଶେଷ କରି ଭିଟାମିନ୍‌ -ଏ, ଭିଟାମିନ୍‌ -ସି, ପୋଟାସିୟମ, ଫାଇବର, ଆଇରନ୍‌, ଜିଙ୍କ୍‌ ଆଦି ପୋଷକ ତତ୍ତ୍ୱ ଭରି ରହିଛି। ଯାହା ଶରୀରକୁ ବିଭିନ୍ନ ରୋଗ କବଳରୁ ରକ୍ଷା କରିଥାଏ । ପ୍ରତିଦିନ ଖାଦ୍ୟରେ କଲରା (bitter gourd) କିମ୍ବା କଲରା ଜୁସ (bitter gourd juice) ପିଇଲେ ବହୁତ ଫାଇଦା ମିଳିଥାଏ ।

ଶରୀରର ସମସ୍ତ ବିଷାକ୍ତ ବର୍ଯ୍ୟକୁ ବାହାର କରେ କଲରା (bitter gourd) । କଲରା (bitter gourd) ଦୃଷ୍ଟିଶକ୍ତି ବଢ଼ାଇଥାଏ । ଏଥିସହିତ ଓଜନ ହ୍ରାସ କରିବାରେ ମଧ୍ୟ କଲରା (bitter gourd) ବହୁତ ସାହାଯ୍ୟ କରେ ।

ପ୍ରକାଶ ଥାଉ ଯେ, କଲରା ଡାଇବେଟିସ (Diabetes)କୁ କଣ୍ଟ୍ରୋଲ କରିବାରେ ବହୁତ ସାହାଯ୍ୟ କରିଥାଏ । କଲରା ଜୁସ୍ (bitter gourd juice)ନିୟମିତ ପିଇବା ଦ୍ବାରା, ଏହା ତ୍ବଚା ଜନିତ ବିଭିନ୍ନ ସମସ୍ୟାକୁ ଦୂର କରି, ମୁହଁରେ ଚମକ ଆଣିବାରେ ବହୁତ ସାହାଯ୍ୟ କରିଥାଏ ।

ଡାଇବେଟିସ ପାଇଁ ରାମବାଣ ବେଲ ପତ୍ର

ଗାଜରରେ ଭରି ରହିଛି ଔଷଧୀୟ ଗୁଣ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ