1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେମିତି ଦୂର କରିବେ କୋଷ୍ଠକାଠିନ୍ୟ? ଜାଣନ୍ତୁ...

କୋଷ୍ଠକାଠିନ୍ୟର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଚାଲନ୍ତୁ ଜାଣିବା...

Sudesna Nayak
Sudesna Nayak
causes of constipation KNOW health easy way

causes of constipation KNOW health easy way

କୋଷ୍ଠକାଠିନ୍ୟ (constipation) ବା ଝାଡ଼ା ସଫା ନହେବା ଏକ ସାଧାରଣ ସମସ୍ୟା, ଯାହା ବର୍ତ୍ତମାନ ଅଧିକାଂଶ ବ୍ୟକ୍ତିଙ୍କ ଠାରେ ହିଁ ଦେଖିବାକୁ ମିଳୁଛି । ତେବେ କୋଷ୍ଠକାଠିନ୍ୟର କାରଣ, ଲକ୍ଷଣ ଏବଂ ଏହାର ଚିକିତ୍ସା ସମ୍ପର୍କରେ ଚାଲନ୍ତୁ ଜାଣିବା...

ଗୋଟିଏ ଲିଟର ପାଣିରେ ୨ ଚାମଚ ଜିରା (Cumin) ନେଇ ଭଲ ଭାବେ ଫୁଟାଇ ଦିଅନ୍ତୁ । ଜିରା ପାଣିକୁ ଅପଣ ରାତିରେ ଶୋଇବା ପୂର୍ବରୁ ଗୋଟିଏ ଗ୍ଲାସ୍ ପିଅନ୍ତୁ । ଆପଣ କୋଷ୍ଠକାଠିନ୍ୟ (constipation) ସମସ୍ୟାରୁ ମୁକ୍ତି ପାଇପାରିବେ ।

ଆମ ଦେଶରେ କୋଷ୍ଠକାଠିନ୍ୟ(constipation)ରେ ପିଡୀତଙ୍କ ସଂଖ୍ୟା ଦିନକୁ ଦିନ ବଢ଼ିବାରେ ଲାଗିଛି । ଆଉ ଆପଣମାନେ ଏହାକୁ ମଧ୍ୟ ଦେଖିଥିବେ। କୋଷ୍ଠକାଠିନ୍ୟ (constipation) ଭଳି ସମସ୍ୟା ଧୀରେ ଧୀରେ ଅଧିକ ରକ୍ତଚାପ, କ୍ୟାନ୍‌ସର୍‌ (Cancer) ଆଦି ଆଡ଼କୁ ବାଟ କାଢ଼ଇଥାଏ ।

ପ୍ରକାଶ ଥାଉ ଯେ, କୋଷ୍ଠକାଠିନ୍ୟ (constipation) ଭଳି ସମସ୍ୟା ଧୀରେ ଧୀରେ ଅଧିକ ରକ୍ତଚାପ, ଆପେଣ୍ଡିସାଇଟ୍ସ, କ୍ୟାନ୍‌ସର୍‌ (Cancer) ଆଦି ଆଡ଼କୁ ବାଟ କାଢ଼ଇଥାଏ ।

ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...

ଚର୍ମ ପାଇଁ ବିଷାକ୍ତ ଏସବୁ ଖାଦ୍ୟ: ଆଜି ଠୁ ଦୂରେଇ ରୁହନ୍ତୁ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ