1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କ୍ଷୀରରେ ମିଶେଇ ପିଅନ୍ତୁ ଏହି ଗୋଟିଏ ଜିନିଷ, କୌଣସି ରୋଗ ପାଖ ମାଡିବନି

ଶରୀରର ବଡ ବଡ ମାରାତ୍ମକ ରୋଗକୁ ବଞ୍ଚିବା ନିମନ୍ତେ ରାତିରେ ଶୋଇବା ପୂର୍ବରୁ କ୍ଷୀରରେ ପାନ ମଧୁରି ମିଶାଇ ସେବନ କରନ୍ତୁ ।

Sudesna Nayak
Sudesna Nayak
Diabetes people drink this thing with milk it will not increase sugar

Diabetes people drink this thing with milk it will not increase sugar

ଶରୀରର ବଡ ବଡ ମାରାତ୍ମକ ରୋଗକୁ ବଞ୍ଚିବା ନିମନ୍ତେ ରାତିରେ ଶୋଇବା ପୂର୍ବରୁ କ୍ଷୀର(Milk)ରେ ପାନ ମଧୁରି ମିଶାଇ ସେବନ କରନ୍ତୁ ।

ଚାଲନ୍ତୁ ଜାଣିବା ଏହାକୁ କିଭଳି ପ୍ରସ୍ତୁତ କରିବା ଏବଂ କେତେ ପରିମାଣରେ ସେବନ କରିବା ...

ସାଧାରଣତ କ୍ଷୀର (Milk)ରେ କ୍ୟାଲସିୟମ, ପ୍ରୋଟିନ, ମାଗ୍ନେସିୟମ ଭଳି ପୋଷାକତତ୍ଵ ଭରପୁର ପରିମାଣରେ ରହିଅଛି । ଆପଣମାନେ ପ୍ରତିଦିନ ୧ ରୁ ୨ ଗ୍ଳାସ କ୍ଷୀର ସେବନ କରିଲେ ହାଡ ମଜବୁତ ହୋଇଥାଏ । କିଛି ଲୋକ ଖାଲି କ୍ଷୀର ସେବନ କରୁଥିବା ବେଳେ ଅନ୍ୟ କିଛି କ୍ଷୀର ସହିତ କିଛି ମିଶାଇ ସେବନ କରିବାକୁ ପସନ୍ଦ କରିଥାନ୍ତି ।

ଯଦି ଆପଣ ଚାହାନ୍ତି ତେବେ କ୍ଷୀର (Milk)ରେ ଆପଣ କିଛି ପାନ ମଧୁରୀ ମିଶାଇ ସେବନ କରି ପାରନ୍ତି । କାରଣ ପାନମଧୁରୀରେ ପୋଷାକ ତତ୍ଵ ଏବଂ ଆଣ୍ଟି ଅକ୍ସିଡେଣ୍ଟ ଗୁଣ ଭରପୁର ପରିମାଣରେ ରହିଅଛି ।

ଏହାକୁ ଆପଣ କିପରି ପ୍ରସ୍ତୁତ କରିବେ,ଜାଣନ୍ତୁ...

ଗୋଟିଏ ପ୍ୟାନରେ ଗୋଟେ ଗ୍ଳାସ କ୍ଷୀର (Milk) ସହିତ ଅଧ ଚାମଚ ପାନମଧୁରୀ ମିଶାଇ ଫୁଟାନ୍ତୁ ।
ଏହାକୁ ଭଲ ଭାବରେ ଫୁଟାଇବା ପରେ ଛଣାରେ ଛାଣି ଦିଅନ୍ତୁ ।
ଏହାପରେ ଏଥିରେ ସ୍ଵାଦ ଅନୁସାରେ ଚିନି, ଗୁଡ, ଏବଂ ମହୁକୁ ମିଶାଇ ଦିଅନ୍ତୁ । ଏହାପରେ ଆପଣ ରାତିରେ ଶୋଇବା ପୂର୍ବରୁ ସେବନ କରି ଶୋଇଯାଆନ୍ତୁ ।

ଏଥିରୁ କଣ କଣ ଫାଇଦା ମିଳେ,ଜାଣନ୍ତୁ...

ପାନମଧୁରୀରେ ପଲିଫେନେଲ ଆଣ୍ଟି ଅକ୍ସିଡେଣ୍ଟ ଭରପୁର ମାତ୍ରାରେ ରହିଥାଏ ଯାହାକୁ ଶରୀରର ବିକାଶରେ ସାହାର୍ଯ୍ୟ କରିଥାଏ । ଏହା କ୍ୟାନ୍ସର ଭଳି ରୋଗରୁ ମଧ୍ୟ ଆପଣଙ୍କୁ ରକ୍ଷା କରିବାକୁ ସାହାର୍ଯ୍ୟ କରିଥାଏ । ସେହିଭଳି ଏହା ଓଜନ ନିୟନ୍ତ୍ରଣ କରିଥାଏ ।

ଏହା ବ୍ୟତୀତ ଓଜନକୁ ମଧ୍ୟ ଏହା ନିୟନ୍ତ୍ରଣ କରିଥାଏ । ସେହିଭଳି ଏହାକୁ ଯଦି ଆପଣ ନୀତିଦିନ ସେବନ କରନ୍ତି ତେବେ ଆପଣଙ୍କ ଶରୀର ସୁସ୍ଥ ରହିଥାଏ । ଆପଣଙ୍କୁ କୌଣସି ରୋଗ ମଧ୍ୟ ପାଖ ମାଡି ନଥାଏ । ସେହିଭଳି ଏହି କ୍ଷୀରକୁ ସେବନ କରିବା ଦ୍ଵାରା ମାଧ୍ୟମେୟ ହେବାର ଆଶଙ୍କା ଅନେକ ପରିମାଣରେ କମିଯାଇଥାଏ ।

ଆଣ୍ଠୁଗଣ୍ଠି ଯନ୍ତ୍ରଣା କମ କରେ ଅମୃତଭଣ୍ଡା,ଏହାର ଫାଇଦା ବିଷୟରେ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ...

ଓମିକ୍ରନରୁ ବଞ୍ଚିବା ପାଇଁ ଖାଆନ୍ତୁ ଏହି ସବୁ ଖାଦ୍ୟ,ଜାଣନ୍ତୁ...

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments