
DONT eat this FOODS on an empty stomach in the morning
ରାତିରେ ଶୟନ କରିବା ପରେ ସକାଳୁ ଖାଲି ପେଟରେ କଣ ଖାଇବା ଉଚିତ ଏବଂ କଣ ନଖାଇବା ଉଚିତ ଏହି ବିଷୟରେ ଜାଣିବା ନିହାତି ଜରୁରୀ ଅଟେ । ଲୋକମାନେ ସାଧାରଣତଃ ସକାଳେ ଖାଲି ପେଟରେ କଦଳୀ (Banana) ଖାଇଥାନ୍ତି । କିନ୍ତୁ ଖାଲି ପେଟରେ କଦଳୀ ଖାଇବା ଉଚିତ୍ ନୁହେଁ ।
ସୂଚନା ଅନୁଯାୟୀ, ଖାଲି ପେଟରେ ଚା'(TEA) ପିଅନ୍ତୁ ନାହିଁ ,ଏହା ଦ୍ୱାରା ପାଚନ ତନ୍ତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ ।
ଏଥିସହିତ ଖାଲି ପେଟରେ ଟମାଟୋର ଖାଇଲେ ପଥୁରୀ ବା ଷ୍ଟୋନ (stone) ହୁଏ ଟମାଟୋ,ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉଚିତ ନୁହେଁ ପେଟରେ ପଥୁରୀ ହୋଇଥାଏ ।
ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ ।
ଆହୁରି ମଧ୍ଯ, ଖାଲି ପେଟରେ ଔଷଧ (medicine) ଖାଆନ୍ତୁ ନାହିଁ ।
ଲିଚି (Lychee) ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଯଦି ଆପଣ ସକାଳେ ଖାଲି ପେଟରେ ଲିଚି ଖାଆନ୍ତି, ତେବେ ଏହା ବାନ୍ତିର କାରଣ ହୋଇପାରେ ।
ଖାଲି ପେଟରେ କେବେ ବି ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଖାଲି ପେଟରେ ଥିଲେ ପ୍ରଥମେ ମସଲା ଯୁକ୍ତ ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ ।
ଶୀତଦିନେ ସବୁଜ ପିଆଜ ଖାଆନ୍ତୁ,ଜାଣନ୍ତୁ...
ଶୀତଦିନେ ସବୁଜ ପିଆଜ ଖାଇବା ଦ୍ବାରା ଯାହାକୁ ପିଆଜ ଷଣ୍ଢା କୁହାଯାଏ ,ଏହା ଦୃଷ୍ଟିଶକ୍ତି ଓ ତ୍ୱଚାର ଚମକ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ହିଁ ରଖିଥାଏ ।
Share your comments