ରାତିରେ ଶୟନ କରିବା ପରେ ସକାଳୁ ଖାଲି ପେଟରେ କଣ ଖାଇବା ଉଚିତ ଏବଂ କଣ ନଖାଇବା ଉଚିତ ଏହି ବିଷୟରେ ଜାଣିବା ନିହାତି ଜରୁରୀ ଅଟେ । ଲୋକମାନେ ସାଧାରଣତଃ ସକାଳେ ଖାଲି ପେଟରେ କଦଳୀ (Banana) ଖାଇଥାନ୍ତି । କିନ୍ତୁ ଖାଲି ପେଟରେ କଦଳୀ ଖାଇବା ଉଚିତ୍ ନୁହେଁ ।
ସୂଚନା ଅନୁଯାୟୀ, ଖାଲି ପେଟରେ ଚା'(TEA) ପିଅନ୍ତୁ ନାହିଁ ,ଏହା ଦ୍ୱାରା ପାଚନ ତନ୍ତ୍ରରେ ସମସ୍ୟା ସୃଷ୍ଟି ହୋଇଥାଏ ।
ଏଥିସହିତ ଖାଲି ପେଟରେ ଟମାଟୋର ଖାଇଲେ ପଥୁରୀ ବା ଷ୍ଟୋନ (stone) ହୁଏ ଟମାଟୋ,ଏହାକୁ ଖାଲି ପେଟରେ ଖାଇବା ଦ୍ୱାରା ଉଚିତ ନୁହେଁ ପେଟରେ ପଥୁରୀ ହୋଇଥାଏ ।
ଆପଣ ଜାଣନ୍ତି କି କିଛି ଫଳ ଅଛି, ଯାହାକୁ ସକାଳେ ଖାଲି ପେଟରେ ଖାଇବା ଦ୍ୱାରା ଲାଭ ବଦଳରେ କ୍ଷତି ଅଧିକ ହୋଇଥାଏ ।
ଆହୁରି ମଧ୍ଯ, ଖାଲି ପେଟରେ ଔଷଧ (medicine) ଖାଆନ୍ତୁ ନାହିଁ ।
ଲିଚି (Lychee) ସକାଳେ ଖାଲି ପେଟରେ ଖାଇବା ଉଚିତ୍ ନୁହେଁ । କାରଣ ଯଦି ଆପଣ ସକାଳେ ଖାଲି ପେଟରେ ଲିଚି ଖାଆନ୍ତି, ତେବେ ଏହା ବାନ୍ତିର କାରଣ ହୋଇପାରେ ।
ଖାଲି ପେଟରେ କେବେ ବି ମସଲା ଯୁକ୍ତ ଖାଦ୍ୟ ଖାଆନ୍ତୁ ନାହିଁ । ଖାଲି ପେଟରେ ଥିଲେ ପ୍ରଥମେ ମସଲା ଯୁକ୍ତ ଖାଦ୍ୟକୁ ଗ୍ରହଣ କରନ୍ତୁ ନାହିଁ ।
ଶୀତଦିନେ ସବୁଜ ପିଆଜ ଖାଆନ୍ତୁ,ଜାଣନ୍ତୁ...
ଶୀତଦିନେ ସବୁଜ ପିଆଜ ଖାଇବା ଦ୍ବାରା ଯାହାକୁ ପିଆଜ ଷଣ୍ଢା କୁହାଯାଏ ,ଏହା ଦୃଷ୍ଟିଶକ୍ତି ଓ ତ୍ୱଚାର ଚମକ ବୃଦ୍ଧି କରିବା ସହ ପାଚନ ତନ୍ତ୍ରକୁ ମଧ୍ୟ ସୁସ୍ଥ ହିଁ ରଖିଥାଏ ।
Share your comments