1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ପିଜୁଳି ପତ୍ର, ମୂଳରୁ ଶେଷ ହୋଇଯିବ ଏହି ରୋଗ

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ଗୋଟେ ପିଜୁଳି ପତ୍ର । ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ । ତେବେ ଚାଲନ୍ତୁ ଜାଣିବା କେଉଁ ଭୟଙ୍କର ରୋଗ ଆପଣଙ୍କର ଭଲ ହୋଇଯିବ ।

Sudesna Nayak
Sudesna Nayak
eat guava leaf in the morning

eat guava leaf in the morning

୩ ଦିନ ସକାଳୁ ଖାଲି ପେଟରେ ଖାଆନ୍ତୁ ଗୋଟେ ପିଜୁଳି ପତ୍ର (guava leaf) । ମୂଳରୁ ଶେଷ ହୋଇଯିବ ଏହି ଭୟଙ୍କର ରୋଗ । ତେବେ ଚାଲନ୍ତୁ ଜାଣିବା କେଉଁ ଭୟଙ୍କର ରୋଗ ଆପଣଙ୍କର ଭଲ ହୋଇଯିବ ।

ପିଜୁଳିପତ୍ର (guava leaf) ଖାଇବା ଦ୍ୱାରା ଆପଣଙ୍କ ହଜମ ଶକ୍ତି ବି ବଢିଥାଏ । ପିଜୁଳିପତ୍ର (guava leaf) ରେ ପ୍ରଚୁର ପରିମାଣରେ ସୟାବର ଥାଏ । ଯାହା ଆପଣଙ୍କ ପେଟକୁ ଭଲ ଭାବରେ ସଫା ରଖିଥାଏ । ଯାହା ଦ୍ୱାରା କି କବ୍ଜ ଭଳି ରୋଗ ମଧ୍ୟ ହୋଇନଥାଏ ବା ଏହି ରୋଗରୁ ମୁକ୍ତି ମିଳିଯାଇଥାଏ । ଆପଣଙ୍କ ସ୍ୱାସ୍ଥ୍ୟ ମଧ୍ୟ ଭଲ ରହିଥାଏ ।

ଯଦି ଆପଣ ସବୁଦିନ ଗୋଟିଏ ଲେଖାଏଁ ପିଜୁଳିପତ୍ର (guava leaf) ର ସେବନ କରିବେ ତାହେଲେ ଆପଣଙ୍କ ପାଚନତନ୍ତ୍ର ସଠିକ ଭାବେ କାମ କରିବ । ଯାହା ଦ୍ୱାରା କିଛି ରୋଗ ଆପଣଙ୍କୁ ହେବ ନାହିଁ ।

ଆପଣ ପିଜୁଳିପତ୍ର (guava leaf)କୁ ଚାହା କରି ମଧ୍ୟ ପିଇପାରିବେ । ଯଦି ଆପଣ ସବୁଦିନ ଏହି ପତ୍ର ଖାଉଛନ୍ତି ତେବେ କ୍ୟାନସର (Cancer)ଭଳି ଭୟାନକ ରୋଗରୁ ମଧ୍ୟ ଆପଣ ରକ୍ଷା ପାଇପାରିବେ । ଏହି ପତ୍ରରେ ଆଇକୋପିନ ଭଳି ରୋଗ ପ୍ରୟୋଶୋଧକ ଭଳି ଶକ୍ତି ଥାଏ । ଏହା ବିଭିନ୍ନ ପ୍ରକାରର କ୍ୟାନସର (Cancer) ରୋଗ ଭଲ ହୋଇଥାଏ । ଏହି ପତ୍ରକୁ ଚାହା କରି ପିଇଲେ ଡାଇବେଟିସ (Diabetes)ରୋଗୀଙ୍କୁ ମୁକ୍ତି ମିଳିଥାଏ ।

ପ୍ରକାଶ ଥାଉ ଯେ,୧୦ ରୁ ୧୨ ସପ୍ତାହ ପିଜୁଳି ପତ୍ର (guava leaf)ର ଚା ପିଇଲେ ଆପଣଙ୍କ ଶର୍କରାର ମାତ୍ରା ନିୟନ୍ତ୍ରିତ ହେବ । ମୁହଁରେ ଅଧିକ ବ୍ରଣ ହେଉଥିଲେ ପିଜୁଳି ପତ୍ର (guava leaf) ବାଟି ଲଗାନ୍ତୁ ।

ଡାଇବେଟିସ ଭଳି ଅନେକ ବଡ ବଡ ରୋଗରୁ ମୁକ୍ତି ଦିଏ କଞ୍ଚା କଦଳୀ

ହାଇ ବ୍ଲଡପ୍ରେସର ସମସ୍ୟାରୁ ମୁକ୍ତି ଦେବ ଡାଲଚିନି ଚା'

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments