ଶୀତ ଋତୁ ( Winter season) ରେ ଥଣ୍ଡା, ଜ୍ୱରର ସମସ୍ୟା ସାଧାରଣ ଦେଖାଯାଏ । ଶୀତ ଦିନେ ରୋଗ ହେବାର ଆଶଙ୍କା ଥିବାବେଳେ ଥଣ୍ଡା ଜିନିଷର ବ୍ୟବହାର ଅତ୍ୟନ୍ତ କ୍ଷତିକାରକ ବୋଲି ବିବେଚନା କରାଯାଏ ।
ଶୀତଦିନେ ଦୁଗ୍ଧଜାତ ଦ୍ରବ୍ୟ ଖାଆନ୍ତୁ ନାହିଁ,ଜାଣନ୍ତୁ...
ଶୀତ ଋତୁରେ ଦୁଗ୍ଧଜାତ (MILK) ଦ୍ରବ୍ୟ ଓ ଥଣ୍ଡା ଜିନିଷ ଖାଇବା ଦ୍ୱାରା ଗଳା ସଂକ୍ରମଣ ଏବଂ ଛାତି ଯନ୍ତ୍ରଣା ହୋଇପାରେ । ସେଗୁଡିକ ଖାଇବା ଦ୍ୱାରା କାଶ ସମସ୍ୟା ହୋଇପାରେ ।
ଶୀତଦିନେ ନାଲି ମାଂସ ଖାଅନ୍ତୁ ନାହିଁ,ଜାଣନ୍ତୁ...
ନାଲି ମାଂସ (red meat)ରେ ପ୍ରୋଟିନରେ ଅଧିକ ଥାଏ । ସେଥିପାଇଁ ଏହି ଋତୁରେ ନାଲି ମାଂସ ଖାଇବା ଠାରୁ ଦୂରେଇ ରହିବା ଉଚିତ୍ ।
ଶୀତଦିନେ ଜୁସ ଠାରୁ ଦୂରରେ ରୁହନ୍ତୁ,ଜାଣନ୍ତୁ...
ଶୀତ ଋତୁ (Winter season)ରେ କେନ ରସ ପିଇବା ଉଚିତ୍ ନୁହେଁ ।
ଶୀତଦିନେ ମେଥି ଖାଆନ୍ତୁ,ଜାଣନ୍ତୁ...
ମେଥି (methi)ରେ ପ୍ରୋଟିନ,କ୍ୟାଲସିୟମ,ଜିଙ୍କ ଭଳି ପୋଷକ ତତ୍ତ୍ୱ ରହିଛି। ଏହା ସ୍ୱାସ୍ଥ୍ୟ ପାଇଁ ଖୁବ ଉପକାରୀ । ଆଣ୍ଠୁଗଣ୍ଠି, ମଧୁମେହ (diabetes),ଉଚ୍ଚ ରକ୍ତଚାପ (blood pressure) ନିୟନ୍ତ୍ରଣ କରିବାରେ ଏହା ବେଶ ସହାୟକ ହୋଇଥାଏ ।
ସକାଳେ ୧ ଗ୍ଲାସ୍ ପିଅନ୍ତୁ, ବାତ, ଡାଇବେଟିସ,ଗ୍ୟାସ୍ ମୂଳରୁ ହେଇଯିବ ଭଲ...
Share your comments