1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଅନେକ ସମସ୍ଯା ଦୂର କରେ ମଲ୍ଲୀ ଫୁଲ

ମଲ୍ଲୀ ଫୁଲର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି ।

Sudesna Nayak
Sudesna Nayak
health benefits glowing face of jasmine flower

health benefits glowing face of jasmine flower

ମଲ୍ଲୀ ଫୁଲ (jasmine flower) ଅଗଣାରେ ମହକ ଖେଳାଇବା ପାଇଁ ଲଗାଯାଇଥାଏ । ମଲ୍ଲୀ ଫୁଲରେ ଅନେକ ଔଷଧୀୟ ଗୁଣ ମଧ୍ଯ ଭରି ରହିଛି, ଯାହା ଅନେକ ରୋଗରୁ ରକ୍ଷା କରିବାରେ ସାହାଯ୍ଯ କରିଥାଏ । ଏହି ଫୁଲ ବ୍ଯବହାର କରନ୍ତୁ ନାହିଁ। ତେବେ ଚାଲନ୍ତୁ ଜାଣିବା ଏହି ଫୁଲ ଫାଇଦା ବିଷୟରେ ।

ସୂଚନା ଅନୁୟାୟୀ, ମଲ୍ଲୀ ଫୁଲ (jasmine flower)ର ତ୍ୱଚା ପ୍ରତି ଅନେକ ଉପକାରୀ ଗୁଣ ରହିଛି ( glowing skin ) । ଏହା କୁ ତ୍ୱଚା ରେ ବ୍ୟବହାର କରିବା ଦ୍ୱାରା ଅନେକ ଚମତ୍କାରୀ ଉପକାରିତା ମିଳିଥାଏ । ମଲ୍ଲୀ ଫୁଲ (jasmine flower) ତ୍ୱଚା ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । 

କୋମଳ ତ୍ୱଚା ( soft skin)ପାଇଁ ମଲ୍ଲୀ ଫୁଲ (jasmine flower)ର ମିଶ୍ରଣକୁ ନିଜ ମୁହଁରେ ଲଗାନ୍ତୁ ଦେଖିବେ ଏହା ଆପଣଙ୍କ ମୁହଁକୁ ଭିତରୁ ସଫା କରିବା ସହ କୋମଳ ତ୍ୱଚା ପ୍ରଦାନ କରିବ ।

ମଲ୍ଲୀ ଫୁଲ (jasmine flower)କୁ ବାଟି ଏହାକୁ କୁଣ୍ଡାଇ ହେଉଥିବା ସ୍ଥାନରେ ଲଗାଇଲେ ମଧ୍ଯ ଆରାମ ମିଳିଥାଏ। ମଲ୍ଲି ଫୁଲ ବ୍ରଣ ସମସ୍ୟା ଦୁର କରିବାରେ ସାହାଯ୍ୟ କରେ ।

ପ୍ରକାଶ ଥାଉ ଯେ, ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ସିଧା ସ୍କିନ୍ ରେ ଲଗାନ୍ତୁ । 

ଆପଣ ଗାଧୋଇବା ପାଣିରେ ବି ମଲ୍ଲି ଫୁଲ (jasmine flower)ର ପାଖୁଡା କିମ୍ବା ଏହାର ପେଷ୍ଟକୁ ପକାଇ ପାରିବେ । ମଲ୍ଲୀ ଫୁଲର ପାଖୁଡାକୁ ସଫା କରି ଏହାର ପେଷ୍ଟ ପ୍ରସ୍ତୁତ କରନ୍ତୁ । ଏହାକୁ ସିଧା ସ୍କିନ୍ ରେ ଲଗାନ୍ତୁ । 

ମୁହଁର ଚମକ ବଢାଏ ମଲ୍ଲୀ ଫୁଲ

ଏହି ସହଜ ଉପାୟରେ ଘରେ ଲଗାନ୍ତୁ ରଜନୀଗନ୍ଧା ଗଛ !!

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments