1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ସ୍ୱାସ୍ଥ୍ୟ ପାଇଁ ଉପକାରୀ ତରଭୁଜ

ତରଭୁଜ ଖାଇଲେ ଏହା ଗରମରୁ ଆଶ୍ୱସ୍ତି ଦେବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ଯ ଦୂର କରିଥାଏ । ରକ୍ତଚାପ (blood pressure)କୁ ନିୟନ୍ତ୍ରଣ କରିଥାଏ ତରଭୁଜ । କେବଳ ତରଭୁଜ ନୁହେଁ ଏହାର ମଞ୍ଜି ବି ବହୁତ ଲାଭଦାୟକ ହୋଇଥାଏ ।

Sudesna Nayak
Sudesna Nayak
health benefits of watermelon juice,images source - www.pexels.com

health benefits of watermelon juice,images source - www.pexels.com

ତରଭୁଜ ଏକ ଖରାଦିନିଆ ଫଳ । ଖରାଦିନେ ମିଳୁଥିବା ତରଭୁଜ ସ୍ୱାସ୍ଥ୍ୟ ପାଇଁ ଖୁବ୍ ଉପକାରୀ ହୋଇଥାଏ । । ତରଭୁଜ ଖାଇଲେ ଏହା ଗରମରୁ ଆଶ୍ୱସ୍ତି ଦେବା ସହ ବିଭିନ୍ନ ସ୍ୱାସ୍ଥ୍ୟ ସମସ୍ୟା ମଧ୍ଯ ଦୂର କରିଥାଏ । ରକ୍ତଚାପ (blood pressure)କୁ ନିୟନ୍ତ୍ରଣ କରିଥାଏ ତରଭୁଜ (watermelon) । କେବଳ ତରଭୁଜ ନୁହେଁ ଏହାର ମଞ୍ଜି ବି ବହୁତ ଲାଭଦାୟକ ହୋଇଥାଏ ।

ସୂଚନା ଥାଉ ଯେ, ତରଭୁଜ (watermelon)ରେ ଭିଟାମିନ୍‌-ଏ ରହିଥିବାରୁ ଏହା ଦୃଷ୍ଟିଶକ୍ତି ଓ ରୋଗ ପ୍ରତିରୋଧକ ଶକ୍ତି ବୃଦ୍ଧି କରିବାରେ ଲାଭଦାୟକ ହୋଇଥାଏ। ତରଭୁଜ (watermelon)କୁ ଏକ ପୌଷ୍ଟିକ ଫଳ ଭାବେ ସାଧାରଣରେ ବିବେଚନା କରାଯାଇଥାଏ । ତରଭୁଜ (watermelon)କୁ ନିୟମିତ ଖାଇବା ଦ୍ୱାରା କୋଷ୍ଠକାଠିନ୍ୟ (Constipation)ସମସ୍ୟାରୁ ମୁକ୍ତି ମଧ୍ଯ ମିଳିଥାଏ ।

ତରଭୁଜକୁ ଖାଇଲେ ଏବଂ ଏହାକୁ ତ୍ୱଚାରେ ମସାଜ୍‌ କଲେ ବ୍ଲାକ୍‌ହେଡ୍ସ କମିବା ସହ ଚେହେରାରେ ଚମକ (skin glow) ମଧ୍ଯ ଆସିଥାଏ । ତରଭୁଜକୁ ନିୟମିତ ଖାଇବା ଦ୍ୱାରା ଶରୀରର ମୋଟାପଣ କମ୍‌ କରିବାରେ ସହାୟକ ହୋଇଥାଏ ।

ପ୍ରକାଶ ଥାଉ ଯେ, ଖରାରେ ତରଭୁଜ (watermelon) ଖାଇବାକୁ କାହାକୁ ଅବା ଭଲ ନ ଲାଗେ । ଖରାଦିନେ (summer)ତରଭୁଜ ଜୁସ୍‌ (watermelon juice)କୁ ପିଇଲେ ପେଟ ସହ ମୁଣ୍ତ ମଧ୍ୟ ଥଣ୍ଡା ରହିଥାଏ ।

କଞ୍ଚା ପିଆଜ ଖାଇବାର ଫାଇଦା ଜାଣନ୍ତୁ ....

ହାଇକୋଲେଷ୍ଟ୍ରଲ କାରଣରୁ ଶରୀରରେ ଦେଖାଦିଏ ଏହି ସମସ୍ୟା....

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments