1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଶୀତଦିନେ କ'ଣ ଖାଇବେ?

ଶୀତ ଋତୁରେ କୋଳଥ ଡାଲି ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ । ଏହା ଶରୀରକୁ ଭିତରୁ ଗରମ ପ୍ରଦାନ କରିଥାଏ ।

Sudesna Nayak
Sudesna Nayak
healthy foods for this winter diet

healthy foods for this winter diet

ଶୀତଦିନେ ଶରୀର ସୁସ୍ଥ ରଖିବା ପାଇଁ ଖାଦ୍ୟ ପ୍ରତି ଧ୍ୟାନ ଦେବା ଉଚିତ । ଯଦି ଆପଣ ମଧ୍ୟ ନିଜକୁ ଫିଟ୍ ଏବଂ ସୁସ୍ଥ ରଖିବାକୁ ଚାହାଁନ୍ତି, ତେବେ ଆଜିଠାରୁ ହିଁ ପ୍ରତିଦିନ ଖାଦ୍ୟରେ ସାମିଲ କରନ୍ତୁ ଏହି ଖାଦ୍ଯ...

ଶୀତଦିନେ ସୋରିଷ ତେଲ ବହୁ ଉପକାରୀ, ଜାଣନ୍ତୁ...

ସୋରିଷ ତେଲ (mustard oil) ଖାଦ୍ୟ ରାନ୍ଧିବାରେ ବ୍ୟବହାର କରାଯାଏ । ବିଶେଷ କରି ଶୀତଦିନେ ଏହି ତେଲର ଉପକାରିତା, ତ୍ୱଚା ପାଇଁ ବେଶ ଉପଯୋଗୀ ବୋଲି ସ୍ୟେନ୍ଦର୍ଯ୍ୟ ବିଷେଶଜ୍ଞଙ୍କ ମତ ।

ଶୀତଦିନେ କୋଳଥ ଡାଲି ବହୁ ଉପକାରୀ, ଜାଣନ୍ତୁ...

ଶୀତ (winter)ଋତୁରେ କୋଳଥ ଡାଲିର ପାଣି ଥଣ୍ଡା କାଶ ଠାରୁ ଆରାମ ଦେଇଥାଏ । ଏହା ଶରୀରକୁ ଭିତରୁ ଗରମ ପ୍ରଦାନ କରିଥାଏ ।

ଶୀତଦିନେ ଅଦା ଚା ବହୁ ଉପକାରୀ, ଜାଣନ୍ତୁ...

ସକାଳରୁ ସନ୍ଧ୍ୟା ପର୍ଯ୍ୟନ୍ତ ଶୀତ ଋତୁରେ ଦିନକୁ ଅନେକ ଥର ଆପଣ ଚା (tea)ପିଇଥାନ୍ତି । ତେବେ ଯଦି ଆପଣ ଅଦା ଚା (ginger tea) କୁ ଭଲ ପାଆନ୍ତି, ତେବେ ଏହା ଶରୀରକୁ ଭଲ ଫାଇଦା ଦେଇଥାଏ । 

 

ଶୀତଦିନେ ଆପଣଙ୍କୁ ସୁସ୍ଥ ରଖିବ ଅଞ୍ଜିର, ଜାଣନ୍ତୁ...

ଅଞ୍ଜିର (Anjeer)ହେଉଛି ଓଜନ ହ୍ରାସ କରିବା, ହଜମ ପ୍ରକ୍ରିୟାରେ ଉନ୍ନତି, କୋଷ୍ଠକାଠିନ୍ୟରୁ ମୁକ୍ତି,ଅନେକ ରୋଗ ପାଇଁ ଉପଚାର ଭଳି କାମ କରେ ।

 

ମାତ୍ର 3 ଦିନ ପାଣିରେ ଫୁଟାଇ ପିଅନ୍ତୁ ;ଡାଇବେଟିସ, କୋଲେଷ୍ଟ୍ରୋଲ,ହାଇ BPରୁ ମିଳିବ ମୁକ୍ତି

ସୁପର ଶକ୍ତିର ଉତ୍ସ ମାଣ୍ଡିଆ,ଦୂର କରେ ଏହି ବଡ ବଡ ରୋଗ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ