1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ପୁଷ୍ଟିରେ ଭରପୁର ମାଣ୍ଡିଆ ଚକୁଳି, ମିଳିବ ଏହିସବୁ ଫାଇଦା

ନୂଆ ରୂପରେ ଫେରିଛି ମାଣ୍ଡିଆ । ଏଥିରୁ ତିଆରି ହେଉଛି ବରା,ଇଡ଼ଲି ,ଦୋସା ଆଉ ଚକୁଳି । ମାଣ୍ଡିଆ ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ । ଫାଇବରରେ ଭରା ମାଣ୍ଡିଆ କେବଳ ଓଜନକୁ ନିୟନ୍ତ୍ରଣ କରି ନଥାଏ, ବରଂ ପାଚନ ଶକ୍ତିକୁ ମଧ୍ୟ ତୀବ୍ର କରିଥାଏ ।

Sudesna Nayak
Sudesna Nayak
healthy Mandia Chakuli Ragi Dosa

healthy Mandia Chakuli Ragi Dosa

ନୂଆ ରୂପରେ ଫେରିଛି ମାଣ୍ଡିଆ (Mandia)। ଏଥିରୁ ତିଆରି ହେଉଛି ବରା,ଇଡ଼ଲି ,ଦୋସା ଆଉ ଚକୁଳି (Mandia Chakuli) । ମାଣ୍ଡିଆ (Mandia) ଏକ ପୃଷ୍ଟିକର ଖାଦ୍ୟ ଅଟେ । ଏହା ସ୍ୱାସ୍ଥ୍ୟ ପାଇଁ ଯେତିକି ହୀତକର ପାଟିକୁ ସେତିକି ସୁଆଦିଆ ମଧ୍ୟ ଲାଗେ । ଫାଇବରରେ ଭରା ମାଣ୍ଡିଆ (MANDIA)କେବଳ ଓଜନକୁ ନିୟନ୍ତ୍ରଣ କରି ନଥାଏ, ବରଂ ପାଚନ ଶକ୍ତିକୁ ମଧ୍ୟ ତୀବ୍ର କରିଥାଏ ।

ସୂଚନା ଅନୁଯାୟୀ, ମାଣ୍ଡିଆ (Mandia) ଏବେ ବିଭିନ୍ନ ପ୍ରକାରର ସୁଆଦିଆ ଖାଇବା ବନାଉଛନ୍ତି ଲୋକେ । ଆପଣ ଘରେ ରାଗି ଲଡୁ ,ରାଗି ରୋଟି ,ରାଗି ଖିରୀ ବନେଇ ଖାଇଥିବେ । ହେଲେ କେବେ ମାଣ୍ଡିଆ ଚକୁଳି (Mandia Chakuli) ବନେଇ ଖାଇଛନ୍ତି କି?ଆଜି ଆମେ ଆପଣଙ୍କୁ ଜଣାଇବୁ ମାଣ୍ଡିଆ ଚକୁଳି (Mandia Chakuli) ବନେଇବାର ଖୁବ ସହଜ ପ୍ରଣାଳୀ । ଯାହା ଆପଣଙ୍କ ପରିବାକୁ ସୁସ୍ଥ ରଖିବା ସହ ପାଟିକୁ ସ୍ୱାଦିଷ୍ଟ ମଧ୍ୟ ଲାଗିବ ।

ଆସନ୍ତୁ ଜାଣିବା ମାଣ୍ଡିଆ ଚକୁଳି (Mandia Chakuli) ପାଇଁ କଣ ରହିଛି ଆବଶ୍ୟକତା...

1/2 କପ୍ URAD DAL

1/2 କପ୍ RAGI POWDER

1 କପ୍ WATER

1 spoon salt ଏହାପରପେ ପ୍ଯାନରେ ବନାନ୍ତୁ ମାଣ୍ଡିଆ ଚକୁଳି (Mandia Chakuli) । ଯାହା ସ୍ବାସ୍ଥ୍ଯ ପାଇଁ ବେଶ ଉପକାରୀ ।

ମାଣ୍ଡିଆ (RAGI) ଜାତୀୟ ଶସ୍ୟ ଗୁଡିକ ହେଉଛି ପ୍ରକୃତି ପଦତ୍ତ ଚମତ୍କାରୀ ଶସ୍ୟ । ପୋଷକତତ୍ୱ ଓ ପ୍ରାକୃତିକ ଭିଟାମିନ ଯଥା ସନ୍ତୁଳିତ ଆମିନୋ ଏସିଡ ,ପ୍ରାକୃତିକ ତନ୍ତୁ ,ଖଣିଜ ଲାବନ ଯଥା -ଜିଙ୍କ ,ଫୋସ୍ଫରସ ପ୍ରଭୃତିରେ ସମୃଦ୍ଧ ଥିବାରୁ ଏହା ମଣିଷ ଓ ପ୍ରାଣୀ ସମାଜ ପାଇଁ ନିରାପଦ ଓ ପୃଷ୍ଟିକର ଖାଦ୍ୟ ଗୁଡିକ ମଧ୍ୟରେ ପ୍ରଥମେ|ସ୍ଥାନୀୟ ପରିବେଶ ଓ ଜଳବାୟୁ ପରିବର୍ତନ ପରିପ୍ରେକ୍ଷୀରେ ମାଣ୍ଡିଆ ଜାତୀୟ ଶସ୍ୟ ଗୁଡିକ ଜଳବାୟୁ ସହିତ ଖାପ ଖୁଆଇ ବଢି ପାରିଥାନ୍ତି ,ତେଣୁ ପରିବେଶବିତ ମାନେ ଏହାକୁ ଶୁଷ୍କାଞ୍ଚଳର ସୁନା ବୋଲି କହିଥାନ୍ତି ।

ପ୍ରକାଶ ଥାଉ ଯେ, ମାଣ୍ଡିଆ (finger millet) ସ୍ୱାସ୍ଥ୍ୟ ପାଇଁ ବହୁତ ଲାଭଦାୟକ ହୋଇଥାଏ । ଏଥିରେ କ୍ୟାଲସିୟମ, ଫାଇବର, ଖଣିଜ ଓ ପ୍ରୋଟିନ୍‌ ରହିଛି, ଯାହା ମଧୁମେହ (diabetes), ବ୍ଲଡ ପ୍ରେସର, ଅଷ୍ଟିଓପୋରୋସିସ୍‌ ଓ ମୋଟାପଣ ଭଳି ସମସ୍ୟା ସହ ଲଢ଼ିବାରେ ବେଶ୍‌ ଫାଇଦାଯୁକ୍ତ ହୋଇଥାଏ ।

ଖାଇଛନ୍ତି କି କେବେ ମାଣ୍ଡିଆ ଜାଉ ?

ଘରେ ତିଆରି କରନ୍ତୁ ରାଗି ହଲୱା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ