ଅଳସି ମଞ୍ଜି (Flax seed) ଶରୀର ପାଇଁ ଅତ୍ୟନ୍ତ ଲାଭଦାୟକ ଅଟେ । ଏହାର ଲାଭ ହେତୁ ତାର ଚାହିଦା ଦ୍ରୁତ ଗତିରେ ବୃଦ୍ଧି ପାଇବାରେ ଲାଗିଲା । ଅଳସୀ (Flax seed)ରେ ପୋଟାସିୟମ, ଫାଇବର ଭରପୂର ମାତ୍ରାରେ ରହିଥାଏ ।
ଅଳସୀ ଖାଇବା ଦ୍ବାରା ଓଜନ କମିଥାଏ,ଜାଣନ୍ତୁ...
ଅଳସୀ (Alasi) ଖାଇବା ଦ୍ବାରା ଓଜନ କମିଥାଏ କାରଣ ଏହା ଶରୀରରେ ଥିବା ଚର୍ବିକୁ କମ୍ କରିଥାଏ । ଅଳସୀ (Flax seed)ରେ ବିଭିନ୍ନ ପ୍ରକାରର ଫାଇବର ଏବଂ ପ୍ରୋଟିନ୍ ରହିଥାଏ ।
ମଧୁମେହ (Diabetes)ରୋଗୀଙ୍କ ପାଇଁ ଅଳସୀ ରାମବାଣ ,ଜାଣନ୍ତୁ...
ମଧୁମେହ (Diabetes) ରୋଗୀଙ୍କ ପାଇଁ ଅଳସୀ (Flax seed)ଏକ ରାମବାଣ ପରି କାମ କରିଥାଏ ।
କେଶ ଝଡ଼ିବାର ସମସ୍ୟାରୁ ମୁକ୍ତି ଦିଏ ଅଳସି,ଜାଣନ୍ତୁ...
ଯେଉଁମାନଙ୍କର କେଶ ଝଡ଼ିବାର ଏବଂ କେଶ ଖରାପ ହେବାର ସମସ୍ୟା ଦେଖାଯାଇଥାଏ ସେମାନେ ମଧ୍ୟ ପ୍ରତିଦିନ ଅଳସୀ (Flax seed) ଖାଇବା ଉଚିତ୍ । ଅଳସୀ ରକ୍ତଚାପ (blood pressure)କୁ ନିୟନ୍ତ୍ରଣରେ ରଖିଥାଏ ।
ରକ୍ତଚାପକୁ ନିୟନ୍ତ୍ରଣରେ ରଖିଥାଏ ଅଳସି,ଜାଣନ୍ତୁ...
ପ୍ରକାଶ ଥାଉ ଯେ, ଅଳସୀ ରକ୍ତଚାପ (blood pressure)କୁ ନିୟନ୍ତ୍ରଣରେ ରଖିଥାଏ ।
Share your comments