1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

ଡାଇବେଟିସ୍‌ ନିୟନ୍ତ୍ରଣ କରେ ମେଥି ପାଣି, ଏହି ଉପାୟରେ ପିଅନ୍ତୁ...

ପ୍ରତିଦିନ ସକାଳୁ ସ୍ୱାସ୍ଥ୍ୟ ଉପକାରୀ ପାନୀୟ ମଧ୍ୟରେ ମେଥି ପାଣି ବେଶ ଉପକାରୀ ହୋଇଥାଏ । ଏହା ଶରୀରକୁ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ବହୁ ସାହାଯ୍ୟ କରିବା ସହିତ, ଶରୀରକୁ ଏନର୍ଜି ପ୍ରଦାନ କରିଥାଏ । ତେବେ ଆସନ୍ତୁ ଜାଣିବା ମେଥି ପାଣିର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ...

Sudesna Nayak
Sudesna Nayak
Methi WATER fenugreek seeds water controls diabetes

Methi WATER fenugreek seeds water controls diabetes

ପ୍ରତିଦିନ ସକାଳୁ ସ୍ୱାସ୍ଥ୍ୟ ଉପକାରୀ ପାନୀୟ ମଧ୍ୟରେ ମେଥି ପାଣି (fenugreek seeds water) ବେଶ ଉପକାରୀ ହୋଇଥାଏ । ଏହା ଶରୀରକୁ ବିଭିନ୍ନ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ବହୁ ସାହାଯ୍ୟ କରିବା ସହିତ, ଶରୀରକୁ ଏନର୍ଜି ପ୍ରଦାନ କରିଥାଏ । ତେବେ ଆସନ୍ତୁ ଜାଣିବା ମେଥି ପାଣିର ସ୍ୱାସ୍ଥ୍ୟ ଉପକାରୀତା ସମ୍ପର୍କରେ...

-ମେଥି ପାଣି (Methi seeds water)ସେବନ କରିବା ଦ୍ୱାରା, ଶରୀରର ବ୍ଲଡ ସୁଗାର ଲେବୁଲ ନିୟନ୍ତ୍ରିତ ରହିଥାଏ । ଏହା ଡାଇବେଟିସକୁ (diabetes control)କଣ୍ଟ୍ରୋଲ କରିବାରେ ସହାୟକ ହୋଇଥାଏ ।

-ଏସିଡିଟିରୁ ରକ୍ଷା କରିବାରେ ସାହାଯ୍ୟ କରେ ମେଥି ପାଣି (Methi seeds water) ।

- ଯଦି ଆପଣଙ୍କର ଗଣ୍ଠି ଜନିତ କୌଣସି ସମସ୍ୟା ଅଛି ତେବେ ମେଥି ପାଣି (Methi seeds water) ରେ ଥିବା ଆଣ୍ଟି ଇନଫ୍ଲାମେଟୋରି ଏଵଂ ଆଣ୍ଟି ଅକ୍ସିଡାଣ୍ଟ ଏହି ସମସ୍ୟାକୁ ଦୂର କରିଥାଏ, ଏହା ଦ୍ୱାରା ଗଣ୍ଠି ଦରଜ ମଧ୍ୟ କମିଯାଏ ।

-ମେଥି ପାଣି (Methi seeds water)ରେ କିଛି ଏପରି ଫାଇବର ରହିଛି ଯାହା ରକ୍ତରେ ଗ୍ଲୁକୋଜର ମାତ୍ରା ବଢିବାକୁ ଦିଏନି । ଯେଉଁ ବ୍ୟକ୍ତି ମାନେ ପ୍ରତିଦିନ ମେଥି ପାଣି ପିଅନ୍ତି ତାଙ୍କୁ କେବେ ମଧ୍ୟ ମଧୁମେହ (diabetes control) ରୋଗ ହୁଏ ନାହିଁ।

-ଆଜିକାଲି ପ୍ରାୟତ ସମସ୍ତଙ୍କ ଠାରେ କେଶ ଜନିତ କୌଣସି ସମସ୍ୟା ଅଛି ତେବେ ମେଥି ପାଣି (Methi seeds water) ଆପଣଙ୍କ ପାଇଁ ବହୁତ ଲାଭଦାୟକ ଅଟେ, ଏହି ମେଥି ପାଣି (Methi seeds water) କୁ ପିଇବା ଦ୍ୱାରା ଆପଣଙ୍କର କେଶ ଅଧିକ ଦିନ ପର୍ଯ୍ୟନ୍ତ କଳା ରହିଥାଏ ଏବଂ ଘନ ହୋଇଥାଏ ।

-ମେଥି ଦାନା (Methi seeds water) ଶରୀରରୁ ବିଷାକ୍ତ ପଦାର୍ଥ ବାହାରକୁ ବାହର କରି ତ୍ୱଚାକୁ ସୁସ୍ଥ ରଖିଥାଏ । ଯାହାଦ୍ୱାରା ବ୍ରଣ ଓ ଦାଗ ଇତ୍ୟାଦି ସମସ୍ୟା ଆଦିରୁ ବ୍ୟକ୍ତିକୁ ମୁକ୍ତି ମିଳିଥାଏ ।

-ପ୍ରତିଦିନ ସକାଳେ ମେଥି ପାଣି ମେଥି ପାଣି (fenugreek seeds water) ପିଇବା ଦ୍ୱାରା, ଏହା କୋଲେଷ୍ଟ୍ରଲକୁ କମ୍ କରିବାରେ ବହୁ ସାହାଯ୍ୟ କରିଥାଏ ।

-ମେଥି (Methi)ଏବଂ ମହୁ ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ଓଜନ ହ୍ରାସ କରିବାରେ ସାହାଯ୍ୟ କରିଥାଏ।

-ମେଥି ମଞ୍ଜି (Methi seeds) କୁ ପେଷ୍ଟ କରି ତ୍ୱଚା ଓ କେଶରେ ମଧ୍ୟ ଲଗାଇପାରିବେ । ଏହାଫଳରେ କେଶ ଝଡା ସମସ୍ୟା କମ୍ ହେବା ସହିତ, ତ୍ୱଚାରେ ଚମକ ଆସିଥାଏ ।

-ମେଥି ଦାନା (Methi seeds water)ରେ ଭରି ରହିଥିବା ସଲ୍ୟୁବଲ୍‌ ଫାଇବର୍ସ ବ୍ଲଡ୍‍ ସୁଗାରକୁ ନିୟନ୍ତ୍ରଣ ରଖି ଡାଇବେଟିସ୍‌ (diabetes control)ର ସମସ୍ୟାଠାରୁ ବ୍ୟକ୍ତିକୁ ରକ୍ଷା କରିଥାଏ ।

ପ୍ରକାଶ ଥାଉ ଯେ, ମେଥି (Methi)ଖାଇବା ଆପଣଙ୍କ ପାଇଁ ଲାଭଦାୟକ ହୋଇଥାଏ । ଏହା ଆପଣଙ୍କୁ ରୋଗ ବେମାରୀ ଠାରୁ ରକ୍ଷା କରିବାରେ ବହୁ ସାହାଯ୍ୟ କରିବ ।

ଉଚ୍ଚ ରକ୍ତଚାପକୁ କିପରି କରିବେ ନିୟନ୍ତ୍ରଣ? ଜାଣନ୍ତୁ...

ସାବଧାନ! ବାସି ଚା’ପିଉଛନ୍ତି କି?

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments