1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେବେ ବି ଖାଆନ୍ତୁ ନାହିଁ ଏହି ଡାଲି, ପହଞ୍ଚାଇପାରେ କ୍ଷତି

ଡାଲି (Dal)ମନୁଷ୍ୟ ଶରୀର ପାଇଁ ଲାଭଦାୟକ ଅଟେ । ଏଥିରୁ ଜରୁରୀ ପୋଷକ ତତ୍ତ୍ବ ମିଳିବା ସହ ଅନେକ ରୋଗ ମଧ୍ୟ ଆପଣଙ୍କ ପାଖ ମାଡେନାହିଁ । ତଥାପି ଏମିତି କିଛି ଡାଲି ରହିଛି ଯାହା ଖାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ ।

Sudesna Nayak
Sudesna Nayak
never eat urad dal in night These pulses should never be eaten during the night

never eat urad dal in night These pulses should never be eaten during the night

ଡାଲି (Dal)ମନୁଷ୍ୟ ଶରୀର ପାଇଁ ଲାଭଦାୟକ ଅଟେ । ଏଥିରୁ ଜରୁରୀ ପୋଷକ ତତ୍ତ୍ବ ମିଳିବା ସହ ଅନେକ ରୋଗ ମଧ୍ୟ ଆପଣଙ୍କ ପାଖ ମାଡେନାହିଁ । ତଥାପି ଏମିତି କିଛି ଡାଲି ରହିଛି ଯାହା ଖାଇବା ଦ୍ବାରା ଆପଣଙ୍କ ସ୍ବାସ୍ଥ୍ୟ ଉପରେ ଖରାପ ପ୍ରଭାବ ପକାଇପାରେ । ତେବେ ଆସନ୍ତୁ ଜାଣିବା କାହିଁକି ଏହି ବିରିଡାଲି (Urad Dal) ରାତିରେ ଖାଇବା ଉଚିତ ନୁହେଁ ଏବଂ ଏହା ଆପଣଙ୍କ ପାଇଁ କି ପ୍ରକାର କ୍ଷତି ଘଟାଇପାରେ....ଜାଣନ୍ତୁ ସେ ବିଷୟରେ...

ସୂଚନା ଅନୁଯାୟୀ, ବିଶେଷକରି ରାତିରେ ଏହି ଡାଲି (Dal)ଖାଇବା ସ୍ବାସ୍ଥ୍ୟ ପାଇଁ ହାନିକାରକ ହୋଇପାରେ । ପ୍ରକୃତରେ ଏହି ଡାଲି ହଜମ କରିବା କଷ୍ଟକର ହୋଇଥାଏ । ତେଣୁ ରାତିରେ ଏହି ଡାଲି ସେବନରୁ ଦୂରେଇ ରହିବା ଉଚିତ । ଏହି ଡାଲିରେ ବିରି ଡାଲି (Urad Dal)ମଧ୍ୟ ସାମିଲ ରହିଛି । ତେବେ ଚାଲନ୍ତୁ ଜାଣିବା ରାତିରେ କାହିଁକି ଏହି ଡାଲି ଖାଇବା ଉଚିତ ନୁହେଁ ଏବଂ ଏହା ଆପଣଙ୍କ ପାଇଁ କି ପ୍ରକାର କ୍ଷତି ଘଟାଇପାରେ ।

ବିରି ଡାଲି (Urad Dal) ହଜମ ହେବାକୁ ଟିକେ କଷ୍ଟକର ହୋଇଥାଏ । ଏଥିପାଇଁ ଏହାକୁ ଅଧିକ ନଖାଇବାକୁ ପରାମର୍ଶ ଦିଆଯାଇଥାଏ । ଯଦି ଆପଣ ଏହାକୁ ଅଧିକ ସେବନ କରିବେ ତେବେ ସମସ୍ୟାରେ ପଡିପାରନ୍ତି । ବିଶେଷକରି ଯଦି ଆପଣ ରାତିରେ ଏହି ଡାଲି ଖାଆନ୍ତି, ତେବେ ଆପଣଙ୍କ ସ୍ବାସ୍ଥ୍ୟାବସ୍ଥା ଖରାପ ହୋଇପାରେ । ଏମିତି ଲୋକଙ୍କୁ ଏହି ଡାଲିଠାରୁ ନିଜକୁ ଦୂରେଇ ରଖିବାକୁ ପଡିବ ।

ୟୁରିକ୍ ଏସିଡ୍ (Uric acid) ବଢାଇବାରେ ମଧ୍ୟ ଏହି ଡାଲି ଅନ୍ୟତମ । ଅର୍ଥାତ ଯେଉଁମାନଙ୍କର ପୂର୍ବରୁ ହିଁ ୟୁରିକ୍ ଏସିଡ୍ (Uric acid)ସମସ୍ୟା ରହିଛି ସେମାନେ ଏହି ଡାଲିଠାରୁ ଦୂରରେ ରହିବା ଉଚିତ । ନଚେତ ସମସ୍ୟା ବଢିପାରେ ଏବଂ ହାତ-ପାଦରେ ଯନ୍ତ୍ରଣା ଆରମ୍ଭ ହୋଇପାରେ ।

ବିରି ଡାଲି (Urad Dal) କିଡନୀରେ ଷ୍ଟୋନ୍ (kidney stone) ସୃଷ୍ଟି କରିପାରେ । ଅର୍ଥାତ କିଡନୀକୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଏହି ଡାଲିରୁ ଦୂରରେ ରହିବାକୁ ପଡିବ । ନଚେତ ଆପଣଙ୍କ କିଡନୀରେ ସମସ୍ୟା ସୃଷ୍ଟି ହୋଇପାରେ ।

ବିରି ଡାଲି (Urad Dal) କିଡନୀରେ ଷ୍ଟୋନ୍ (kidney stones)ସୃଷ୍ଟି କରିପାରେ । ଅର୍ଥାତ କିଡନୀ (kidney) କୁ ସୁସ୍ଥ ରଖିବା ପାଇଁ ଆପଣଙ୍କୁ ଏହି ଡାଲିରୁ ଦୂରରେ ରହିବାକୁ ପଡିବ । ନଚେତ ଆପଣଙ୍କ କିଡନୀରେ ସମସ୍ୟା ସୃଷ୍ଟି ହୋଇପାରେ ।

ଯଦି ଆପଣମାନେ ଏହି ଜିନିଷଗୁଡ଼ିକୁ ଧ୍ୟାନରେ ରଖି ବିରି ଡାଲି (Urad Dal) ଖାଆନ୍ତି, ତେବେ ଆପଣମାନଙ୍କର କୌଣସି କ୍ଷତି ହେବ ନାହିଁ ।

ଏହି ପ୍ରବନ୍ଧରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ନିଶ୍ଚିତ ଭାବରେ ଡାକ୍ତରଙ୍କର ହିଁ ପରାମର୍ଶ ଜରୁରୀ ଭାବରେ ନିଅନ୍ତୁ ।

ରକ୍ତଚାପକୁ ନିୟନ୍ତ୍ରଣ କରେ ଅଦା ପାଣି

ପ୍ରତିଦିନ ପିଅନ୍ତୁ ଧନିଆ ପାଣି, କମିବ ଥାଇରଏଡ୍

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments