1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ ମୂଳରୁ ଶେଷ ହୋଇଯିବ...

ଯେଉଁ ଲୋକମାନେ ଅର୍ଶ ଭଳି ସମସ୍ୟାରେ ପୀଡିତ ହେଉଛନ୍ତି, ଏଥିପାଇଁ ଆପଣଙ୍କୁ କଲରା ଓ ଚିନିର ଆବଶ୍ୟକତା ରହିଛି ।

Sudesna Nayak
Sudesna Nayak
Piles Home Remedies piles will end in just one day

Piles Home Remedies piles will end in just one day

ଆଜିକାଲି ଖାଦ୍ୟପେୟ ଅନିୟମିତା ଯୋଗୁ ଲୋକମାନଙ୍କର ମଳକଣ୍ଠ ବା ଅର୍ଶ (piles)ଭଳି ସମସ୍ଯା ଦେଖାଯାଉଛି । ଯାହାକୁ ଆମେ ଇଂରାଜୀରେ ପାଇଲ୍ସ (piles)କହିଥାଉ । 

ଆପଣ ପ୍ରଥମେ ଗୋଟେ କଲରା (Bitter melon) ନେଇ ତାର ଚୋପାକୁ ଭଲଭାବରେ କାଢି ଦିଅନ୍ତୁ । ଏହାପରେ  କଲରା ରସ (Bitter melon) ନେଇ ସେଥିରେ ଅଳ୍ପ ଚିନି ମିଶାଇ ତାକୁ ସକାଳେ ଓ ରାତିରେ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଅର୍ଶ (piles) ରୋଗରୁ ମୁକ୍ତି ମିଳି ଯିବ । 

ଏହାପରେ ଏକ କପ କଞ୍ଚା ଗାଈ କ୍ଷୀରର ମଧ୍ଯ ଆବଶ୍ୟକ ରହିଛି । ଏହା ପରେ ଏହି କ୍ଷୀରରେ ଲାଜକୁଳୀ ପତ୍ର ପକାନ୍ତୁ । ଏହା ପରେ ଆପଣ ଏହାର ସେବନ କରନ୍ତୁ । ଖାଲି ପେଟରେ ଆପଣ ପ୍ରତି ଦିନ ଏହାର ସେବନ କରିଲେ ଯେତେ ପୁରୁଣା ଅର୍ଶ (piles) ହୋଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଭଲ ହୋଇଯିବ ।

କିନ୍ତୁ ମୁଖ୍ୟତଃ ଯଦି ଆପଣ ଙ୍କର ପେଟ ସଫା ନହେବ ତେବେ ଆପଣଙ୍କୁ ଅର୍ଶ (piles)ଭଳି ସମସ୍ୟା ହୋଇଥାଏ।

ପାଇଲ୍ସ ରୋଗୀଙ୍କ ପାଇଁ କ୍ଷତିକାରକ ହଳଦୀ କ୍ଷୀର,ଜାଣନ୍ତୁ...

ଯଦି ଆପଣ ଙ୍କର ପେଟ ସଫା ନହେବ ତେବେ ଆପଣଙ୍କୁ ଅର୍ଶ (piles)ଭଳି ସମସ୍ୟା ହୋଇଥାଏ।

ଏହି ପୋଷ୍ଟରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।

ଏହି ରୋଗ ଥିଲେ ପିଅନ୍ତୁ ନାହିଁ ହଳଦୀ କ୍ଷୀର...

ପ୍ରତ୍ୟେକ ଦିନ ଖାଆନ୍ତୁ ଛତୁ,ମିଳିବ ଅନେକ ଫାଇଦା

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ