
Piles Home Remedies piles will end in just one day
ଆଜିକାଲି ଖାଦ୍ୟପେୟ ଅନିୟମିତା ଯୋଗୁ ଲୋକମାନଙ୍କର ମଳକଣ୍ଠ ବା ଅର୍ଶ (piles)ଭଳି ସମସ୍ଯା ଦେଖାଯାଉଛି । ଯାହାକୁ ଆମେ ଇଂରାଜୀରେ ପାଇଲ୍ସ (piles)କହିଥାଉ ।
ଆପଣ ପ୍ରଥମେ ଗୋଟେ କଲରା (Bitter melon) ନେଇ ତାର ଚୋପାକୁ ଭଲଭାବରେ କାଢି ଦିଅନ୍ତୁ । ଏହାପରେ କଲରା ରସ (Bitter melon) ନେଇ ସେଥିରେ ଅଳ୍ପ ଚିନି ମିଶାଇ ତାକୁ ସକାଳେ ଓ ରାତିରେ ସେବନ କରନ୍ତୁ । ଦେଖିବେ ଆପଣଙ୍କୁ ଖୁବ୍ ଶୀଘ୍ର ଅର୍ଶ (piles) ରୋଗରୁ ମୁକ୍ତି ମିଳି ଯିବ ।
ଏହାପରେ ଏକ କପ କଞ୍ଚା ଗାଈ କ୍ଷୀରର ମଧ୍ଯ ଆବଶ୍ୟକ ରହିଛି । ଏହା ପରେ ଏହି କ୍ଷୀରରେ ଲାଜକୁଳୀ ପତ୍ର ପକାନ୍ତୁ । ଏହା ପରେ ଆପଣ ଏହାର ସେବନ କରନ୍ତୁ । ଖାଲି ପେଟରେ ଆପଣ ପ୍ରତି ଦିନ ଏହାର ସେବନ କରିଲେ ଯେତେ ପୁରୁଣା ଅର୍ଶ (piles) ହୋଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଭଲ ହୋଇଯିବ ।
କିନ୍ତୁ ମୁଖ୍ୟତଃ ଯଦି ଆପଣ ଙ୍କର ପେଟ ସଫା ନହେବ ତେବେ ଆପଣଙ୍କୁ ଅର୍ଶ (piles)ଭଳି ସମସ୍ୟା ହୋଇଥାଏ।
ପାଇଲ୍ସ ରୋଗୀଙ୍କ ପାଇଁ କ୍ଷତିକାରକ ହଳଦୀ କ୍ଷୀର,ଜାଣନ୍ତୁ...
ଯଦି ଆପଣ ଙ୍କର ପେଟ ସଫା ନହେବ ତେବେ ଆପଣଙ୍କୁ ଅର୍ଶ (piles)ଭଳି ସମସ୍ୟା ହୋଇଥାଏ।
ଏହି ପୋଷ୍ଟରେ ଦିଆଯାଇଥିବା ସୂଚନାକୁ ଗ୍ରହଣ କରିବା ପୂର୍ବରୁ ଡାକ୍ତରଙ୍କ ପରାମର୍ଶ ନିଅନ୍ତୁ ।
Share your comments