1. ସ୍ୱାସ୍ଥ୍ୟ ଏବଂ ଜୀବନଶୈଳୀ

କେବଳ ଥରେ ଲଗାନ୍ତୁ,ଅର୍ଶ ଶୁଖିକି ଝଡିଯିବ...

ଯେଉଁ ଲୋକମାନେ ଅର୍ଶ ଭଳି ସମସ୍ୟାରେ ପୀଡିତ, ପ୍ରଥମରେ ଆପଣଙ୍କୁ ଆବଶ୍ୟକତା ପଡିବ ହଳଦିର ।

Sudesna Nayak
Sudesna Nayak
piles will end just one day arsa

piles will end just one day arsa

ଆଜିର ସମୟରେ ପାଇଲ୍ସ (piles)ବା ଅର୍ଶ (arsa)ଭଳି ସମସ୍ୟା ଅନେକ ଲୋକଙ୍କ ଭିତରେ ଦେଖିବାକୁ ମିଳୁଛି । ଏହା ଥରେ ହେବା ଦ୍ବାରା ଆପଣଙ୍କୁ ମଳତ୍ୟାଗ କରିବାରେ ବହୁତ କଷ୍ଟ ଅନୁଭବ ହୋଇଥାଏ । ଆପଣମାନଙ୍କୁ ଏମିତି ଏକ ଘରୋଇ ଉପଚାର ବିଷୟରେ କହିଛୁ ଯାହା ଦ୍ଵାରା ଆପଣମାନଙ୍କ ଅର୍ଶ ଭଳି ସମସ୍ଯା ମୂଳରୁ ଶେଷ ହୋଇଯିବ ।

ଯେଉଁ ଲୋକମାନେ ଅର୍ଶ (piles)ଭଳି ସମସ୍ୟାରେ ପୀଡିତ ହେଉଛନ୍ତି, ସେମାନଙ୍କ ପାଇଁ ଏହି ଉପଚାର ବହୁତ ଲାଭକାରୀ ଅଟେ । ପ୍ରଥମରେ ଆପଣଙ୍କୁ ଆବଶ୍ୟକତା ପଡିବ ହଳଦିର (turmeric)। 

ଦ୍ଵିତୀୟ ସାମଗ୍ରୀ ହେଉଛି ସୋରିଷ ତେଲ (mustard oil) । ଆପଣ ଏହି ହଳଦୀ ଗୁଣ୍ଡରେ ଏକ ଚାମଚ ସୋରିଷ ତେଲ ମିଶାନ୍ତୁ । ତୃତୀୟ ସାମଗ୍ରୀ ଏକ କର୍ପୁର ଖଣ୍ଡକୁ ନେଇ ଆପଣ ଗୁଣ୍ଡ କରି ଏଥିରେ ମିଶାନ୍ତୁ । ଏବେ ଆପଣ ଏ ସମସ୍ତ ସାମଗ୍ରୀକୁ ଭଲ ଭାବେ ମିକ୍ସ କରିଦିଅନ୍ତୁ । ପରେ ପ୍ରସ୍ତୁତ ହୋଇଯିବ ଅର୍ଶରୁ ରକ୍ଷା ପାଇବାର ଉପକରଣ ।

 

ଆଉ ଏକ ଉପାୟ ହେଉଛି, ଲାଜକୁଳୀ ପତ୍ର । ଏକ କପ କଞ୍ଚା ଗାଈ କ୍ଷୀରର ମଧ୍ଯ ଆବଶ୍ୟକ ରହିଛି । ଏହା ପରେ ଏହି କ୍ଷୀରରେ ଲାଜକୁଳୀ ପତ୍ର ପକାନ୍ତୁ । ଏହା ପରେ ଆପଣ ଏହାର ସେବନ କରନ୍ତୁ । ଖାଲି ପେଟରେ ଆପଣ ପ୍ରତି ଦିନ ଏହାର ସେବନ କରିଲେ ଯେତେ ପୁରୁଣା ଅର୍ଶ (piles) ହୋଇଥିଲେ ମଧ୍ୟ ତାହା ସଂପୂର୍ଣ୍ଣ ଭଲ ହୋଇଯିବ ।

ପ୍ରକାଶ ଥାଉ ଯେ, ଆଜିକାଲି ଲୋକମାନଙ୍କର ମଳକଣ୍ଠ ବା ଅର୍ଶ (piles)ଭଳି ସମସ୍ଯା ଦେଖାଯାଉଛି । ଯାହାକୁ ଆମେ ଇଂରାଜୀରେ ପାଇଲ୍ସ (piles)କହିଥାଉ । ଅର୍ଶ ହେଲେ ବସିବା ଉଠିବାରେ ସମସ୍ଯା ହେବା ସହ ରକ୍ତ ପଡିଥାଏ ।

କେବଳ ଥରେ ଖାଆନ୍ତୁ, ଅର୍ଶ, ମଳକଣ୍ଟକ ମୂଳରୁ ଶେଷ ହୋଇଯିବ...

ଚନ୍ଦାପଣରୁ ମୁକ୍ତି ଚାହୁଁଛନ୍ତି କି? ତେବେ ଲଗାନ୍ତୁ ଏହି ଫୁଲ

Like this article?

Hey! I am Sudesna Nayak . Did you liked this article and have suggestions to improve this article? Mail me your suggestions and feedback.

Share your comments

ଆମ ନ୍ୟୁଜଲେଟରକୁ ସବସ୍କ୍ରାଇବ୍ କରନ୍ତୁ । ଆପଣ ଆପଣଙ୍କ ଆଗ୍ରହ ଥିବା ଟପିକ୍‌ ବାଛିବେ ଏବଂ ଆମେ ଆପଣଙ୍କୁ ବଛା ବଛା ନ୍ୟୁଜ ଓ ଆପଣଙ୍କ ପସନ୍ଦ ଅନୁଯାୟୀ ଲାଟେଷ୍ଟ ଅପଡେଟ୍‌ ପଠାଇଦେବୁ ।

ନ୍ୟୁଜଲେଟର ସବସ୍କ୍ରାଇବ୍‌ କରନ୍ତୁ